7 ବର୍ଷ ପୂର୍ବେ ସିରିଏଲ ସପନେ ସୁହାନେ ଲଡ଼କପନ ରେ ସିଧା ସାଧା ଦେଖା ଯାଉଥିବା ଏହି ହିରୋଇନ ଆଜି ଦେଖା ଯାଉଛି ବହୁତ ହଟ ଓ ସୁନ୍ଦର

ସିରିଏଲ ସପନେ ସୁହାନେ ଲଡ଼କ ପନ କେ ରେ ଦୁଇଟି ଭଉଣୀଙ୍କ ବିଷୟରେ ଦେଖା ଯାଇଥିଲା । ସେଥିରେ ଜଣେ ବହୁତ ସାଧାରଣ ହୋଇଥିବା ବେଳେ ଅନ୍ୟ ଜଣେ ବହୁତ ଚାଲାଖ ହୋଇଥାନ୍ତି । ସେଥିପାଇଁ ଦର୍ଶକ ମାନେ ଏହାକୁ ବହୁତ ପସନ୍ଦ କରିଥିଲେ । ସେଥିରେ ରଚନା ଓ ଗୁଞ୍ଜନଙ୍କ କାହାଣୀକୁ ଦେଖାଯାଇଥିଲା । ସେଥିରେ ରଚନାଙ୍କ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ଅସଲି ନାଁ ହେଉଛି ମହିମା ମକୱାନ ଅଟେ ।

ସେ ୫ ଅଗଷ୍ଟ ୧୯୯୯ ମସିହାରେ ମୁମ୍ବାଇ ରେ ଜନ୍ମ ହୋଇଥିଲେ । ସେ ତାଙ୍କର କ୍ୟାରିଅରର ଆରମ୍ଭ ସିରିଏଲ ବାଳିକା ବଧୁରୁ କରିଥିଲେ । ସେ ସେଥିରେ ଗୌରୀ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତି ନେଇଥିଲେ ।

ଏହା ପରେ ତାଙ୍କୁ ଟିଭି ସିରିଏଲ ସଵାରୀ ସବକେ ସପନେ ପ୍ରିତୋ ରେ ଦେଖା ଯାଇଥିଲା । ଏହି ସିରିଏଲରେ ତାଙ୍କର ବହୁତ ଭଲ ଅଭିନୟ କାରଣରୁ ତାଙ୍କୁ ସିରିଏଲ ସପନେ ସୁହାନେ ଲଡ଼କ ପନ କେ ରେ ମୁଖ୍ୟ ଭୁମିକାରେ ଅଭନୟ କରିବାକୁ ଦିଆ ଯାଇଥିଲା । ଏହି ସିରିଏଲରେ ତାଙ୍କୁ ବହୁତ ଲୋକପ୍ରିୟତା ହାସଲ ହୋଇଥିଲା ।

ସେ ତାଙ୍କର ଏହି ସିରିଏଲକୁ ବହୁତ ଆନନ୍ଦ ଓ ଆଗ୍ରହ ସହକାରେ କରିଥିଲେ । ସେ ଏହି ସିରିଏଲରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି ସିରିଏଲ ସେହି ସମୟର ସବୁଠୁ ଲୋକପ୍ରିୟ ସିରିଏଲ ମଧ୍ୟରୁ ଗୋଟିଏ ଅଟେ । ଏହି ସିରିଏଲ ସେହି ସମୟରେ ଘରେ ଘରେ ଲୋକପ୍ରିୟତା ହାସଲ କରିଥିଲା । ଏହା ସହିତ ମହିମା ମକବାନ ବି ଘରେ ଘରେ ଫେମସ ହୋଇଗଲେ ।

ସେହିଭଳି ସେହି ସିରିଏଲରେ ଗୁଞ୍ଜନ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ନାମ ହେଲା ରୂପଲ ତ୍ୟାଗୀ । ସେ ଦୁହିଁଙ୍କୁ ସିରିଏଲରେ ବହୁତ ପସନ୍ଦ କରାଯାଇଥିଲା । ଏହା ପରେ ସେ ମହିମା , ଦିଲ କି ବାତ ଦିଲ ହି ଜାନେ ଓ ହମାରି ଅଧୁରୀ କହାନୀ ସିରିଏଲରେ କାମ କରି ସାରିଛନ୍ତି । ଏହା ପରେ ସେ କିଛି ଦିନପାଇଁ ଟିଭି ଇଣ୍ଡଷ୍ଟ୍ରିରୁ ଦୁରେଇ ଗଲେ ।

କିନ୍ତି ସେ ଆଜି ବହୁତ ସୁନ୍ଦର ଓ ବହୁତ ଷ୍ଟାଇଲିସ ମଧ୍ୟ ଦେଖାଯାଉଛନ୍ତି । ଏହି କିଛିଦିନ ତଳେ ତାଙ୍କୁ ଏକ ମ୍ୟୁଜିକ ଆଲବମରେ ଦେଖାଯାଇଥିଲା ତାଙ୍କୁ ଦର୍ଶକ ମାନେ ବହୁତ ଭଲପାଇବା ଦେଇଥିଲେ । ତେବେ ଆପଣମାନଙ୍କୁ ଏହି ଦୁଇ ଭଉଣୀଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ଜଣାଇବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।