Bollywood ରୁ ଆସିଲା ଆଉ ଏକ ଦୁଃଖଦ ଖବର, ମାତ୍ର 27 ବର୍ଷ ବୟସରେ ଚାଲିଗଲେ ଏହି ଅଭିନେତ୍ରୀ, ଦିନେ ବେଶ୍ୟା ବୃତ୍ତି କରୁଥିବା ସମୟରେ ହୋଟେଲ ରୁମରୁ ଧରା ପଡିଥିଲେ

ଫିଲ୍ମ ଜଗତ ପାଇଁ ଆଉ ଏକ ଦୁଃଖର ଖବର ଆସିଛି । ହିନ୍ଦୀ ଏବଂ ବଙ୍ଗଳା ଫିଲ୍ମ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କର ଦେ-ହା-ନ୍ତ ହୋଇଛି । ସୂଚନା ଅନୁଯାୟୀ କିଡନୀ ଫେ-ଲ ହେତୁ ବାଙ୍ଗାଲୋର ରେ ତାଙ୍କର ଦେ-ହା-ନ୍ତ ହୋଇଥିବା ଜଣାପଡିଛି । ମୃ-ତ୍ୟୁ ବେଳକୁ ମିଷ୍ଟି ମୁଖାର୍ଜୀଙ୍କ ବୟସ ମାତ୍ର ୨୭ ହୋଇଥିଲା । କୁହାଯାଉଛି କି କିଟୋ ଡାଏଟ ନେବା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିଲା ।

ମିଷ୍ଟିଙ୍କ ପରିବାର ଦ୍ଵାରା ଜାରି କରା ଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି କି, “ଅନେକ ଫିଲ୍ମ ଏବଂ ମ୍ୟୁଜିକ ଭିଡିଓରେ ନିଜ ପ୍ରତିଭାର ପ୍ରଦର୍ଶନ କରିଥିବା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀ ଆଉ ଆମ ଗହଣରେ ନାହାନ୍ତି । ବାଙ୍ଗାଲୋରରେ କିଟୋ ଡାଏଟ ହେତୁ ତାଙ୍କ କିଡନୀ ଫେଲ ହୋଇ ଯାଇଥିଲା । ଯାହା ଫଳରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ମୃ-ତ୍ୟୁ ପୂର୍ବରୁ ଅଭିନେତ୍ରୀ ଖୁବ ଯ-ନ୍ତ୍ର-ଣା ମଧ୍ୟ ଭୋଗ କରିଛନ୍ତି ।

ଏହା ଏପରି ଏକ ଦୁଃଖଦ କ୍ଷତି ଯାହା କେବେ ମଧ୍ୟ ପୂରଣ କରାଯାଇ ପାରିବ ନାହିଁ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।” ମିଷ୍ଟି ୨୦୧୨ ରେ ଫିଲ୍ମ ‘ଲାଇଫ କି ତୋ ଲଗ୍ ଗଇ’ ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସେ ୨୦୧୩ ରେ ରାଜନୀଶ ଦୁଗଲଙ୍କ ସହ ଫିଲ୍ମ ‘ମେ କ୍ରୀଷ୍ଣା ହୁଁ’ ର ଏକ ଗୀତାରେ ମଧ୍ୟ ଅଭିନୟ କରିଥିଲେ । ଏହି ଫିଲ୍ମରେ ଅଭିନେତ୍ରୀ ଜୁହି ଚାୱଲା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଏହା ବ୍ଯତୀତ ମିଷ୍ଟିଙ୍କୁ କିଛି ଆଇଟମ ନମ୍ବରରେ ମଧ୍ୟ ଜବରଦସ୍ତ ଡ୍ୟାନ୍ସ କରୁଥବର ଦେଖିବାକୁ ମିଳିଥିଲା । ତେବେ ହିନ୍ଦୀ ବ୍ଯତୀତ ମିଷ୍ଟି ବଙ୍ଗାଳୀ ଏବଂ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଖବର ଅନୁସାରେ ଦିନେ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କୁ ମୁମ୍ବାଇ ପୋଲିସ ଦେ-ହ ବେପାର କରୁଥିବା କେ-ସ-ରେ ହୋଟେଲ ରୁମ ରୁ ଗି-ର-ଫ କରିଥିଲା ।

ତେବେ କିଟୋ ଡାଏଟ ଏକ ହାଇ ଫ୍ୟାଟ, ମୋଡରେଟ ପ୍ରୋଟିନ ଏବଂ ଲୋ କାର୍ବ ଡାଏଟ ଯାହା ଶରୀରର ଓଜନ ହ୍ରାସ କରିବା ପାଇଁ କରାଯାଏ । ଏହି ହାଇ ଫ୍ୟାଟ ଲୁଜ ଡାଏଟ ଅନେକ ମାତ୍ରାରେ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥିବା ବେଳେ ଅନେକ ସମୟରେ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡୁଥିବାର ମଧ୍ୟ ଦେଖିବାକୁ ମିଳେ । ବିଶେଷ କରି ଯଦି ଦୀର୍ଘ ସମୟ ଧରି ଏହି ଡାଏଟ ଫଲୋ କରାଯାଏ ତେବେ । ଏହି ଡାଏଟ ଆପଣଙ୍କ କିଡନୀ ଉପରେ ଚାପ ପକାଇ ପାରେ ।

ଯାହା ଫଳରେ କିଡନୀରେ ଷ୍ଟୋନ ହେବା ଓ କିଡନୀ ଫେଲ ହେବା ଭଳି ସମସ୍ଯା ମଧ୍ୟ ଉପୁଜି ପାରେ । ହେଲଥ ଏକ୍ସପର୍ଟ ମାନେ କୁହନ୍ତି କିଟୋ ଡାଏଟ ୪୫ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ କରିବା ଉଚିତ । ନଚେତ ଆପଣଙ୍କ ଶରୀରରେ ଅନ୍ୟ ସମସ୍ଯାମାନ ଦେଖା ଦେଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।