ମଜେଦାର ଜୋକ୍ସ- ଯେବେଠାରୁ ଶୌଚାଳୟ କୁ ମୋବାଇଲ ନେବା ଆରମ୍ଭ କଲେଣି ଲୋକମାନେ ସେବେଠୁ…

ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ମନୁଷ୍ୟ ପାଖରେ ହସିବା ପାଇଁ ବିଲିକୁଲ ବି ସମୟ ନାହିଁ । ଲୋକମାନେ ଜୀବନର ଦୌଡରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନଙ୍କ ପାଇଁ ଖୁସିରେ ଦୁଇ ମୁହୂର୍ତ ଅତିବାହିତ କରିବା ପାଇଁ ବି ସମୟ ନାହିଁ । ଯେତେବେଳେ କି ଜୀବନରେ ଅସଲ ଖୁସି ଛୋଟ ଛୋଟ କଥାରେ ହିଁ ଆସିଥାଏ । ଜୀବନରେ କିଛି ପାଇବା ଓ ହରାଇବା ମଧ୍ୟରେ ଯେଉଁ ସମୟ ଥାଏ ତାହା ହିଁ ଅସଲ ଜୀବନ ଅଟେ ।

୧ – ପପୁ ବାଇକରେ ଯାଉଥିଲା

ଠିକ ସେତିକିବେଳେ ପୋଲିସ ଵାଲା ତାକୁ ଅଟକାଇଲା ଓ କହିଲା କି

ସୁରକ୍ଷା ସପ୍ତାହ ଚାଲିଛି

ଆପଣଙ୍କୁ ୨୦୦୦ ଟଙ୍କା ପୁରସ୍କାର ମିଳୁଛି

ଆପଣ ଏହି ପୁରସ୍କାର କଣ କରିବେ ?

ପପୁ କହିଲା ଏହି ଟଙ୍କାରେ ମୁଁ ଗୋଟିଏ ହେଲମେଣ୍ଟ କିଣିବି ।

ପୋଲିସ ଵାଲା ବେହୋସ……

୨ – ପପୁ ତାର ପୁଅର ନାମ ପାକିସ୍ତାନ ରଖିଲା

ତାର ସାଙ୍ଗ ପଚାରିଲେ –

ଆରେ ତୁ ତ ବଡ ଦେଶଭକ୍ତ ହୋଇ ବୁଲୁଥିଲୁ

ପୁଣି ପୁଅର ନାମ ପାକିସ୍ତାନ କାହିଁକି ରଖିଲୁ ?

ପପୁ : ଦେଶଭକ୍ତ ବୋଲି ତ ଏହିଭଳି ନାଁ ରଖିଛି

ଦୁନିଆକୁ ବି ତ ଜଣାପଡୁ କି

ହିନ୍ଦୁସ୍ତାନରେ ବି ଏମିତି ଜଣେ ଲୋକ ଅଛି

ଯିଏକି ପାକିସ୍ତାନର ବୋପା ଅଟେ….

୩ – ଶାଶୁର ଡିମାଣ୍ଡ

ଝିଅ ସୁନ୍ଦର ହୋଇଥିବ, ଲେଖା ପଢ଼ା ଜାଣିଥିବ,

ସଂସ୍କାରୀ ହୋଇଥିବ, ଘରର କାମରେ ମାହିର ଥିବ,

ପୂଜା ପାଠ କରୁଥିବ

ଝିଅର ଡିମାଣ୍ଡ –

ଶାଶୁ ହିଁ ନ ଥିବ ।

୪ – ଭଲ ଟିଚର ଓ ବହୁତ ଭଲ ଟିଚର ମଧ୍ୟରେ ପାର୍ଥକ୍ୟ ।

ଭଲ ଟିଚର ସେ ଯିଏ

କଠିନ ପରିଶ୍ରମ କରିବା ପାଇଁ କହିଥାଏ…..

ବହୁତ ଭଲ ଟିଚର ସେ ଯିଏ ପରୀକ୍ଷା ସମୟରେ

କୁହେ କି କପି ଚୋବେଇ ଦିଅନ୍ତୁ ଚେକିଂ ଵାଲା ଆସିଗଲେ….

କିନ୍ତୁ ଫିଲ୍ମ ଏବେ ବାକି ଅଛି

ଯେତେବେଳେ ସମସ୍ତେ କପି ଚୋବାଇ ଦେଲେ

ତେବେ ଟିଚର ହସି ହସି କହିଲେ

ଆରେ ଚେକିଂ ଵାଲା ଆସି ନାହାନ୍ତି, ଏବେ ଲେଖ ….

୫ – ତିନି ଜଣ ଇଞ୍ଜିନିୟର

ଗୋଟିଏ ତେଢ଼ା ମେଢ଼ା ପାଇପରୁ

ତାରକୁ ବାହାର କରିବାକୁ ଚେଷ୍ଟା କରୁଥିଲେ …

କିନ୍ତୁ ତାଙ୍କ ଦ୍ଵାରା ହେଉ ନ ଥିଲା …

ପପୁ : ୪- ୫ ଦିନରୁ ଏହା ସବୁ ଦେଖୁଥିଲା

୫ ମ ଦିନ ବ୍ୟସ୍ତ ହୋଇ କହିଲା “ସାର ମୁଁ କରିବି କି ” ?

ଇଞ୍ଜିନିୟର – ଆମେ ଏତେ ଦିନରୁ ଚେଷ୍ଟା କରୁଛୁ

ଆମ ଦ୍ୱାରା ହଉନି ତୁ କେମିତି ବାହାର କରିବୁ ?

ଠିକ ଅଛି ତୁ ବି ଚେଷ୍ଟା କରି ଦେଖ …

ପପୁ – ବିଲକୁ ଯାଇ

ଗୋଟିଏ ବଡ଼ ମୁଷା ଧରି ଆସିଲା, ଆଉ ତାର ଲାଞ୍ଜରେ

ଗୋଟିଏ ବଡ଼ ତାର ବାନ୍ଧି ପାଇପରେ ଛାଡି ଦେଲା

କିଛି ସମୟ ପରେ ମୂଷା ଆରପଟେ ବାହାରି ଆସିଲା

“ସେତେବେଳେ ଇଞ୍ଜିନିୟରମାନେ କହିଲେ ଏହି ଡିଗ୍ରୀ ବିଗ୍ରୀ ସବୁ ମୋହ ମାୟା ଥିଲା “।

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।