ଫୋଟୋଶପ କେମିତି ଆପଣଙ୍କ କଳ୍ପନା କୁ ସତ କରିପାରେ, ତାହାର ପ୍ରମାଣ ହେଉଛି ଏହି 12ଟି ଫୋଟୋ, 1 ମିନିଟ ସମୟ ଥିଲେ ନିଶ୍ଚୟ ଦେଖନ୍ତୁ, ଭଲ ଲାଗିବ

ଗୋଟିଏ କଳାକାର କଳ୍ପନା ଶୀଳତା ତାକୁ ସବୁ ବେଳେ ରଚନାତ୍ମକ କରିବା ପାଇଁ ପ୍ରେରଣା ଦେଇ ଥାଏ । ଫୋଟଗ୍ରାଫି ଅନ୍ତର୍ଗତ କୌଣସି ବି ଫୋଟ କୁ ମନ ଇଛା ବଦଳେଇବା ର କଳା ର ଏହି ରୂପ ଆଜି କାଲି ବହୁତ ପରଚଳିତ ଅଛି ଯାହାକୁ ଫୋଟୋଶପ ବି କୁହା ଯାଏ । ଏଠି ଆମେ ଆପଣଙ୍କୁ କୌଣସି ଖାସ ଫଟୋ ର କଳ୍ପନା କୁ ଡେଣା ଦେଇକରି ଏକ ସୁନ୍ଦର ଭାବରେ ଉଡନ୍ତି ।

ଏମିତି ହିଁ ଏକ ଫଟୋଗ୍ରାଫର ଅଛି – କଟରିନା ୟୁ। ତାଙ୍କୁ ଦୁନିଆ ବୁଲିବା ପାଇଁ ବହୁତ ଇଛା କିନ୍ତୁ ମଜାଦାର କଥା ଏହା ଅଟେ କି ତାଙ୍କର ଦୁନିଆ ବୁଲିବା ପାଇଁ ଉପାୟ ବହୁତ ଅଲଗା ଅଟେ । ସେ ନିଜର ଘରର ଅଗଣାରେ, ବଗିଚାରେ ଏବଂ ଛାତ ଉପରେ ନିଜର ଫଟୋ ଉଠାଇ ନିଅନ୍ତି ଏବଂ ତାହାକୁ ଫୋଟୋଶପ ଜରିଆରେ ରଚ୍ନାତ୍ମକ ଉପାୟରେ ବୈକଗ୍ରାଉଂଡ କୁ ଅଦ୍ଭୁତ ଜାଗରେ ଯେମିତି ସମୁଦ୍ର, ଜହ୍ନ – ତାର ଏବଂ ଅନ୍ୟ ଜାଗାରେ ଦେଇ ନିଜକୁ ସେହି ଜାଗାରେ ଦେଖିବା ପାଇଁ ଚାହୁ ଛନ୍ତି ।

ଦେଖନ୍ତୁ କିଛି ଫଟୋ

# ଜୀବନ ଆହୁରି ବି ରଙ୍ଗୀନ ହୋଇ ପାରିବ

# ପକ୍ଷୀମାନଙ୍କର ଜୀବନର ଗୀତ ଶୁଣୁଛନ୍ତି

# କଳ୍ପନା ରେ ଉଡିବା

# ଜୁଗୁନୁ ଙ୍କର ଉପସ୍ଥିତି ରାତିକୁ ଆହୁରି ବି ସୁଖମୟ କରିଦେଉଛି

# ରାତିର ଏହି ସାମୀରେ କେବଳ ଜହ୍ନ ର ସାହାରା

# ବାଦଲ ମଝିରେ ପହଁରୁଥିବା ଜୀବନର ଡଙ୍ଗା

# ସବୁ ବାତ୍ୟାର ନିଜର ଏକ କାହାଣୀ ଅଛି

# ଗୋଟିଏ ଚିଠି ଯାହା ଆସେ ଅନ୍ୟ ଦୁନିଆରୁ

# ସୁନ୍ଦର ରାଗର ହୃଦୟତମ ଭାବନା

# କାହିଁକି ନା ସବୁ ବହି କିଛି କୁହେ

# କାହିଁକି ନା କିଛି ଏମିତି ହୁଆନ୍ତା ଦୁନିଆ

# ବର୍ଷା ର  ବୁନ୍ଦା ଏବଂ ଇଂଦ୍ରଧନୁ ର ସୋନ୍ଦାର୍ଜ୍ୟ

ଏହି ସବୁ ଫୋଟୋ ଦେଖି କେମିତି ଲାଗିଲା ଆପଣଙ୍କୁ ନିଶ୍ଚୟ ଜଣେଇବେ।