ଟିକେ ଭାବନ୍ତୁ ! ହିରୋ ନୁହେଁ ହିରୋଇନ ହୋଇଥିଲେ ଏହି ଷ୍ଟାରମାନେ ତେବେ କେମିତି ଦେଖା ଯାଇଥାନ୍ତେ ? ଶାହରୁଖ ଆଗରେ ତ ବହୁତ ହିରୋଇନ ହୋଇଥାନ୍ତେ ଫେଲ – ଦେଖନ୍ତୁ

ବଲୀଉଡରେ ହ୍ୟାଣ୍ଡସମ ଅଭିନେତା ଏବଂ ସୁନ୍ଦର ଅଭିନେତ୍ରୀ ବହୁତ ଅଛନ୍ତି । ସମସ୍ତଙ୍କର ନିଜର ନିଜର ପ୍ରତିଭା ଅଛି । ଫିଲ୍ମରେ ଫାଇଟ କରୁଥିବା ଅଭିନେତା ରୋମାନ୍ସ ବି କରନ୍ତି । ଏବଂ କେତେକ ଅଭିନେତା ମାନେ ଝିଅ ହୋଇ ଦର୍ଶକମାନଙ୍କୁ ମନୋରଞ୍ଜନ କରିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଖାପାଖି ସମସ୍ତ ଅଭିନେତାମାନେ କୌଣସି ନା କୌଣସି ଫିଲ୍ମରେ ମହିଳାର ଅଭିନୟ କରିଛନ୍ତି । କିନ୍ତୁ ଟିକେ ଭାବନ୍ତୁ ।

ହିରୋ ନୁହେଁ ଯଦି ହିରୋଇନ ହୋଇଥାନ୍ତେ ଏହି ଷ୍ଟାରମାନେ ତେବେ କେମିତି ଦେଖାଯାଇଥାନ୍ତେ ? ସେହି ଭଳି କିଛି ଫଟୋ ନେଇ ଆମେ ଆପଣଙ୍କ ପାଖକୁ ଆସିଛୁ ।

ଟିକେ ଭାବନ୍ତୁ ! ହିରୋ ନୁହେଁ ହିରୋଇନ ହୋଇଥିଲେ ଏହି ଷ୍ଟାର ତେବେ କେମେତି ଦେଖାଯିବେ ?

ସଲମାନ ଖାନ

ବଲୀଉଡର ଦବଙ୍ଗ ସଲମାନ ଖାନଙ୍କର ଫ୍ୟାନ ଫୋଲଇଙ୍ଗ ବହୁତ ଅଧିକ ଅଟେ । କିନ୍ତୁ ଯଦି ସଲମାନ ଅସଲ ଜୀବନରେ ଝିଅ ହୋଇଥାନ୍ତେ ତେବେ ସଲମାନଙ୍କୁ ଦେଖି ସୁନ୍ଦର ଝିଅମାନେ ବି ଲଜ୍ଜିତ ହୋଇଯାଇଥାନ୍ତେ ।

ଆମିର ଖାନ

ବଲୀଉଡର ମିସ୍ଟର ପରଫେକ୍ଶନିସ୍ଟ ଆମିର ଖାନ ଫିଲ୍ମରେ ସବୁବେଳେ ନିଜର ବେସ୍ଟ ଦେଇଥାନ୍ତି । କିନ୍ତୁ ସେ ଯଦି ମହିଳା ହୋଇଥାନ୍ତେ ତେବେ କୌଣସି ବିଶ୍ଵ ସୁନ୍ଦରୀ ଠାରୁ କମ ହୋଇନଥାନ୍ତେ ।

ଶାହିଦ କପୂର

ବଲୀଉଡ ଅଭିନେତା ଶାହିଦ କପୂର ବୋଧେ କୌଣସି ଫିଲ୍ମରେ ମହିଳାର ଅଭିନୟ କରିଥାନ୍ତି । କିନ୍ତୁ ସେ ଯଦି ଅସଲ ଜୀବନରେ ଝିଅ ହୋଇଥିଲେ ତାଙ୍କ ପଛରେ ପୁଅମାନଙ୍କର ଲାଇନ ଲାଗିଥାନ୍ତା ।

ରଣବୀର କପୂର

ରକଷ୍ଟାର ରଣବୀର କପୂର ସୁନ୍ଦର ଚେହେରାରେ କୋଟି କୋଟି ଝିଅ ମରନ୍ତି କିନ୍ତୁ ଯଦି ଏହି ଫଟୋ କୌଣସି ଯୁବକ ଦେଖି ଦେବେ ତେବେ ସେ ବି ରଣବୀର କପୂରଙ୍କ ଉପରେ ମରିଯିବେ ।

ରଣବୀର ସିଂହ

ବଲୀଉଡର ସିମ୍ବା ରଣବୀର ସିଂହ ନିଜର ଅଭିନୟ ଦ୍ଵାରା ଦର୍ଶକମାନଙ୍କୁ ମନୋରଞ୍ଜନ କରିଛନ୍ତି । କିନ୍ତୁ ସେ ଯଦି ଝିଅ ହୋଇଥାନ୍ତେ ତେବେ କାହାର ବି ହୃଦୟ ତାଙ୍କ ଉପରେ ଆସିପାରେ ।

ଶାହରୁଖ ଖାନ

ବଲୀଉଡର କିଙ୍ଗ ଖାନ ଶାହରୁଖ ଖାନ ରୋମାନ୍ସର ବାଦଶାହା କୁହାଯାଏ । କିନ୍ତୁ ସେ ଯଦି ଝିଅ ହୋଇଥାନ୍ତେ ତେବେ ସେ ହଲିଉଡର ବି ଶାନ ହୋଇଥାନ୍ତେ ।