ପୂରାପୂରି ଐଶ୍ୱର୍ୟା ରାୟଙ୍କ ଭଳି ଦେଖା ଯାଆନ୍ତି ଏହି ଝିଅ, ତାଙ୍କୁ ଦେଖିଲେ ସ୍ଵାମୀ ଅଭିଷେକ ବି ଖାଇଯିବେ ଧୋକା, ଦେଖନ୍ତୁ

ଦୁନିଆରେ ଆପଣଙ୍କୁ ବହୁତ ଏମିତି ଲୋକ ମିଳିଯିବେ ଯେଉଁମାନଙ୍କ ଚେହେରା ପରସ୍ପରଙ୍କ ସହ ମିଶିଥାଏ । ବିଜ୍ଞାନର ବି ଏହି କହିବା ଅଟେ କି ଦୁନିଆରେ ଗୋଟିଏ ମଣିଷ ଭଳି ଦେଖାଯାଉଥିବା ବହୁତ ଲୋକ ଅଛନ୍ତି । ଯଦି ଆପଣଙ୍କୁ ବିଶ୍ଵାସ ହେଉ ନାହିଁ ତେବେ ଆମେ ଆପଣଙ୍କୁ ଆଜି ଏମତି ଏକ ଫଟୋ ଦେଖାଇବୁ ଯାହାକୁ ଦେଖିବା ପରେ ଆପଣଙ୍କର ବି ଏହି କଥା ଉପରେ ବିଶ୍ଵାସ ହୋଇଯିବ ।

କହିବାକୁ ଗଲେ ଐଶ୍ୱର୍ୟା ରାୟଙ୍କୁ ସମସ୍ତେ ଜାଣିଛନ୍ତି । ଐଶ୍ୱର୍ୟା ରାୟଙ୍କ ଭଳି ଦେଖା ଯାଉଥିବା ଅଭିନେତ୍ରୀ ସ୍ନେହା ଉଲ୍ଲାଲ ସଲମାନ ଖାନଙ୍କ ସହିତ ଫିଲ୍ମ ‘ଲକି’ରେ କାମ କରିଥିଲେ । କିନ୍ତୁ ଆଜି ଯେଉଁ ମଡେଲଙ୍କର ଫଟୋ ଆମେ ଦେଖାଇବାକୁ ଯାଉଛୁ ଏହା ପରେ ଆପଣ ଐଶ୍ୱର୍ୟା ରାୟ ଏବଂ ଏହି ମଡେଲ  ମଧ୍ୟରେ ପାର୍ଥକ୍ୟ କରି ପାରିବେ ନାହିଁ । ୨୮ ବର୍ଷର ମଡେଲ ମହଲାଘା ଏତେ ସୁନ୍ଦର ଅଟନ୍ତି ଲୋକମାନେ ତାଙ୍କର ତୁଳନା ଐଶ୍ୱର୍ୟା ରାୟଙ୍କ ସହିତ କରନ୍ତି ।

କିଏ ଅଟନ୍ତି ମହଲାଘା ଜବେରୀ ?

ମହଲାଘା ଜବେରୀଙ୍କର ଜନ୍ମ ୧୭ ଜୁନ ୧୯୮୯ରେ ଈରାନର ସହରରେ ହୋଇଥିଲା । ସେ ସୋସିୟାଲ ମିଡିୟାରେ ବହୁତ ଏକ୍ଟିବ ରୁହନ୍ତି । ତାଙ୍କର ଇଂସ୍ଟାଗ୍ରାମ ଅକାଉଂଟରେ ପାଖାପାଖି ୨୩ ଲକ୍ଷ ଫଲୋଅର୍ସ ଅଛନ୍ତି । ନିଜର ମଡେଲିଙ୍ଗ କ୍ୟାରିୟର କାରଣରୁ ମହଲାଘାଙ୍କୁ ଈରାନ ଛାଡି ଆମେରିକାର ସୈନ ଡିଏଗୋ ସହରରେ ଶିଫ୍ଟ ହେବାକୁ ପଡିଲା । ୫ ଫୁଟ ୮ ଇଞ୍ଚର ମଡେଲ ଆଜିକାଲି ଫ୍ୟାସନ ଡିାଜାଇନର୍ସଙ୍କର ପ୍ରଥମ ପସନ୍ଦ ହୋଇଯାଇଛନ୍ତି ।

ଏହି ଜିନିଷ ପ୍ରତି ଇଚ୍ଛା ରଖନ୍ତି ମହଲାଘା

ମହଲାଘା ମଡେଲିଙ୍ଗ ଛଡା ଖାଲି ସମୟର ଘୋଡାର ସବାରି ଏବଂ ସପିଙ୍ଗ କରିବାକୁ ଭଲ ପାଆନ୍ତି । ଏହା ଛଡା ସେ ଫିଲ୍ମ ଦେଖିବାକୁ ବି ପସନ୍ଦ କରନ୍ତି । ତାଙ୍କୁ ଇଂଗ୍ଲିଶ ରୋମାଣ୍ଟିକ ଏବଂ ସାଇନ୍ସ ଫିକ୍ଶନ ଫିଲ୍ମ ଦେଖିଆବାକୁ ଭଲ ଲାଗେ ।

ଏହି କାରଣରୁ ଚର୍ଚାରେ ଥିଲେ

ସୋସିୟାଲ ମିଡିୟାରେ ମହଲାଘା ୨୦୦୯ରେ ଆସିଥିଲେ ଏବଂ ଏହା ପର ଠାରୁ ହିଁ ସେ ରାଜନୀତି ଉପରେ ନିଜର ବୟାନ ଦେଇ ସବୁବେଳେ ଚର୍ଚାରେ ରୁହନ୍ତି । ଥରେ ସେ ଟ୍ୱୀଟରରେ ଲେଖିଥିଲେ କି, “ ଯଦି ଈରାନରେ ଈରାନୀ ସରକାରଙ୍କୁ ଲୋକମାନଙ୍କର ଭୋଟ ଦ୍ଵାରା ଫରକ ପଡୁଛି ତେବେ ସରକାର କାହାକୁ ବି ଭୋଟ ଦେବାକୁ ଦିଅନ୍ତି ନାହିଁ ।‘ ତାଙ୍କ ଦ୍ଵାରା କରାଯାଇଥିବା ଏହି ଟ୍ୱୀଟ ପରେ ସେ ବହୁ ଦିନ ପର୍ଯ୍ୟନ୍ତ ଚର୍ଚାରେ ରହିଥିଲେ । ଆପଣ ବି ଦେଖନ୍ତୁ ତାଙ୍କର କିଛି ଫଟୋ ।