ଏତେ ମୋଟା ହେବା ପରେ ବି TV ଇଣ୍ଡଷ୍ଟ୍ରିରେ ନିଜର ସ୍ଵତନ୍ତ୍ର ପରିଚୟ ରଖି ପାରିଛନ୍ତି ଏହି ୫ଟି ଅଭିନେତ୍ରୀ

ଗ୍ଲାମର ଦୁନିଆରେ କଳାକାର ଙ୍କ ସୁନ୍ଦରତା ସହିତ ତାଙ୍କ ଫିଟନେସ ମଧ୍ୟ ବହୁତ ଜରୁରୀ ହୋଇଥାଏ । ତାଙ୍କ ଓଜନ, ସାଇଜ, ଫିଗର ତାଙ୍କୁ ନିଜ କ୍ୟାରିଅର ପାଇଁ ବହୁତ ସାହାଯ୍ୟ କରିଥାଏ । ଯେଉଁ ଅଭିନେତ୍ରୀ ଯେତେ ସ୍ଲିମ ଏବଂ ଫିଟ ହୋଇଥାନ୍ତି ତାଙ୍କ ସକ୍ସେସ ରେଟ ସେତେ ଅଧିକ ରହିଥାଏ । କିନ୍ତୁ ପ୍ଲସ ସାଇଜ ଅଭିନେତ୍ରୀ ମାନେ ଟ୍ୟାଲେନ୍ତେଡ ହେବ ସତ୍ବେ ମଧ୍ୟ ଏତେ ସହଜରେ ସଫଳତା ମିଳିପାରେ ନାହିଁ ।

ସେମାନଙ୍କ ଫିଗର ଏବଂ ସାଇଜ କୁ ନେଇ ମଜାକ ମଧ୍ୟ କରାଯାଏ । କିନ୍ତୁ ଛୋଟ ପରଦାରେ କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯିଏ ପ୍ଲସ ସାଇଜ ହେବା ପରେ ମଧ୍ୟ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି । ଆଜି ଆମେ ସେହି ଅଭିନେତ୍ରୀ ମାନଙ୍କୁ ବିଷୟରେ ଜାଣିବା । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଭାରତୀ ସିଂ :- ଇଣ୍ଡଷ୍ଟ୍ରି ର ବେଷ୍ଟ କମେଡିଆନ ଙ୍କ ଭିତରୁ ଜଣେ ଅଟନ୍ତି ଭାରତୀ । ମୋଟା ହେବା ସତ୍ତ୍ଵେ ମଧ୍ୟ ନିଜ ଫିଗର କୁ ନିଜ କ୍ୟାରିୟର ଭିତରେ ଛିଡ଼ା ହେବାକୁ ଦେଇନାହାନ୍ତି ଭାରତୀ । ନିଜ ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟରେ ରାଜ କରିଛନ୍ତି ଭାରତୀ ।

ଅଞ୍ଜୁଲି ଆନନ୍ଦ:- ଷ୍ଟାର ପ୍ଲସ ରେ ଆସୁଥିବା ଶୋ ଢାଇ କିଲୋ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଶୋ ଅଧିକ ଓଜନ କୁ ନେଇ ଥିଲା । ଏହି ଶୋ ରେ ନିଜର ଦମଦାର ଅଭିନୟ ଦେଖାଇ ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି ଙ୍କୁ ଅଞ୍ଜୁଲ । ନିଜ ଅଭିନୟ କ୍ୟାରିଅର ରେ ସେ ଆଗକୁ ବଢ଼ିଚାଲିଛନ୍ତି ଏବଂ ସମସ୍ତଙ୍କୁ ନିଜ ଅଭିନୟ ଦ୍ଵାରା ନିଜ ଆଡକୁ ଟାଣି ଆଣିଛନ୍ତି ।

ଡେଲନା ଇରାନି :- ଡେଲନା ନିଜ ଅଭିନୟ ଦ୍ଵାରା ସବୁବେଳେ ସମସ୍ତଙ୍କ ହୃଦୟ କିନିଛନ୍ତି । ଡେଲନା ପ୍ଲସ ସାଇଜ ହେଲେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର । ନିଜ ଅଭିନୟ ଦ୍ଵାରା ସଫଳତା ହାସଲ କରିଛନ୍ତି ଡେଲନା ।

ଅକ୍ଷରା ନାୟକ :- ଘରେ ଘରେ ପ୍ରସିଦ୍ଧ ଅଟନ୍ତି ଅକ୍ଷରା ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ଦିୱାନା କରିଛନ୍ତି । ପ୍ଲସ ସାଇଜ ହେଲେ ମଧ୍ୟ ସେ ନିଜର ଆକ୍ଟିଂ ଟ୍ୟାଲେଣ୍ଟ କୁ ପଛରେ ଛାଡ଼ିନାହାନ୍ତି । ସେ ନିଜର ସାଇଜ କୁ ନେଇ କେବେ ମଧ୍ୟ ଦୁଃଖୀ ହୁଅନ୍ତି ନାହିଁ ।

ଚାନ୍ଦିନୀ ଭବନାନୀ :- ସୁନ୍ଦରତା ସହିତ ଟ୍ୟାଲେଣ୍ଟେଡ ଅଟନ୍ତି ଚାନ୍ଦିନୀ । ସେ ନିଜର ଅଭିନୟ ପାଇଁ ବହୁତ ପ୍ରସିଦ୍ଧ । ସେ ବହୁତ ଫିଲ୍ମ ଏବଂ ସିରିଏଲ କରିଛନ୍ତି । ସେ ଏବେ ନିଜର ଓଜନ କମ କରିଛନ୍ତି । କିନ୍ତୁ ସେ ସବୁବେଳେ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣିଥାନ୍ତି ।

ତେବେ ଆପଣଙ୍କୁ ସବୁଠୁ କିଏ ବେଶି ପସନ୍ଦ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।