Chanakya Neeti- ଝିଅ ମାନଙ୍କର ଶୋଇବା ତରିକାରୁ ଜାଣନ୍ତୁ ସେମାନେ କେମିତି ସ୍ଵଭାବର

ଆଜି ଆମେ ଜାଣିବା ମହିଳା ମାନଙ୍କ ସୋଇବା ଶୈଳୀରେ ସେମାନଙ୍କ ଚରିତ୍ର କିପରି ହୋଇ ଥାଏ । ବନ୍ଧୁଗଣ ଝିଅ ମାନଙ୍କ ବିଷୟରେ ସବୁବେଳେ କୁହାଯାଏ ଯେ ଭଗବାନ ଯିଏ ଆମକୁ ସୃଷ୍ଟି କରିଛନ୍ତି ସେ ମଧ୍ୟ ଝିଅଙ୍କ ହୃଦୟକୁ ପଢି ପାରନ୍ତି ନାହିଁ । ପ୍ରକୃତରେ ଝିଅ ମାନେ ରହସ୍ୟମୟ ଅଟନ୍ତି କି ନୁହେଁ ଏକଥା କହିବା କଷ୍ଟକର ସେମାନଙ୍କ ମନରେ କଣ ଚାଲିଛି ଏବଂ ସେମାନେ କଣ ଭାବୁଛନ୍ତି ଏହାର ଉତ୍ତର ନିଜେ ଭଗବାନ ମଧ୍ୟ ଦେଇ ପାରିବେ ନାହିଁ ।

ସାଧାରଣତଃ ଏହି କଥା ମାନନ୍ତି ଏବଂ ସତ୍ୟତା ମଧ୍ୟ ଅଛି ଝିଅ ମାନେ ନିଜର ମନ କଥାକୁ ଅତି ସହଜରେ ନିଜ ହୃଦୟରେ ଲୁଚାଇ ରଖନ୍ତି । ସେମାନେ ନିଜ ଭାବନାକୁ ଏମିତି ଲୁଚାଇ ରଖନ୍ତି ଯେ ଅତି ଘନିଷ୍ଠ ଲୋକ ମଧ୍ୟ ଜାଣି ପାରନ୍ତି ନାହିଁ । ଯଦି ଝିଅ ମାନେ ସତରେ ଏତେ ରହସ୍ୟମୟୀ ତାହେଲେ ଜାଣିବା କଷ୍ଟକର ହେବ ସେମାନେ କେଉଁ ଭଳି ପୁରୁଷକୁ ପସନ୍ଦ କରୁଛନ୍ତି ।

ଏହା କଷ୍ଟକର ହେଲେ ଅସମ୍ଭବ ନୁହେଁ । ଯେଉଁ କଥା ସେମାନେ ସେନ୍ସରେ କହି ପାରନ୍ତି ନାହିଁ ସେହି କଥା ସେମାନେ ନିଦରେ କହିଥାନ୍ତି । ତେବେ ଆସନ୍ତୁ ଜାଣିବା ଝିଅ ମାନେ ଶୋଇବା ସମୟରେ କେମିତି ନିଜ ମନର କଥା କୁହନ୍ତି ।

୧-ସିଧା ଶୋଉଥିବା ଝିଅ, ଏହି ଝିଅ ମାନେ ନିଜର ହାତ, ଗୋଡ ନ ବଙ୍କାଇ ଶୋଇ ଥାନ୍ତି ସେହି ଝିଅ ମାନେ ନିଜ ଜୀବନର କିଛି ପାଇବାକୁ ଆସା ରଖନ୍ତି । ଏମାନେ ତାଙ୍କୁ ଭଲ ପାଆନ୍ତି ଯିଏ ଏମାନଙ୍କୁ ପ୍ରାଧାନ୍ୟ ଦିଏ ।

୨-ପେଟ ତଳକୁ କରି ଶୋଉଥିବା ଝିଅ । ଏହି ଝିଅ ମାନେ ବହୁତ ଦିୟିତ୍ତ୍ଵ ହୀନ ହୋଇ ଥାନ୍ତି ଏବଂ ଅଧିକ ଦାବି ରଖନ୍ତି । ଏମାନଙ୍କୁ ସେହି ପୁଅ ପସନ୍ଦ ଆସନ୍ତି ଜିଏ କଥା କଥାରେ ଆଶ୍ଚର୍ଯ୍ୟ ଚକିତ କରାଏ । ବୋରିଂ ପ୍ରଭୁତିର ପିଲାଙ୍କୁ ଏମାନେ ପାଖରେ ପୁରାଇ ଦିଅନ୍ତି ନାହିଁ । ଏମାନଙ୍କୁ ସେହି ପୁଅ ପସନ୍ଦ ଆସନ୍ତି ଯିଏ ଖୁବ ହସେଇ ପାରୁଥିବ ଏବଂ ବହୁତ ସାରା ମନୋରଞ୍ଜନ କରିପାରୁଥିବେ ।

୩-ବାମ ପଟରେ କର ମାଡ଼ି ଯେଉଁ ଝିଅ ଶୋଉଥାଏ ସବୁଠାରୁ ଭଲ ବୋଲି କୁହନ୍ତି ଏବଂ ସ୍ୱପ୍ନରେ ବି ଅସୁବିଧା ହୋଇ ନଥାଏ । ଯିଏ ବାମ ପଟକୁ କର ମାଡ଼ି ଶୁଅନ୍ତି ସେଇ ଝିଅ ପରିବର୍ତ୍ତନର ରୂପକୁ ଆପଣାନ୍ତି । ଏମାନେ କଥା ହେବାକୁ ବହୁତ୍ ଭଲ ପାଆନ୍ତି । ଏମାନଙ୍କୁ ନେତୃତ୍ୱ କରିବାରେ ସକ୍ଷମ ପୁଅ ପସନ୍ଦ ଆସନ୍ତି ।

୪-ତକିଆରେ ହାତ ରଖି ଶୋଇବା । ଏହି ଝିଅ ମାନଙ୍କ ସ୍ବଭାବ ଅଧିକ ଗମ୍ଭୀର ଅଟେ । ଏମାନଙ୍କ ଦୁର୍ବଳତା ହେଲା ଏମାନେ ବହୁତ ଶ୍ରୀଘ୍ର ବିଶ୍ଵାସ କରିଯାଇଥାନ୍ତି । ଏହି ଦୁର୍ବଳତା ପାଇଁ ଏମାନେ ବହୁତ ଧୋକା ମଧ୍ୟ ଖାଆନ୍ତି । ଏମାନଙ୍କ ପାଇଁ କୈାଣସି ମାନେ ନାହିଁ କି ପିଲାଟି କେମିତି ହୋଉ ।

୫-ଖେଳନାକୁ ଜାବୁଡ଼ି ଧରି ଶୋଇବା ଏହି ଝିଅ ମାନଙ୍କ ସ୍ବଭାବ ଅଧିକ ଚଞ୍ଚଳ ହୋଇ ଥାଏ । ଏମାନଙ୍କର ଏକ ଅଲଗା ଦୁନିଆ ଥାଏ ଯୋଉଠି ଏମାନେ ରହିବାକୁ ଚାହାଁନ୍ତି । ଏମାନଙ୍କ ସ୍ବଭାବରୁ ତାଙ୍କୁ ଦାୟିତ୍ଵ ବାନ ଏବଂ ଭଲପାଉଥିବା ବ୍ୟକ୍ତି ପସନ୍ଦ ଆସନ୍ତି ।

୬-ଚଦର ଘୋଡାଇ ହୋଇ ଶୋଉଥିବା ଝିଅ । ଏହି ଝିଅଙ୍କୁ ଆପଣ ଘରକରଣୀ ମଧ୍ୟ କହି ପାରିବେ । ଏମାନେ ପରମ୍ପରାରେ ବାନ୍ଧି ହୋଇ ଥାନ୍ତି ସେଥିପାଇଁ ଏମାନେ ବେଶି କାହା ଉପରେ ଭରସା କରନ୍ତି ନାହିଁ । ଏହି ଭଳି ଝିଅଙ୍କୁ ସାଧାରଣ ଲୋକ ପସନ୍ଦ ଆସନ୍ତି ।

୭-ଛାତିରେ ହାତରଖି ଶୋଉ ଥିବା ଝିଅ । ଏମିତି ଭାବରେ ବହୁତ କମ୍ ଝିଅ ସୋଇ ପାରନ୍ତି । ଏମିତି ଝିଅ ନିଜ ପରିବାରର ଖୁସି ପାଇଁ ଉତ୍ସର୍ଗୀକୃତ ହବା ସହିତ ସଚ୍ଚୋଟ ମଧ୍ୟ ହୋଇଥାନ୍ତି । ପରିବାରକୁ ଏମାନେ ଅଧିକ ଗୁରୁତ୍ବ ଦିଅନ୍ତି । ଏହିମାନେ ସୁନ୍ଦର ପୁରୁଷ ପ୍ରତି ଜଲ୍ଦୀ ଆକୃଷ୍ଟ ହୁଅନ୍ତି ।

୮-ବିସ୍ତାର ହୋଇ ଶୋଉଥିବା ଝିଅ । ବନ୍ଧୁଗଣ ଏହି ଭଳି ଅନେକ ଝିଅ ଅଛନ୍ତି ଯିଏ ବିସ୍ତାରିତ ଭାବରେ ଶୋଇବାକୁ ପସନ୍ଦ କରନ୍ତି । ଏହି ଝିଅ ମାନେ ନିର୍ଭୟା ଏବଂ ସାହାସୀ ହୋଇଥାନ୍ତି ହେଲେ ଏମାନେ ଦାୟିତ୍ଵହୀନ ମଧ୍ୟ ହୋଇଥାନ୍ତି । ଏମାନେ ବହୁତ ଭଲ ବନ୍ଧୁତା ଲିଭାଇ ଥାନ୍ତି । ଏମାନଙ୍କୁ ଅଧିକ ହସୁଥିବା ଏବଂ ଅବରୋଧିତ ନ କରୁଥିବା ପିଲା ପସନ୍ଦ ଆସନ୍ତି । ଏହା ଥିଲା ସମୁଦ୍ର ଶାସ୍ତ୍ରର ଅନୁସାରେ ଲେଖା ହୋଇଥିବା କିଛି କଥା ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।