କାଜଲ ଅଗ୍ରୱାଲଙ୍କ ସାନ ଭଉଣୀ ଅଟନ୍ତି ଏତେ ହଟ, ଦେଖିଲେ ଆପଣ ହୃଦୟ ଦେଇ ବସିବେ

ନିଜର ସୁନ୍ଦର ଚେହେରା ଓ ଭଲ ଅଭିନୟ ଦମରେ ସାଉଥ ଇଣ୍ଡଷ୍ଟ୍ରିରୁ ନେଇ ବଲୀଉଡ ଇଣ୍ଡଷ୍ଟ୍ରିରେ ହଙ୍ଗାମା କରିସାରିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ଆଜି କୌଣସି ପରିଚୟର ମହୋତାଜ ନୁହନ୍ତି । ସେ ୨୦୦୪ରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଏହା ପରେ ସେ ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ବହୁତ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କାଜଲଙ୍କ ସାନ ଭଉଣୀଙ୍କ ବିଷୟରେ

କହିବାକୁ ଯାଉଛୁ, ଯାହାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କାଜଲଙ୍କ ସାନ ଭଉଣୀର ନାମ ନିଶା ଅଗ୍ରୱାଲ ଅଟେ । ଯାହାଙ୍କର ଫଟୋ ଦେଖି ଲୋକଙ୍କୁ କାଜୋଲଙ୍କ ଚେହେରା ମାନେ ପଡିଯାଏ । ଏମିତିରେ ସୋସିଆଲ ମିଡିଆ ୟୁଜରମାନଙ୍କର କହିବା ଅଟେ କି ନିଶା ନିଜ ଭଉଣୀ କାଜଲଙ୍କ ଠାରୁ ବି ଅଧିକ ସୁନ୍ଦର ଅଟନ୍ତି । କହିଦେଉଛୁ କି କାଜଲଙ୍କ ଭଉଣୀ ନିଶା ବି ସାଉଥ ଫିଲ୍ମରେ କାମ କରିସାରିଛନ୍ତି ।

କିନ୍ତୁ ନିଶାଙ୍କର ବିବାହ ପରେ ସେ ଫିଲ୍ମ ଦୁନିଆକୁ ବିଦାୟ କହିଦେଲେ । ସୋସିଆଲ ମିଡିଆରେ କୁହାଯାଉଛି କି ଯଦି ଏହି ଦୁଇ ଭଉଣୀ ଏକା ସହିତ ଫିଲ୍ମରେ ଆସିବେ ତେବେ ଏମାନେ ପୁରା ଇଣ୍ଡଷ୍ଟ୍ରିରେ ରାଜ କରି ପାରନ୍ତି । କହିବାକୁ ଗଲେ ନିଶାଙ୍କର ଫିଲ୍ମ କ୍ୟାରିୟର ଏତେ ଖାସ ନ ଥିଲା ।

ନିଶା ତିନୋଟି ଫିଲ୍ମରେ କାମ କରିଛନ୍ତି । ଏହା ପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । କିନ୍ତୁ କାଜଲ ଅଗ୍ରୱାଲ ଆଜି ବି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ଓ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଫେମସ ଅଭିନେତ୍ରୀ ଅଟନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।