ଏହି ମହିଳା ବିଧାୟକ ଆଗରେ ଫେଲ ମାରିବେ ବଲୀଉଡ ଆକଟ୍ରେସ୍, ସୋସିୟାଲ ମିଡିୟାରେ ହେଉଛି ତାଙ୍କର ଚର୍ଚା, ଦେଖନ୍ତୁ

ଗୋଟିଏ ଜମାନା ଥିଲା ଯେତେବେଳେ ସୁନ୍ଦରତା ଏବଂ ଗ୍ଲୈମର ଅର୍ଥ କେବଳ ବଲୀଉଡ ଅଭିନେତ୍ରୀମାନେ ହିଁ ଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ ଶିକ୍ଷୟତ୍ରି ହେଉ, କୌଣସି ସାଧାରଣ ଅଫିସର ହେଉ କିମ୍ବା କୌଣସି ରାଜନୀତିଜ୍ଞ ମହିଳା ସମସ୍ତେ ନିଜକୁ ମେଂନଟେନ ରଖି ସୁନ୍ଦର ନଜର ଆସିଥାନ୍ତି । କିଛି ଏହିଭଳି ଏକ ମହିଳା ରାଜନୀତିଜ୍ଞରେ ଦେଖା ଯାଉଛନ୍ତି । ଏହି ମହିଳା ବିଧାୟକଙ୍କ ଆଗରେ ବଲୀଉଡ ଅଭିନେତ୍ରୀମାନେ ବି ଫେଲ ଅଟନ୍ତି । ଚାଲନ୍ତୁ କହିଦେଉଛୁ ତାଙ୍କ ବିଷୟରେ ।

ଏହି ମହିଳା ବିଧାୟକ ଆଗରେ ଫେଲ ଅଟନ୍ତି ବଲୀଉଡ ଅଭିନେତ୍ରୀମାନେ

ଯେଉଁ ମହିଳାଙ୍କର ଫଟୋ ଆପଣ ଦେଖୁଛନ୍ତି ସେ ଆଜିକାଲି ସୋସିୟାଲ ମିଡିୟା ବହୁତ ଚର୍ଚାରେ ଅଛନ୍ତି । ଏହି ସୁନ୍ଦର ମହିଳା ବିଧାୟକଙ୍କର ନାମ ନବନୀତ କୋର ରାଣା ଅଟେ । ନବନୀତ ଏନସୀପୀର ଟିକେଟରେ ଲୋକସଭା ନିର୍ବାଚନ ଲଢୁଛନ୍ତି । ଏବଂ ସେ ରାଜନୀତିକୁ ଆସିବା ପୂର୍ବରୁ ଜଣେ ମଡେଲ ଥିଲେ । ସେ ପଞ୍ଜାବୀ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ କିନ୍ତୁ ଭାଗ୍ୟ ତାଙ୍କୁ ରାଜନୀତିକୁ ନେଇ ଆସିଲା ।

ନବନୀତ କେତେକ ତେଲୁଗୁ ଫିଲ୍ମରେ ବି କାମ କରିଛନ୍ତି । ସେ ମହାରଷ୍ଟ୍ରର ବିଧାୟକ ରବି ରାଣାଙ୍କ ସହ ବିବାହ କରିଲେ ଏବଂ ଏହା ପରେ ସେ ଫିଲ୍ମ ଦୁନିଆରୁ ଦୂରେଇ ଗଲେ । ଏହା ପରେ ନବନୀତ ରାଜନୀତିକୁ ଆସିଲେ ଏବଂ ନିଜର ସୁନ୍ଦରତା କାରଣରୁ ବହୁତ ଚର୍ଚାରେ ବି ରହୁଛନ୍ତି । ନବନୀତ କୋର ନିଜର ସ୍ୱାସ୍ଥ୍ୟକୁ ନେଇ ବହୁତ ସହଜ ରୁହନ୍ତି ଏବଂ ସେ ସବୁଦିନ ଯୋଗ ମଧ୍ୟ କରିଥାନ୍ତି । ଏହା ଛଡା ବାବା ରାମଦେବଙ୍କର ବହୁତ ବଡ ଫ୍ୟାନ ବି ଅଟନ୍ତି । ଏବଂ ତାଙ୍କୁ ଦେଖା ମଧ୍ୟ କରିସାରିଛନ୍ତି ।

ନବନୀତ କୋର ବାବା ରାମଦେବଙ୍କର ପ୍ରାୟତଃ କ୍ୟାମ୍ପରେ ଉପସ୍ଥିତ ମଧ୍ୟ ରୁହନ୍ତି । କହିବାକୁ ଗଲେ ନବନୀତ ପ୍ରଥମ ଥର ଏକ ଯୋଗ କ୍ୟାମ୍ଫରେ ରବି ରାଣାଙ୍କୁ ଦେଖିଥିଲେ । ଏହା ପରେ ଯେତେ ଦିନ ପର୍ଯ୍ୟନ୍ତ କ୍ୟାମ୍ଫ ମୁମ୍ବାଇରେ ଚାଲିଥିଲା ସେହି ଦିନ ମଧ୍ୟରେ ଏମାନେ ଭଲ ବନ୍ଧୁ ହୋଇଯାଇଥିଲେ । ଏହା ପରେ ରବି ରାଣା କ୍ୟାମ୍ଫର ଶେଷ ହେବାର ଦୁଇ ଦିନ ପୂର୍ବେ ନବନୀତକୁ ପ୍ରପୋଜ କରିଥିଲେ ।

ଏବଂ ନବନୀତ ବି ଏଥିରେ ସହମତି ଦେଇଥିଲେ । ଏହା ପରେ ଦୁଇ ଜଣ ବିବାହ କରିଥିଲେ । ଯେତେବେଳେ ଦୁଇ ଜଣ ବାବା ରାମଦେବଙ୍କର ଆଶୀର୍ବାଦ ନେବା ପାଇଁ ଯାଇଥିଲେ ସେତେବେଳେ ଏମାନଙ୍କର କାହାଣୀ ଶୁଣି ବାବା ରାମଦେବ ବହୁତ ଖୁସି ମଧ୍ୟ ହୋଇଥିଲେ ।