ଜୀବନ ନେଇଥାନ୍ତା କାଢ଼ୁଆ ପୋଲିସ ! ପୋଲିସକୁ ଚମ୍ପଟ ମାରି ପଳେଇବା ବେଳେ ଲାଠି ମାଡରେ ଗଳି ପଡିଲେ, ଆଉ ତା’ପରେ ଯାହା ହେଲା ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ Video

ଗୋଟିଏ ବାଇକରେ ତିନି ଜଣ ବସି ଦ୍ରୁତଗତିରେ ଯାଉଥିଲେ । ମୁଣ୍ଡରେ ହେଲମେଟ ବି ନଥିଲା । ହେଲେ ଛକରେ ଜଗିଥିଲା ପୋ-ଲି-ସ । ପୋ-ଲି-ସ ଦେଖି ଟ୍ରାଫିକ ନି-ୟ-ମ ଭା-ଙ୍ଗି ମା-ଡି ଯାଉଥିଲେ । ଆଉ ତା’ପରେ ଯାହା ହେଲା ଆପଣ ଏହି ଭି-ଡି-ଓ-ରେ ଦେଖି ପାରୁଥିବେ । ଟ୍ରାଫିକ ନି-ୟ-ମ ଭା-ଙ୍ଗି-ବା ଏମାନଙ୍କ ପାଇଁ ମ-ହ-ଙ୍ଗା ପଡିଲା । ପୋ-ଲି-ସ ସେମାନଙ୍କୁ ଅଟକାଇବା ବେଳେ ଚ-ମ୍ପ-ଟ ମା-ରି-ବା-କୁ ବସିଥିଲେ । ହେଲେ ପୋ-ଲି-ସ ମା-ଡ-ରେ ବାଇକରୁ ଖସି ପଡିଲେ । ଏହି ଘ-ଟ-ଣା-ର ଭି-ଡି-ଓ ଏବ ଖୁବ ଭା-ଇ-ରା-ଲ ହେଉଛି ।

ରବିବାର ଦିନ ସନ୍ଧ୍ୟାରେ ଗୋସାଣି ନୂଆଗାଁ ଓଭରବ୍ରିଜ ନିକଟରେ ଟ୍ରାଫିକ ନିୟମ ଉ-ଲ୍ଲଂ-ଘ-ନ-କା-ରୀଙ୍କୁ ଅଟକାଉଥିଲା ପୋ-ଲି-ସ । ଆଉ ଜୋ-ରି-ମା-ନା ବି ଆଦାୟ କରୁଥିଲା । ଏହି ସମୟରେ ଏକ ବାଇକରେ ତିନି ଜଣ ଯାଉଥିବା ବେଳେ ପୋ-ଲି-ସ କର୍ମଚାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ଚ-କ-ମା ଦେଇ ବାଇକରେ ବସିଥିବା ଯୁବକ ତିନି ଜଣ ଖସି ପଲାଉଥିଲେ ।

ହେଲେ ସାଧା ପୋଷାକରେ ଛ-କି ରହିଥିବା ଜଣେ ପୋ-ଲି-ସ କର୍ମଚାରୀ ତାଙ୍କୁ ପଛ ପ-ଟୁ ଲା-ଠି-ରେ ପକାଇଥିଲେ ଏକ ପା-ହା-ର । ଫଳରେ ନି-ୟ-ନ୍ତ୍ର-ଣ ହରାଇ ସେମାନେ ଚଳନ୍ତା ବାଇକରୁ ଖସି ପଡିଥିଲେ । ଗୁ-ରୁ-ତ-ର ଆ-ହ-ତ ହୋଇଥିବା ସେହି ତିନି ଜଣ ଯୁବକଙ୍କୁ ଏବେ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆମେ କହୁନୁ ବିନା ହେଲମେଟରେ ଦୁଇ ଚକିଆ ଯାନରେ ତିନି ଜଣ ଲେଖାଏଁ ବସି ବୁଲିବା ଠିକ କିମ୍ବା ଟ୍ରାଫିକ ନିୟମ ନମାନି ଚ-ମ୍ପ-ଟ ମା-ରି-ବା ବି ଠିକ ।

କିନ୍ତୁ ଚଳନ୍ତା ଗାଡି ଦ୍ରୁତ ଗତିରେ ଯାଉଥିବା ବେଳେ ଗାଡିରେ ଥିବା ଲୋକଙ୍କୁ ଲା-ଠି-ରେ ପି-ଟି-ବା ବି ଯୁ-କ୍ତି-ଯୁ-କ୍ତ ନୁହେଁ । ଏଠାରେ ପୋ-ଲି-ସ-ର ବ୍ୟବହାରକୁ ନେଇ ଉଠୁଛି ପ୍ରଶ୍ନ । ନି-ୟ-ମ ମାନୁ ନଥିବା ଲୋକଙ୍କୁ ଅ-ଟ-କା-ଇ-ବା ପାଇଁ ପୋ-ଲି-ସ ଏଭଳି ଆ-ଚ-ର-ଣ କରିବା କଣ ଠିକ ? ବାଇକରେ ଯାଉଥିବା ଏହି ତିନି ଯୁବକଙ୍କୁ ଯଦି ପୋ-ଲି-ସ ଏଭଳି ଅଟକାଇ ନଥାନ୍ତା ତେବେ ଏହି ଦୁ-ର୍ଘ-ଟ-ଣା-କୁ ଏଡାଇ ଯାଇ ହୋଇଥାନ୍ତା ।

ତେବେ ଏହି ଘ-ଟ-ଣା-କୁ ନେଇ ଅତିରିକ୍ତ ତ-ଦ-ନ୍ତ ଜାରି ରହିଥିବା ନେଇ କହିଛନ୍ତି ବ୍ରହ୍ମପୁର ଏସପି । ଯଦି କୌଣସି ପୋ-ଲି-ସ କର୍ମଚାରୀ ଜାଣିଶୁଣି ଏଭଳି କରିଛନ୍ତି ତେବେ ତାଙ୍କ ବି-ରୁ-ଦ୍ଧ-ରେ କା-ର୍ଯ୍ୟା-ନୁ-ଷ୍ଠା-ନ ନିଆଯିବ ବୋଲି କହିଛନ୍ତି । ଏହା ସହ ଯୁବକ ମାନଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ମଧ୍ୟ ନଜର ରଖାଯାଇଛି ବୋଲି ସେ କହିଛନ୍ତି । ତେବେ ପୋ-ଲି-ସର ଏଭଳି କାର୍ଯ୍ୟ କେତେ କେତେ ଯୁକ୍ତିଯୁକ୍ତ ଥିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।