ସତସତିକା ବାହା ହେଲେ ତାରାତାରିଣୀ ସିରିଏଲ ର କ୍ରିସ, ଏହି ହିରୋଇନ ଙ୍କୁ ବାହା ହେଲେ

ତାରାତାରିଣୀ ସିରିଏଲ ର କ୍ରିସ ବା ତାରା ତାରିଣୀ ସିରିଏଲରେ ଯିଏ ରୂପମଙ୍କର ସାଙ୍ଗର ଭୂମିକା ପ୍ଲେ କରୁଛନ୍ତି ସେ ବାହା ହୋଇ ଯାଇଛନ୍ତି ।

ତରଙ୍ଗ ଚ୍ୟାନେଲ ର ଲୋକପ୍ରିୟ ସିରିଏଲ ହେଉଛି ତାରାତାରିଣୀ ସିରିଏଲ । ତାରା ତାରିଣୀ ସିରିଏଲ ରେ ରୂପମଙ୍କର ସାଙ୍ଗର ଭୂମିକା ପ୍ଲେ କରୁଥିବା କ୍ରିସଙ୍କର ଗତ କିଛି ଦିନ ତଳେ ବାହାଘର ହୋଇ ଯାଇଛି ।

ଆପଣମାନେ ଫୋଟୋରେ କ୍ରିସଙ୍କୁ ବର ବେଶରେ ଦେଖୁଥିବେ । ଆପଣମାନେ ଉପର ଫୋଟୋରେ ତାଙ୍କ ଧର୍ମପତ୍ନୀଙ୍କୁ ଦେଖି ପାରୁଥିବେ । ତେବେ ଆପଣମାନଙ୍କୁ ଦୁହିଁଙ୍କର ଯୋଡି କିପରି ଲାଗୁଛି । କ୍ରିସ ଓ ତାଙ୍କ ସ୍ତ୍ରୀଙ୍କ ଯୋଡି ଆପଣମାନଙ୍କୁ କିପରି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଦୁହିଙ୍କ ବୈବାହିକ ଜୀବନ ଅତ୍ୟନ୍ତ ଭଲରେ କାଟୁ ଏହାହିଁ ଜଗନ୍ନାଥଙ୍କ ନିକଟରେ ଆମର ପ୍ରାଥନା ।