ଆତ୍ମହତ୍ୟା ପୂର୍ବରୁ ଫାର୍ମାସୀ ଛାତ୍ରୀ ଲେଖି ଦେଇଗଲେ ମାତ୍ର ଚାରି ଧାଡିର ଏକ ସୁଇସାଇଡ ନୋଟ, ଯାହା ପଢିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ video

ଦୁନିଆ ଛାଡିବା ପୂର୍ବରୁ ଛାଡି ଯାଇଛନ୍ତି ହାତଲେଖା ଚିଠି । ମା-ନ-ସି-କ ଯ-ନ୍ତ୍ର-ଣା ତାଙ୍କୁ ଆ-ତ୍ମ-ହ-ତ୍ୟା କରିବାକୁ ବାଧ୍ୟ କରିଛି । ଆଉ ପରିବାର ଲୋକଙ୍କ ପାଇଁ ଝିଅର ସେହି ଶେଷ ଚାରିଧାଡି ଲେଖା ଅତ୍ୟନ୍ତ କ-ଷ୍ଟ-ଦାୟକ ଥିଲା । ସେଥିରେ ଲେଖା ଥିଲା, “ମୋ ମ-ରି-ବା ପାଇଁ ସିପୁନ ଦାୟୀ । ସେ ମୋତେ ବ୍ଲା-କ-ମେ-ଲ କରୁଛି । ମୋ ଭାଇ ଆଉ ବାପା-ମାଙ୍କୁ ମା-ରି ଦେବାକୁ କହୁଛି । ଆଇ ଆମ ସରି ପାପା ମମି । ତାଙ୍କୁ କ-ଠୋ-ର-ରୁ କ-ଠୋ-ର ଦ-ଣ୍ଡ ଦେବ । ଲିପି ।”

ଏତିକି ଲେଖି ଫ୍ୟାନରେ ଝୁ-ଲି ପଡିଥିଲେ ସାଲେପୁର ବାରିଓଳ ସୁନାଖଣ୍ଡି ଗାଁର ଫାର୍ମାସୀ ଛାତ୍ରୀ ସ୍ଵୟଂପ୍ରଭା ବେହେରା । ତାଙ୍କ ହାତଲେଖାରୁ ସ୍ପଷ୍ଟ ବାରି ହୋଇ ପଡୁଛି କେତେ ଅଧିକ ମା-ନ-ସି-କ ଯ-ନ୍ତ୍ର-ଣା-ରେ ସେ ପେ-ଶୀ ହେଉଥିଲେ । ଏହି ଚିଠି ପୋ-ଲି-ସ ହାତରେ ଲାଗିବା ପରେ ପୋ-ଲି-ସ ଆରମ୍ଭ କରିଥିଲା ଖୋ-ଳ-ତା-ଡ । ଆଉ ଶେଷରେ ଅ-ଭି-ଯୁ-କ୍ତ ସିପୁନକୁ ଗି-ର-ଫ କରିଛି । କିନ୍ତୁ ଘରର ବଢିଲା ଝିଅକୁ ହ-ରା-ଇ ପରିବାର ଲୋକେ ସଂପୂର୍ଣ୍ଣ ଭାବେ ଭା-ଙ୍ଗି ପଡିଛନ୍ତି ।

ଯୁବତୀଙ୍କ ଆ-ତ୍ମ-ହ-ତ୍ୟା ପଛର ଖ-ଳ-ନା-ୟ-କ ସିପୁନ ଓରଫ ସିଦ୍ଧାର୍ଥ ଶଙ୍କର ରାଉତଙ୍କୁ କେନ୍ଦ୍ରପଡା ଚାନ୍ଦୋଳ ନିକଟରୁ ପୋ-ଲି-ସ ଗି-ର-ଫ କରିଛି । ଅ-ଭି-ଯୁ-କ୍ତ ବ୍ୟବହାର କରୁଥିବା ଫୋନକୁ ମଧ୍ୟ ପୋ-ଲି-ସ ଜ-ବ-ତ କରିଛି । ଏହି ଘ-ଟ-ଣା-ଟି ଗତ ୧୦ ତାରିଖ ଦିନ ଘ-ଟି-ଥି-ଲା । ଯୁବତୀଙ୍କ ଶ-ବ-କୁ ବ୍ୟ-ବ-ଚ୍ଛେ-ଦ କରା ଯାଇଥିଲା । ଏହାର ୫ ଦିନ ପରେ ଘରଲୋକଙ୍କୁ ମିଳିଥିଲା ଏକ ସୁ-ଇ-ସା-ଇ-ଡ ନୋ-ଟ । ଏହାକୁ ନେଇ ସେମାନେ ପୋ-ଲି-ସ ଷ୍ଟେ-ସ-ନ ଯାଇ ଥିଲେ ।

କିନ୍ତୁ ସେମାନେ ତା’ ପରଦିନ ଆସ କହି ତାଙ୍କୁ ଫେରାଇ ଦେଇଥିଲେ । ତା’ ପରଦିନ ସେମାନେ ଯିବାରୁ ତାଙ୍କୁ ଥା-ନା-ରେ ଗା-ଳି-ଗୁ-ଲ-ଜ ମଧ୍ୟ କରିଥିଲେ । ଏହାପରେ ସୁ-ଇ-ସା-ଇ-ଡ ନୋ-ଟ-ରେ ପଡିଥିବା ତାରିଖକୁ ପୋ-ଲି-ସ ବଦଳାଇ ଥିବା ଦେଖିବାକୁ ମିଳିଥିଲା । ଏନେଇ ମୃ-ତ ଯୁବତୀଙ୍କ ବାପା ଅ-ଭି-ଯୋ-ଗ କରିଛନ୍ତି ଯେ, ପୋଲିସ ହୁଏତ ସିପୁନଙ୍କ ଠାରୁ ଲା-ଞ୍ଚ ନେଇ ତାଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛି ।

କିନ୍ତୁ ବର୍ତ୍ତମାନ ତାଙ୍କୁ ଥା-ନା-କୁ ଡକାଇ ଏହି ମା-ମ-ଲା-ର ତ-ଦ-ନ୍ତ ଜାରି କରିବ ବୋଲି ପୋ-ଲି-ସ ପକ୍ଷରୁ କୁହାଯାଇଛି । ତେବେ ଏହି ଘ-ଟ-ଣା ପାଇଁ କେବଳ ସିପୁନ ହିଁ ଦା-ୟୀ ନା ଅନ୍ୟ କାହାର ମଧ୍ୟ ସମ୍ପୃକ୍ତି ରହିଛି ଏନେଇ ପୋ-ଲି-ସ ଏବେ ଛା-ନ-ଭି-ନ୍ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।