ଛାଡପତ୍ର ପରେ ସାଙ୍ଗେ ସାଙ୍ଗେ ଦ୍ଵିତୀୟ ବିବାହ କରିନେଇଥିଲେ ଏହି ଅଭିନେତା, ଜାଣନ୍ତୁ କିଏ ସେ

ବଲିଉଡ ଦୁନିଆ ବଡ ଚମତ୍କାରୀ ଅଟେ । ବଲିଉଡ ଭଳି ଟିଭି ଦୁନିଆ ମଧ୍ୟ ବହୁତ ରଙ୍ଗୀନ ଅଟେ । ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଥରେ ନୁହେଁ ବରଂ ଅନେକ ଥର ବିବାହ କରିଛନ୍ତି । ଏହା ସହିତ ଏହି ଇଣ୍ଡଷ୍ଟ୍ରିରେ ଅନେକ ଏମିତି ବି ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଛାଡପତ୍ର ନେବା ପରେ ଦ୍ଵିତୀୟ ବିବାହ କରିଛନ୍ତି ।

 

କେହି କେହି ଦୁଇ ଥର ନୁହେଁ ବରଂ ୩ରୁ ଅଧିକ ବିବାହ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପ୍ରଥମ ବିବାହ ଠାରୁ ଛାଡପତ୍ର ନେବାର କିଛି ଦିନ ପରେ ହିଁ ଦ୍ଵିତୀୟ ବିବାହ କରିଥିଲେ । ଏହି ଅଭିନେତା ମାନଙ୍କ ମଧ୍ୟରେ ଜଣେ ଏମିତି ଅଭନେତା ଅଛନ୍ତି ଯିଏ ଗୋଟିଏ ନୁହେଁ ବରଂ ତିନି ଥର ବିବାହ କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ସେ ଅଭିନେତା ଜଣକ କିଏ ।

ଆଜି ଆମେ କଥା ହେବା ଅଭିନେତା କରଣ ସିଂହ ଗ୍ରୋବରଙ୍କ ବିଷୟରେ । କରଣ ସିଂହ ଗ୍ରୋବର ଟିଭି ଦୁନିଆର ଜଣାଶୁଣା ଅଭିନେତା ଅଟନ୍ତି । କରଣ କେବଳ ଟିଭି ନୁହେଁ ବଲିଉଡରେ ମଧ୍ୟ କାମ କରି ସାରିଛନ୍ତି । କରଣ ସିଂହ ଗ୍ରୋଗର ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ବିପାଶା ବସୁଙ୍କ ସହିତ ତୃତୀୟ ବିବାହ କରିଛନ୍ତି । କରଣ ସବୁଠାରୁ ପ୍ରଥମେ ଅଭିନେତ୍ରୀ ଶ୍ରଦ୍ଧା ନିଗମ ଙ୍କ ସହିତ ବିବାହ କରିଥିଲେ ।

ତାଙ୍କ ସହିତ ବିବାହ କରିବା ପରେ ମଧ୍ୟ ଦୁଇ ଜଣଙ୍କର ସମ୍ପର୍କ କିଛି ଭଲ ଚାଲୁ ନଥିଲା । ଯାହା ପରେ ସେ ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ବିବାହ କେଲେ । ଏହା ପରେ ତାଙ୍କ ଜୀବନରେ ବିପାଶା ଆସିଲେ ଓ ସେ ଜେନିଫରଙ୍କ ଡିଭୋର୍ସ ଦେଇ ବିପାଶାଙ୍କ ସହିତ ବିବାହ କଲେ । ବିବାହ ପୂର୍ବରୁ ସେ ଦୁଇ ଜଣ ଆଲୋନ ଫିଲ୍ମରେ ଏକା ସହିତ ଦେଖିବାକୁ ମିଳିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।