ପ୍ରିୟଙ୍କା ଚୋପ୍ରାଙ୍କ ପରେ ନୁସରତ ଭରୁଚା ଓ Urvashi Rautela ପିନ୍ଧିଲେ ବହୁତ ଅଶ୍ଳୀଳ ଡ୍ରେସ, ହେବାକୁ ପଡିଲା ଲଜ୍ଜିତ

ପ୍ରିୟଙ୍କା ଚୋପ୍ରା ଗ୍ଲୋବାଲ ଷ୍ଟାର ଅଟନ୍ତି । ଏବଂ ସେ ନିଜ ଷ୍ଟାଇଲ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରନ୍ତି । ରମିଆଶୋ ରେ ସେ ନିଜ ଗାଉନ କୁ ଦେଖି ସୋସିଆଲ ମିଡିଆରେ ତାଙ୍କୁ ସମସ୍ତେ ଟ୍ରୋଲ କରିବାରେ ଲାଗିଛନ୍ତି । ପ୍ରିୟଙ୍କା ଚୋପ୍ରା ନିଜ ସ୍ବାମୀ ନିକ ଯୋନସ ଙ୍କ ସହିତ ଧଳା ରଙ୍ଗର ଗାଉନ ପିନ୍ଧିଥିଲେ ଯୋଉଥିରେ ସେ ବହୁତ ସୁନ୍ଦର ଆଊ ଷ୍ଟାଇଲିସ ଲାଗୁଥିଲେ । କିନ୍ତୁ ତାଙ୍କର ଏହି ଗାଉନ ଭାରତୀୟ ଫ୍ୟାନ ମାନଙ୍କୁ କିଛି ଖାସ ପସନ୍ଦ ଆସିନଥିଲା ଏବଂ ସେହି କାରଣରୁ ଫ୍ୟାନସ ମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଥିଲେ ।

ପ୍ରିୟଙ୍କା ଚୋପ୍ରା ଙ୍କ ଗାଉନ ଡିପ ନେକଲାଇନ ପେଟ ପର୍ଯ୍ୟନ୍ତ ଖୋଲାଥିଲା । ଯୋଉଥିରେ ତାଙ୍କ ନାଭି ପର୍ଯ୍ୟନ୍ତ ପୁରା ଦେଖାଯାଉଥିଲା । ପ୍ରିୟଙ୍କା ଙ୍କ ଏହି ଡ୍ରେସ କୁ କିଛି ଲୋକ ପସନ୍ଦ କରିଥିଲେ ତ କିଛି ଲୋକ ପସନ୍ଦ କରିନଥିଲେ । କିଛି ଲୋକ ପ୍ରିୟଙ୍କା ଙ୍କ ଏହି ଡ୍ରେସ କୁ ଟେବୁଲ କ୍ଲଥ ବୋଲି କହୁଥିଲେ । ସେହିପରି ଫିଲ୍ମ ଫିୟର ଆୱାର୍ଡ଼ ରେ ବହୁତ ବଲିଉଡ ଷ୍ଟାର ପହଞ୍ଚିଥିଲେ ଯିଏ ନୋମିନେସନ ନାଇଟ ରେ ବହୁତ ସୁନ୍ଦର ଲାଗୁଥିଲେ ।

କିନ୍ତୁ ଏହା ଭିତରୁ ଏମିତି ୨ଜଣ ଅଭିନେତ୍ରୀ ଥିଲେ ଯିଏକି ବହୁତ ବୋଲ୍ଡ ଡ୍ରେସ ପିନ୍ଧିଥିଲେ । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଉର୍ବଶୀ ରୋଟେଲା:- ଏହି ଆୱାର୍ଡ଼ ଶୋରେ ଉର୍ବଶୀ ହାଇ ଥାଇ ଗାଉନ ପିନ୍ଧିଥିଲେ । ମିସ ଇଣ୍ଡିଆ ଉର୍ବଶୀ ନିଜ ଫଟୋ ପାଇଁ ବହୁତ ସମୟ ଚର୍ଚ୍ଚାରେ ରହିଥାନ୍ତି । ଉର୍ବଶୀ ଙ୍କ ଏହି ବ୍ଲାକ ଗାଉନ ବହୁତ ଗ୍ଲାମାରିଅସ ଲାଗୁଥିଲା । କିନ୍ତୁ ଏହି ଡ୍ରେସ ବହୁତ ବୋଲ୍ଡ ଥିଲା । ସେହି ଗାଉନ ରେ ତାଙ୍କ ସ୍ଲିଭେଜ ଦେଖା ଯାଉଥିଲା ଯୋଇଥିପାଇଁ ତାଙ୍କୁ ୟୁଜର ମାନେ ଟ୍ରୋଲ କରିଥିଲେ । ଉର୍ବଶୀ ଦେଖିବାକୁ ବହୁତ ସୁନ୍ଦର ଏବଂ ସେହି ଡ୍ରେସ ରେ ସେ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଥିଲେ କିନ୍ତୁ ଡ୍ରେସର ବୋଲ୍ଡନେସ ପାଇଁ ସେ ଟ୍ରୋଲ ର ଶିକାର ହୋଇଥିଲେ ।

ନୁସରତ ଭରୁଚା:- ସୋନୁ କି ଟିଟୁ କେ ସ୍ୱେଟି ରେ ଅଭିନେତ୍ରୀ ନୁସରତ ଡିପ ଗ୍ରୀନ ର ଗୋଟେ ଗାଉନ ପିନ୍ଧିଥିଲେ । ଏହି ଗାଉନ ଟି ବହୁତ ବେଶି ବୋଲ୍ଡ ଏବଂ ରିଭିଲିଙ୍ଗ ଥିଲା । ଏହି ଗାଉନ ୱାନ ସୋଲ୍ଡର ଗାଉନ ଥିଲା । ଗାଉନ ରେ ସାଇଡ଼ରେ କେଟିଂ ଥିଲା ଯାହା ପୁରା ଅଣ୍ଟା ପର୍ଯ୍ୟନ୍ତ ଯାଉଥିଲା ଏବଂ ନୁସରତ ଙ୍କ ଅଣ୍ଟାରେ ଥିବା ଟାଟୁ ମଧ୍ୟ ପୁରା ଦେଖାଯାଉଥିଲା ଯାହା ଫ୍ୟାନସ ମାନଙ୍କୁ ବିଲକୁଲ ପସନ୍ଦ ଆସିନଥିଲା ।

ଏବଂ ୟୁଜର ମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଥିଲେ । ନୁସରତ ଶେଷ ଥର ପାଇଁ ଆୟୁଷ୍ମାନ ଖୁରାନା ଙ୍କ ସହ ଫିଲ୍ମ ଡ୍ରିମ ଗାଲ ରେ ଦେଖିବାକୁ ମିଲିଥିଲେ । ନୁସରତ ଙ୍କ ଏହି ଗାଉନ ପାଇଁ ସେ ବହୁତ ଟ୍ରୋଲ ହୋଇଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।