ଜାଣିଛୁ ମୋତେ ସବୁଠୁ ଅଧିକ ଗର୍ବ କେତେବେଳେ ହୋଇଥାଏ ! କେତେବେଳେ ଭାଇ ? ଯେତେବେଳେ ପରୀକ୍ଷାରେ କିଛି ଆସୁ ନ ଥିବ ଓ ପଛରେ

ମଜାଦାର ଜୋକ ର ଅର୍ଥ ଏହା ଅଟେ କି ଲୋକମାନେ ଏହି ଜୋକ ଗୁଡିକୁ ପଢି ଚିନ୍ତା ମୁକ୍ତ ହୋଇ ହସିବେ । ଏମିତିରେ ଆମେ ଆପଣଙ୍କ ପାଇଁ କିଛି ଜୋକ ନେଇ ଆସିଛୁ । ଏହି ଜୋକ କୁ ପଢି ଆପଣ ହସି ହସି ଗଡିଯିବେ । ନିଜର ହସକୁ ଅଟକାଇ ପାରିବେ ନାହିଁ । କୁହାଯାଏ କି ଖୁସିରେ ରହିବା ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ ।

ଜୋକ – ୧

ଝିଅ – ok, f9 I will talk 2 u t9i8,

w8 4 me.

ମୁଁ – ଭଉଣୀ ହିନ୍ଦୀ କିମ୍ବା ଇଙ୍ଗ୍ଲିଶରେ କଥାବାର୍ତ୍ତା କର, ଗଣିତରେ ମୁଁ ପିଲାଦିନୁ ହିଁ କମଜୋର ଅଛି ।

 

ଜୋକ – ୨

ବାପା – ତୁ ସିଗାରେଟ ଟାଣୁଛୁ ?

ପୁଅ – ନା ବାପା, ମୁଁ ତ ଆଜି ପର୍ଯ୍ୟନ୍ତ ସିଗାରେଟକୁ ଛୁଇଁ ନାହିଁ…..

ବାପା – ତେବେ ୧୦ ଟଙ୍କା ନେଇ ମୋ ପାଇଁ ଏକ ଗୋଲ୍ଡ ଫ୍ଲେକ ନେଇ ଆସ

ପୁଅ – ୨ ଟଙ୍କା ଆଉ ଦିଅ, ଗୋଲ୍ଡ ଫ୍ଲେକ ୧୨ ଟଙ୍କାରେ ଆସେ

ବାପା ଚପଲରେ ମାରି ମାରି ପୁଅକୁ କହିଲା –

ବାପା ମୂର୍ଖ ଭାବୁଛୁ

ଜୋକ – ୩

ବାପା – ପୁଅ ମୁଁ ତୋ ପାଇଁ ଗୋଟିଏ ଝିଅ ଦେଖିଛି ।

ସେ ରୂପବତୀ, ଗୁଣବତୀ ଓ ସରସ୍ଵତୀ ଅଟେ ।

ପୁଅ – କିନ୍ତୁ ବାପା ମୁଁ ଅନ୍ୟ ଏକ ଝିଅକୁ ପ୍ରେମ କରୁଛି ।

ଓ ସେ ଗର୍ଭବତୀ ଅଛି ।

ଜୋକ – ୪

ଗୋଟିଏ ଗରିବ ବ୍ୟକ୍ତି କହିଲା, ‘ଏହିଭଳି ଜୀବନ ଠାରୁ ମରିଯିବା ଭଲ’

ଅଚାନକ ଯମଦୂତ ଆସିଲେ ଓ କହିଲେ….

‘ତୁମର ଜୀବନ ନେବାକୁ ଆସିଛୁ’

ଗରିବ ବ୍ୟକ୍ତି – ବର୍ତ୍ତମାନ ଗରିବ ବ୍ୟକ୍ତି ଥଟ୍ଟା ବି କରି ପାରିବ ନାହିଁ

ଜୋକ – ୫

ପପୁ (ରାଜୁ କୁ) – ଜାଣିଛୁ ମୋତେ ସବୁଠୁ ଅଧିକ ଗର୍ବ କେତେବେଳେ ହୋଇଥାଏ ?

ରାଜୁ – କେତେବେଳେ ଭାଇ ?

ପପୁ – ଯେତେବେଳେ ପରୀକ୍ଷାରେ କିଛି ଆସୁ ନ ଥିବ

ଓ ପଛରେ ଟିଚର ଆସି କହିବେ କି

‘କପି ଲୁଚାଅ ପଛ ପିଲା ଦେଖୁଛି’

ସେତେବେଳେ ମୋର ଛାତି ଚଉଡା ହୋଇଯାଏ

ଜୋକ – ୬

ସ୍ଵାମୀ ଓ ସ୍ତ୍ରୀ ମନ୍ଦିରକୁ ଗଲେ….

ସ୍ଵାମୀ (ସ୍ତ୍ରୀ କୁ) – ତୁମେ କଣ ମାଗିଲ ?

ସ୍ତ୍ରୀ – ଏହି କି ତୁମେ ଓ ମୁଁ ସାତ ଜନ୍ମ ପର୍ଯ୍ୟନ୍ତ ଏକାଠି ରହିବା

ସ୍ତ୍ରୀ – ଆଉ ତୁମେ କଣ ମାଗିଲ ?

ସ୍ଵାମୀ – ଭଗବାନଙ୍କ ଦୟାରୁ ଏହା ଆମର ସପ୍ତମ ଜନ୍ମ ହେଇଥାଉ

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।