500 ବର୍ଷରେ ପ୍ରଥମ ଥର ରାଗିଛନ୍ତି ଶନିଦେବ, କାଲିଠୁ ସାବଧାନ ରୁହନ୍ତୁ କେବଳ ଏହି 1 ରାଶିର ଲୋକ

କହିବାକୁ ଗଲେ ଗ୍ରହର ସ୍ଥିତି ପରିବର୍ତ୍ତନ କାରଣରୁ ମନୁଷ୍ୟଙ୍କ ଜୀବନରେ ଏହାର କିଛି ନା କିଛି ଅବଶ୍ୟ ପ୍ରଭାବ ପଡିଥାଏ । ଜାତକରେ ଯଦି ଗ୍ରହ ସଠିକ ସ୍ଥିତିରେ ଅଛି ତେବେ ସେହି ଜାତକର ଲୋକମାନଙ୍କ ଜୀବନରେ ସବୁକିଛି ଭଲ ଚାଲିଥାଏ । କିନ୍ତୁ ଯଦି ଜାତକରେ ଗ୍ରାହ ଖରାପ ସ୍ଥିତିରେ ଅଛି ତେବେ ମନୁଷ୍ୟଙ୍କ ଜୀବନରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହି ସମ୍ବନ୍ଧରେ ଆମେ ଆପଣଙ୍କୁ କହିଦେଉଛୁ କି କାଲି ଠାରୁ ଗ୍ରହମାନଙ୍କ ସ୍ଥିତିରେ ବହୁତ ବଡ ପରିବର୍ତ୍ତନ ହେବ ।

ଯେଉଁ କାରଣରୁ ଏହି ସମୟରେ ଗୋଟେ ରାଶି ପାଇଁ କଷ୍ଟଦାଯକ ରହିବ ଓ ଆଜି ଆମେ ସେହି ରାଶି ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ କହିଦେଉଛୁ କି କାଲି ଠାରୁ ମଙ୍ଗଳ ଗ୍ରହ ମାର୍ଗୀ ଠାରୁ ବକ୍ରୀ ହେବାକୁ ଯାଉଛନ୍ତି ।

କହିବାକୁ ଗଲେ ମଙ୍ଗଳ ଗ୍ରହକୁ ସାହାସ, ବଳ, ହିଂସା, କ୍ରୋଧର କାରକ ବୋଲି କୁହାଯାଏ । ସେଥିପାଇଁ ମଙ୍ଗଳର ଏହି ଗତି ପରିବର୍ତ୍ତନ ଦ୍ଵାରା କିଛି ରାଶିମାନଙ୍କୁ ଶୁଭ ପରିଣାମ ମିଳିବ ନାହିଁ । ଏହା ଛଡା ଆପଣଙ୍କୁ କହିଦେଉଛୁ କି କିଛି ଦିନ ତଳେ ଅର୍ଥାତ ୨୯ ସେପ୍ଟେମ୍ବର ଦିନ ଶନି ଗ୍ରହ ବକ୍ରୀରୁ ମାର୍ଗୀ ହୋଇଥିଲେ । ଏମିତିରେ ଶନିଦେବଙ୍କ ସହ ମଙ୍ଗଳଦେବଙ୍କର ଭଲ ସମ୍ପର୍କ ନାହିଁ । ଶନିଙ୍କର ମାର୍ଗୀ ଅବସ୍ଥାରେ ମଙ୍ଗଳର ବକ୍ରୀ ହେବା ଏହି ଦୁଇ ଗ୍ରହ ମଧ୍ୟରେ ଦ୍ଵନ୍ଦର ସ୍ଥିତି ନେଇ ଆସୁଛି ।

ଯାହାର ପ୍ରଭାବ କିଛି ରାଶିଙ୍କ ଉପରେ ପଡିବ । ଏହି ରାଶିର ବ୍ୟକ୍ତିମାନଙ୍କୁ ଆସନ୍ତା ସମୟରେ ଅଧିକ ପରିଶ୍ରମ କରିବାକୁ ପଡିବ । କାର୍ଯ୍ୟଭାର ଅଧିକ ରହିବ । ଯେଉଁ କାରଣରୁ ଏମାନଙ୍କର ମାନସିକ ଚିନ୍ତା ବଢିଯିବ । ଏହି ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ବି ଖରାପ ହେବ । ଏମାନଙ୍କୁ ସବୁ ଛୋଟ ଛୋଟ ଜିନିଷରେ ଧ୍ୟାନ ଦେବାକୁ ପଡିବ । ଆସନ୍ତା କିଛି ମାସ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ହେବ । ଆପଣ ନିଜର ଭାଗ୍ୟର ଭରାସରେ ରୁହନ୍ତୁ ନାହିଁ । ପରିଶ୍ରମ କରନ୍ତୁ ।

କହିଦେଉଛୁ କି ଏହି ବ୍ୟକ୍ତିମାନେ ନିଜର କାର୍ଯ୍ୟକୁ ଧ୍ୟାନର ସହ କରନ୍ତୁ । ନଚେତ ବହୁତ ବଡ କ୍ଷତି ହୋଇପାରେ । ଆସନ୍ତା ସମୟରେ ନା ହିଁ କାହାକୁ ଟଙ୍କା ଧାର ଦିଅନ୍ତୁ ଓ ନା ହିଁ କାହା ଠାରୁ ଟଙ୍କା ସୁଧାରେ ଆଣନ୍ତୁ । ଏହି ରାଶିର ବ୍ୟକ୍ତିମାନେ ନିଜର କାର୍ଯ୍ୟକୁ ଧର୍ଯ୍ୟର ସହ କରନ୍ତୁ । ଏହି ରାଶିର ବ୍ୟକ୍ତିଙ୍କୁ ପାରିବାରିକ ସମସ୍ୟାର ସମଧାନ କରିବା ପାଇଁ ସମୟ ଲାଗିବ । ଏହି ବ୍ୟକ୍ତିଙ୍କୁ କଠିନ ପରିଶ୍ରମ ବି କରିବାକୁ ଲାଗିବ । ଏହା ପରେ ହିଁ ସଫଳତା ମିଳିବ ।

କିନ୍ତୁ ଆପଣ କିଛି ଉପାୟ କରି ମଙ୍ଗଳ ଓ ଶନି ଗ୍ରହକୁ ଶାନ୍ତ କରି ପାରିବେ । ଏଥିପାଇଁ ଆପଣ ରାତିରେ ଗୋଟିଏ ଗ୍ଳାସ ପାଣି ରଖି ଶୋଇ ଯାଆନ୍ତୁ ଓ ସକାଳୁ ଉଠି ଏହାକୁ କୌଣସି ବି ଗଛର ମୂଳରେ ଢାଳି ଦିଅନ୍ତୁ । କିଛି ଜିନିଷ ଦାନ କରନ୍ତୁ । ଯେମିତି କି ପାଣି, ଚାନ୍ଦି ଓ ରାସୀ ଇତ୍ୟାଦି । ପଶୁମାନଙ୍କୁ ଖାଇବାକୁ ଦିଅନ୍ତୁ । ଏହା ସହିତ ହନୁମାନ ଚାଳିଶା ପାଠ କରନ୍ତୁ । ଆମେ ଯେଉଁ ରାଶି ବିଷୟରେ ଆପଣଙ୍କୁ କହୁଥିଲୁ ସେହି ରାଶି ହେଉଛି କନ୍ୟା ରାଶି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।