ଇଏ ହେଉଛନ୍ତି କରିଶ୍ମା କପୂରଙ୍କର ଝିଅ, ଯିଏ ଅଟନ୍ତି ତାଙ୍କ ମା ଠାରୁ ମଧ୍ୟ ସୁନ୍ଦର ଓ ଷ୍ଟାଇଲିସ, ଦେଖନ୍ତୁ

କରିଶ୍ମା କପୂର ୯୦ ଦଶକର ସବୁଠୁ ସୁନ୍ଦର ଓ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ସେହି ସମୟରେ ସେ ବହୁତ ସୁପରହିଟ ଫିଲ୍ମ ବଲୀଉଡକୁ ଦେଇଛନ୍ତି । ସମସ୍ତେ ତାଙ୍କ ସହିତ କାମ କରିବା ପାଇଁ ଚାହୁଁଥିଲେ । କହିବାକୁ ଗଲେ କରିଶ୍ମା ଓ ଗୋବିନ୍ଦାଙ୍କର ଯୋଡି ସେହି ସମୟରେ ବହୁତ ହିଟ ଥିଲା । କରିଶ୍ମା ନିଜ ଅଭିନୟ ବଳରେ ବଲୀଉଡରେ ଏକ ସ୍ଵତନ୍ତ୍ର ପରିଚୟ ହାସଲ କରିବାରେ ସଫଳ ହୋଇଥିଲେ ।

Image courtesy: Google

କିନ୍ତୁ ବିବାହ କରିବା ପରେ ସେ ବଲୀଉଡରୁ ଦୂରେଇ ଗଲେ । କିନ୍ତୁ ମଝିରେ ମଝିରେ ସେ କିଛି ଫିଲ୍ମ ଓ ଟିଭି ସୋ ରେ ନଜର ଆସିଥିଲେ । ଆଜି ଆମେ ଆପଣଙ୍କୁ କରିଶ୍ମା କପୂରଙ୍କ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ତାଙ୍କ ଠାରୁ ଅଧିକ ସୁନ୍ଦର ଏବଂ ଷ୍ଟାଇଲିସ ଅଟନ୍ତି ।

Image courtesy: Google

ବଲୀଉଡ ଅଭିନେତ୍ରୀ କରିଶ୍ମା କପୂରଙ୍କ ଝିଅଙ୍କ ନାମ ସମୟରା କପୂର ଅଟେ । ସୁନ୍ଦରତା ମାମଲାରେ ସମୟରା ନିଜ ମାଙ୍କ ଠାରୁ ବି ଆହୁରି ସୁନ୍ଦର ଅଟନ୍ତି । ସମୟରା ବର୍ତ୍ତମାନ ୧୩ ବର୍ଷର ଅଟନ୍ତି ଓ ସେ ବର୍ତ୍ତମାନ ପଢୁଛନ୍ତି । ସମୟରା ଫିଲ୍ମ ଲାଇମଲାଇଟରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ଭବିଷ୍ୟତରେ ସେ ବଲୀଉଡ ଫିଲ୍ମରେ ଅଭିନୟ ନିଶ୍ଚିତ କରିବେ । କାରଣ ସମୟରା ଙ୍କ ପୁରା ପରିବାର ବଲୀଉଡରେ ଅଛନ୍ତି ।

Image courtesy: Google

ଏମିତିରେ ସମୟରାଙ୍କ ଫିଲ୍ମରେ ଆସିବା ନିଶ୍ଚିତ ଅଟେ । ସମୟରା ପ୍ରାୟତଃ ନିଜର ମା ଓ ମାଉସୀ କରିନା କପୂରଙ୍କ ସହ ନଜର ଆସିଥାନ୍ତି । କରିଶ୍ମା କପୂର ନିଜର ସ୍ଵାମୀ ସଞ୍ଜୟ କପୂରଙ୍କ ଠାରୁ ୨୦୧୬ରୁ ଡିଭୋର୍ସ ନେଇସାରିଛନ୍ତି ।

Image courtesy: Google

ସମୟରା କରିଶ୍ମା ଓ ସଞ୍ଜୟ କପୂରଙ୍କର ହିଁ ଝିଅ ଅଟନ୍ତି । ବର୍ତ୍ତମାନ ସମୟରା ନିଜ ମା’ଙ୍କ ସହିତ ରହୁଛନ୍ତି । ସମୟରାଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ । ସମୟରା ଷ୍ଟାଇଲ ଓ ଫ୍ୟାସନ ବିଷୟରେ ବହୁତ କିଛି ଜାଣିଛନ୍ତି । ଏହି କଥା ଆପଣ ତାଙ୍କର ଫଟୋ ଦେଖି ଜାଣି ପାରିବେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।