ମାନବ ପ୍ରେମୀ ଆଦିତ୍ୟ ଦାସ ଦୁନିଆରୁ ଗଲା ପରେ ବି କାହା ପାଇଁ ଆଣିଦେଲେ ଖୁସି, ଆଦିତ୍ୟଙ୍କ ପାଇଁ ଆଜି ଗୋଟିଏ ମା’କୁ ମିଳିଗଲା ତା’ର ଝିଅ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କିଛି ଦିନ ତଳେ ସମାଜ ସେବି ଓ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିଥିଲା । ଏହା ପର ଠାରୁ ହିଁ ପୋଲିସ ଆଦିତ୍ୟ ଦାସଙ୍କ ମାମଲାକୁ ଆତ୍ମହତ୍ୟା ନା ହତ୍ୟା ଅଟେ ଏହା ଜାଣିବା ପାଇଁ ଯାଞ୍ଚ କରୁଛି । ଏମିତିରେ ପୁଣି ଥରେ ଆଦିତ୍ୟ ଦାସଙ୍କ ସମ୍ବନ୍ଧିତ ଏକ ନୂଆ ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଆଦିତ୍ୟ ଦାସଙ୍କ କାରଣରୁ ଜଣେ ଝିଅ ଓ ମା ମିଶି ପାରିଛନ୍ତି ।

କହିବାକୁ ଗଲେ ବୃଦ୍ଧା ଆଶ୍ରମରୁ ନିଜର ମାଙ୍କୁ ନେବା ପାଇଁ ଯାଜପୁର ଶାଶୁଘରୁ ଝିଅ ଆସିଛି । କହିବାକୁ ଗଲେ ଏହି ସବୁ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା ସହ ଜଡିତ ଅଟେ । କହିବାକୁ ଗଲେ ଆଦିତ୍ୟ ଦାସଙ୍କ ବୃଦ୍ଧା ଆଶ୍ରମରେ ସ୍ନେହା ମାଉସୀ ନାମକ ଜଣେ ବୟସ୍କ ମହିଳା ଆଶ୍ରୟ ନେଇ ଥିଲେ । ପରିବାରରେ ପୁଅମାନେ ନ ପଚାରିବାରୁ ସ୍ନେହା ମାଉସୀଙ୍କ ସାହାର୍ଯ୍ୟ ନିମନ୍ତେ ଆଦିତ୍ୟ ଦାସ ଆଗେଇ ଆସିଥିଲେ ଓ ଆଦିତ୍ୟ ଦାସ ତାଙ୍କୁ ନିଜର ବୃଦ୍ଧା ଆଶ୍ରମରେ ସାହାରା ଦେଇଥିଲେ ।

କିନ୍ତୁ ଯେତେବେଳେ ତାଙ୍କର ମୃତ୍ୟୁ ଖବର ଟିଭିରେ ପ୍ରସାରଣ ହେଲା ତେବେ ତାଙ୍କର ବୁଦ୍ଧା ଆଶ୍ରମରେ ଥିବା ସବୁ ଲୋକମାନେ ବି କାନ୍ଦି ଥିଲେ ଓ ଏହି ଦୃଶ୍ୟକୁ ଟିଭିରେ ବି ପ୍ରସାରଣ କରାଯାଇ ଥିଲା । ଏହା ପରେ ସ୍ନେହା ମାଉସୀଙ୍କ ଝିଅ ନିଜ ମାଙ୍କୁ ଟିଭିରେ ଦେଖିଲେ ଓ ବର୍ତ୍ତମାନ ସେ ନିଜ ମାଙ୍କୁ ନିଜ ସହିତ ନେଇ ଯିବା ପାଇଁ ଭୁବନେଶ୍ଵର ଆସିଛନ୍ତି । ଆପଣଙ୍କୁ କହିଦେଉଛୁ କି ମା ଓ ଝିଅ ସାକ୍ଷାତ ହେବା ପରେ ଦୁଇ ଜଣଙ୍କ ଆଖିରୁ କେବଳ ଲୁହ ଧାର ହିଁ ବହିବାକୁ ଲାଗିଛି ।

ଦୁଇ ଜଣ ପରସ୍ପରକୁ ଦେଖି ବହୁତ କାନ୍ଦୁଛନ୍ତି । ବର୍ତ୍ତମାନ ସେମାନେ ଖୁସି ବି ଅଛନ୍ତି ଅନ୍ୟ ପଟେ ଆଦିତ୍ୟ ଦାସଙ୍କ ମୃତ୍ୟୁ ଖବର ତାଙ୍କୁ ଦୁଖିତ କରି ଦେଉଛି । ସବୁଠୁ ଦୁଖର କଥା ଏହା ଅଟେ କି ସ୍ନେହା ମାଉସୀଙ୍କୁ ତାଙ୍କର ସ୍ଵାମୀ ଓ ପୁଅମାନେ ଘରୁ ବାହାର କରି ଦେଇଛନ୍ତି । ଶେଷରେ ସ୍ନେହା ମାଉସୀ ଘରୁ ଚାଲି ଆସି ଏହି ବୃଦ୍ଧାଶ୍ରମରେ ସାହାରା ନେଇ ଥିଲେ । କିନ୍ତୁ ବର୍ତ୍ତମାନ ମା ନିଜ ଝିଅକୁ ପାଇ ବହୁତ ଖୁସୀ ଅଛନ୍ତି ।

ଏମିତିରେ ଆମେ ସମସ୍ତେ ଆଦିତ୍ୟ ଦାସଙ୍କୁ ଧନ୍ୟବାଦ ଦେଉଛୁ କାରଣ ଆଜି ତାଙ୍କର ଏହି ସାହାର୍ଯ୍ୟ କାର୍ଯ୍ୟ ଯୋଗୁ ଆଜି ମା ଓ ଝିଅ ବହୁ ବର୍ଷ ପରେ ମିଶି ପାରିଛନ୍ତି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।