30 ଅକ୍ଟୋବରକୁ Kajal Agarwal କରିବାକୁ ଯାଉଛନ୍ତି ବିବାହ, ଦେଖନ୍ତୁ କିଏ ହେବାକୁ ଯାଉଛନ୍ତି ତାଙ୍କ ସ୍ଵାମୀ

ସାଉଥ ଇଣ୍ଡଷ୍ଟ୍ରିର ସବୁଠୁ ଅଧିକ ପପୁଳାର ଅଭିନେତ୍ରୀ କାଜଲ ଅଗ୍ରୱାଲ ନିଜର ଦମଦାର ଅଭିନୟ ଓ ସୁନ୍ଦରତା କାରଣରୁ କେବଳ ସାଉଥ ଇଣ୍ଡଷ୍ଟ୍ରିରେ ନୁହେଁ ଅଥବା ବଲୀଉଡରେ ବି ବହୁତ ପରିଚିତ ଅଟନ୍ତି । କହିବାକୁ ଗଲେ ମିଡିଆରେ ବହୁ ଦିନ ହେବ କାଜଲ ଅଗ୍ରୱାଲଙ୍କ ବିବାହକୁ ନେଇ ଚର୍ଚା ଚାଲି ଥିଲା । କିନ୍ତୁ କାଜଲଙ୍କ ତରଫରୁ କୌଣସି ବି ପ୍ରକାରର ସୂଚନା ମିଳି ନ ଥିଲା । କିନ୍ତୁ ବର୍ତ୍ତମାନ କାଜଲ ଅଗ୍ରୱାଲ ନିଜେ ସୋସିଆଲ ମିଡିଆରେ ପୋସ୍ଟ କରି ନିଜର ବିବାହ ବିଷୟରେ ସମସ୍ତଙ୍କୁ କହିଛନ୍ତି ।

କାଜଲ ଅଗ୍ରୱାଲ ନିଜର ଇଂସ୍ଟାଗ୍ରାମ ଆକାଉଣ୍ଟରେ ଗୋଟିଏ ପୋସ୍ଟ କରି ନିଜର ବିବାହ ବିଷୟରେ ସମସ୍ତଙ୍କୁ କହିଛନ୍ତି । କାଜଲ ଯେମିତି ହିଁ ନିଜର ବିବାହ ତାରିଖ ବିଷୟରେ ନିଜର ଫ୍ୟାନମାନଙ୍କୁ କହିଲେ ସେମିତି ହିଁ ତାଙ୍କର ଫ୍ୟାନମାନେ ତାଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରି ଦେଲେ ।

କାଜଲଙ୍କ ଏହି ପୋସ୍ଟକୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷରୁ ବି ଅଧିକ ଲୋକମାନେ ଲାଇକ କରିସାରିଛନ୍ତ । ଆପଣଙ୍କୁ କହିଦେଉଛୁ କି କାଜଲ ଅଗ୍ରୱାଲଙ୍କ ଜୀବନସାଥି କୌଣସି ଷ୍ଟାର ନୁହନ୍ତି ସେ ଜଣେ ବିଜନେସମ୍ୟାନ ଅଟନ୍ତି ।

୩୦ ଅକ୍ଟୋବରକୁ ମୁମ୍ବାଇରେ କରୁଛନ୍ତି ବିବାହ

 

View this post on Instagram

 

♾🙏🏻

A post shared by Kajal Aggarwal (@kajalaggarwalofficial) on

କାଜଲ ଅଗ୍ରୱାଲ ନିଜର ପୋସ୍ଟରେ ଲେଖିଲେ କି ସେ ୩୦ ଅକ୍ଟୋବରକୁ ମୁମ୍ବାଇରେ ଏକ ପ୍ରାଇବେଟ ସେରିମନୀରେ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି । କାଜଲ ଆଗକୁ ଲେଖିଲେ କି ବର୍ତ୍ତମାନର ସ୍ଥିତି କାରଣରୁ ସମସ୍ତଙ୍କ ଜୀବନରେ କିଛି ସମସ୍ୟା ଅଛି । କିନ୍ତୁ ଏହି ସବୁ ମଧ୍ୟରେ ସେମାନେ ଖୁସି ଅଛନ୍ତି କି ସେମାନେ ନିଜର ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । କାଜଲ ଆଗକୁ ନିଜର ଫ୍ୟାନଙ୍କୁ ତାଙ୍କ ସପୋର୍ଟ ଓ ଭଲ ପାଇବା ପାଇଁ ଧନ୍ୟବାଦ କହିଛନ୍ତି ।

ଏହା ସହିତ ତାଙ୍କୁ ନିଜର ବିବାହ ପାଇଁ ଆଶୀର୍ବାଦ ବି ମାଗିଛନ୍ତି । କାଜଲ ଶେଷରେ ଏହା କହିଲେ କି ବିବାହ ପରେ ସେ ଏନ୍ଟାରଟେନମେନ୍ଟ ଇଣ୍ଡଷ୍ଟ୍ରିରେ ଏକ୍ଟିବ ରହିବେ । ଏହା ବିଷୟରେ କାଜଲ କହିଲେ କି ସେ ବିବାହ ପରେ ବି କାମ କରିବେ । ଯେଉଁ କାମ ତାଙ୍କୁ କରିବାକୁ ପାଇଁ ସବୁଠୁ ଅଧିକ ଭଲ ଲାଗେ, ‘ନିଜର ଦର୍ଶକମାନଙ୍କୁ ମନୋରଞ୍ଜନ କରିବା ।’

ମିଡିଆ ରିପୋର୍ଟ ଅନୁସାରେ କାଜଲଙ୍କ ବିବାହ ଫଙ୍କସନ ୨ ଦିନ ଚାଲିବ । ଆପଣଙ୍କୁ କହିଦେଉଛୁ କି କାଜଲ ଅଗ୍ରୱାଲଙ୍କ ଜୀବନସାଥୀ ଗୌତମ ଏକ ବିଜନେସମ୍ୟାନ ଓ ଇଂଟୀରିୟର ଡିଜ଼ାଇନର ପ୍ରଶଂସକ ଓ ଅଧିକ ପସନ୍ଦ କରନ୍ତି । ରିପୋର୍ଟ ଅନୁସାରେ କାଜଲ ଓ ଗୌତମଙ୍କର ପୂର୍ବରୁ ହିଁ ନିର୍ବନ୍ଧ ହୋଇ ସାରିଛି ଓ ଏହା ୫୦ – ୫୦ ଆରେଞ୍ଜ ଓ ଲଭ ମ୍ୟାରେଜ ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।