ପୂରାପୂରି ଐଶ୍ୱର୍ୟା ରାୟଙ୍କ ଭଳି ଦେଖା ଯାଆନ୍ତି ଏହି ଝିଅ, ତାଙ୍କୁ ଦେଖିଲେ ସ୍ଵାମୀ ଅଭିଷେକ ବି ଖାଇଯିବେ ଧୋକା, ଦେଖନ୍ତୁ

ଅନ୍ୟମାନଙ୍କୁ ପଢିବାର ସୁଯୋଗ ଦିଅନ୍ତୁ

ଦୁନିଆରେ ଆପଣଙ୍କୁ ବହୁତ ଏମିତି ଲୋକ ମିଳିଯିବେ ଯେଉଁମାନଙ୍କ ଚେହେରା ପରସ୍ପରଙ୍କ ସହ ମିଶିଥାଏ । ବିଜ୍ଞାନର ବି ଏହି କହିବା ଅଟେ କି ଦୁନିଆରେ ଗୋଟିଏ ମଣିଷ ଭଳି ଦେଖାଯାଉଥିବା ବହୁତ ଲୋକ ଅଛନ୍ତି । ଯଦି ଆପଣଙ୍କୁ ବିଶ୍ଵାସ ହେଉ ନାହିଁ ତେବେ ଆମେ ଆପଣଙ୍କୁ ଆଜି ଏମତି ଏକ ଫଟୋ ଦେଖାଇବୁ ଯାହାକୁ ଦେଖିବା ପରେ ଆପଣଙ୍କର ବି ଏହି କଥା ଉପରେ ବିଶ୍ଵାସ ହୋଇଯିବ ।

କହିବାକୁ ଗଲେ ଐଶ୍ୱର୍ୟା ରାୟଙ୍କୁ ସମସ୍ତେ ଜାଣିଛନ୍ତି । ଐଶ୍ୱର୍ୟା ରାୟଙ୍କ ଭଳି ଦେଖା ଯାଉଥିବା ଅଭିନେତ୍ରୀ ସ୍ନେହା ଉଲ୍ଲାଲ ସଲମାନ ଖାନଙ୍କ ସହିତ ଫିଲ୍ମ ‘ଲକି’ରେ କାମ କରିଥିଲେ । କିନ୍ତୁ ଆଜି ଯେଉଁ ମଡେଲଙ୍କର ଫଟୋ ଆମେ ଦେଖାଇବାକୁ ଯାଉଛୁ ଏହା ପରେ ଆପଣ ଐଶ୍ୱର୍ୟା ରାୟ ଏବଂ ଏହି ମଡେଲ  ମଧ୍ୟରେ ପାର୍ଥକ୍ୟ କରି ପାରିବେ ନାହିଁ । ୨୮ ବର୍ଷର ମଡେଲ ମହଲାଘା ଏତେ ସୁନ୍ଦର ଅଟନ୍ତି ଲୋକମାନେ ତାଙ୍କର ତୁଳନା ଐଶ୍ୱର୍ୟା ରାୟଙ୍କ ସହିତ କରନ୍ତି ।

କିଏ ଅଟନ୍ତି ମହଲାଘା ଜବେରୀ ?

ମହଲାଘା ଜବେରୀଙ୍କର ଜନ୍ମ ୧୭ ଜୁନ ୧୯୮୯ରେ ଈରାନର ସହରରେ ହୋଇଥିଲା । ସେ ସୋସିୟାଲ ମିଡିୟାରେ ବହୁତ ଏକ୍ଟିବ ରୁହନ୍ତି । ତାଙ୍କର ଇଂସ୍ଟାଗ୍ରାମ ଅକାଉଂଟରେ ପାଖାପାଖି ୨୩ ଲକ୍ଷ ଫଲୋଅର୍ସ ଅଛନ୍ତି । ନିଜର ମଡେଲିଙ୍ଗ କ୍ୟାରିୟର କାରଣରୁ ମହଲାଘାଙ୍କୁ ଈରାନ ଛାଡି ଆମେରିକାର ସୈନ ଡିଏଗୋ ସହରରେ ଶିଫ୍ଟ ହେବାକୁ ପଡିଲା । ୫ ଫୁଟ ୮ ଇଞ୍ଚର ମଡେଲ ଆଜିକାଲି ଫ୍ୟାସନ ଡିାଜାଇନର୍ସଙ୍କର ପ୍ରଥମ ପସନ୍ଦ ହୋଇଯାଇଛନ୍ତି ।

ଏହି ଜିନିଷ ପ୍ରତି ଇଚ୍ଛା ରଖନ୍ତି ମହଲାଘା

ମହଲାଘା ମଡେଲିଙ୍ଗ ଛଡା ଖାଲି ସମୟର ଘୋଡାର ସବାରି ଏବଂ ସପିଙ୍ଗ କରିବାକୁ ଭଲ ପାଆନ୍ତି । ଏହା ଛଡା ସେ ଫିଲ୍ମ ଦେଖିବାକୁ ବି ପସନ୍ଦ କରନ୍ତି । ତାଙ୍କୁ ଇଂଗ୍ଲିଶ ରୋମାଣ୍ଟିକ ଏବଂ ସାଇନ୍ସ ଫିକ୍ଶନ ଫିଲ୍ମ ଦେଖିଆବାକୁ ଭଲ ଲାଗେ ।

ଏହି କାରଣରୁ ଚର୍ଚାରେ ଥିଲେ

ସୋସିୟାଲ ମିଡିୟାରେ ମହଲାଘା ୨୦୦୯ରେ ଆସିଥିଲେ ଏବଂ ଏହା ପର ଠାରୁ ହିଁ ସେ ରାଜନୀତି ଉପରେ ନିଜର ବୟାନ ଦେଇ ସବୁବେଳେ ଚର୍ଚାରେ ରୁହନ୍ତି । ଥରେ ସେ ଟ୍ୱୀଟରରେ ଲେଖିଥିଲେ କି, “ ଯଦି ଈରାନରେ ଈରାନୀ ସରକାରଙ୍କୁ ଲୋକମାନଙ୍କର ଭୋଟ ଦ୍ଵାରା ଫରକ ପଡୁଛି ତେବେ ସରକାର କାହାକୁ ବି ଭୋଟ ଦେବାକୁ ଦିଅନ୍ତି ନାହିଁ ।‘ ତାଙ୍କ ଦ୍ଵାରା କରାଯାଇଥିବା ଏହି ଟ୍ୱୀଟ ପରେ ସେ ବହୁ ଦିନ ପର୍ଯ୍ୟନ୍ତ ଚର୍ଚାରେ ରହିଥିଲେ । ଆପଣ ବି ଦେଖନ୍ତୁ ତାଙ୍କର କିଛି ଫଟୋ ।


ଅନ୍ୟମାନଙ୍କୁ ପଢିବାର ସୁଯୋଗ ଦିଅନ୍ତୁ

Reply