ଆଜିର ରାଶିଫଳ, 19 ଜୁଲାଇ 2020, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଏହି ୫ଟି ରାଶି ପାଇଁ ଆଜୋର ଦିନ ବହୁତ ଶୁଭ। ବାକି ରଖନ୍ତୁ ନିଜର ଧ୍ୟାନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

କାର୍ଯ୍ୟସ୍ଥଳ ଉପରେ ଅଚାନକ ପରିବର୍ତ୍ତନ ହେବ । ଏହି ପରିବର୍ତ୍ତନ ଆପଣଙ୍କ ପକ୍ଷରେ ରହିବ । ଆପଣଙ୍କ ସ୍ଥିତି ମଜବୁତ ହେବ ଓ ଆପଣ ସହଜରେ ଲୋକମାନଙ୍କୁ ପ୍ରଭାବିତ କରି ପାରିବେ । ଆଜି ପରାକ୍ରମ ଓ ବୁଦ୍ଧିର ଦିନ ଅଟେ । ଅଟକିଥିବା କାର୍ଯ୍ୟ ଗତି ଧରିବ । ଆପଣଙ୍କୁ ଯାତ୍ରା ଲାଭ ହେବ । ଭାଇମାନଙ୍କ ପୂର୍ଣ ସହଯୋଗ ମିଳିବ । ଆର୍ଥିକ ମାମଲାରେ କିଛି ପ୍ରୟାସ କରିବେ । ଯଦି କୌଣସି ପରୀକ୍ଷା କିମ୍ବା ପ୍ରତିଯୋଗିତାରେ ଆପଣ ଭାଗ ନେଉଛନ୍ତି ତେବେ ସେଥିରେ ସଫଳ ହୋଇ ପାରନ୍ତି ।

ବୃଷ

ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ । କାର୍ଯ୍ୟରେ ପ୍ରୟାସ ଜାରି ରଖନ୍ତୁ । ବାଣୀ ପ୍ରଦର୍ଶନ ଦ୍ଵାରା ଧର୍ନାଜନ ତଥା ଅଟକିଥିବା କାର୍ଯ୍ୟ ପୂର୍ଣ ହେବ । ସମାଜରେ ଆପଣଙ୍କ ଖ୍ୟାତି ବଢିବ । ଅଫିସରେ କୌଣସି ଖୁସି ଖବର ମିଳିପାରେ । ପ୍ରେମୀ ଯୋଡିମାନଙ୍କ ପାଇଁ ଭଲ ସମୟ ଅଛି । ନିଜର ପ୍ରେମର ଆନନ୍ଦ ନିଅନ୍ତୁ । ଅବିବାହିତ ଲୋକମାନଙ୍କ ଜୀବନରେ କୌଣସି ବିଶେଷ ବ୍ୟକ୍ତି ଆସିବେ । ଆପଣଙ୍କ କାର୍ଯ୍ୟର ପ୍ରଶଂସା ହୋଇପାରେ । ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ ।

ମିଥୁନ

ଆଜି ଶତ୍ରୁଙ୍କ ଉପରେ ଆପଣଙ୍କ ବିଜୟ ସୁନିଶ୍ଚିତ ଅଟେ । କୋର୍ଟ କଚେରି ମାମଲାରେ ଆପଣଙ୍କୁ ସଫଳତା ମିଳିବ । ଆର୍ଥିକ ଲାଭର ଯୋଗ ଅଛି । ଏହି ସମୟରେ ଆପଣଙ୍କୁ ବୁଝି ସୁଝି କାମ କରିବାକୁ ପଡିବ । ଯାତ୍ରା କରି ପାରିବେ ନାହିଁ । କିଛି କ୍ଷେତ୍ରରେ ସୁଖଦ ପରିଣାମ ମିଳିବ । ପାରିବାରିକ ସୁଖ ସୁବିଧା ବୁଦ୍ଧି ହେବ । ଏଥିପାଇଁ କିଛି ଧନ ଖର୍ଚ ବି ହେବ । ଗାଡି ସୁଖ ସୁବିଧା ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ଅଟେ । ବୈବାହିକ ଜୀବନରେ ଉତ୍ତମ ସୁଖ ପ୍ରାପ୍ତ ହେବ ।

କର୍କଟ

ଆଜି ବ୍ୟୟ ଅଧିକ ଗେବ । କିନ୍ତୁ ଆମଦାନୀ ସମିତି ରହିବ । ମାନସିକ ଚିନ୍ତା ବଢିବ । ବିପରୀତ ପରସିଥିତି ବି ନିଜ ପାଖରେ ରହିବ । ଆପଣଙ୍କ ମଧ୍ୟରେ ଅଦ୍ଭୁତ କ୍ଷମତା ଆସିବ । ଆଜି ସକାଳେ ଅଧିକ ଟଙ୍କା ଖର୍ଚ ହୋଇପାରେ । ବୁଝି ସୁଝି ଧନ ନିବେଶ କରନ୍ତୁ । ବ୍ୟର୍ଥ ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ସମ୍ଭବ ହୋଇପାରେ କି ଯାତ୍ରା ଅସଫଳ ରହିବ । ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଶୀଘ୍ରତାର ସହ କୌଣସି ବି କାମ କରନ୍ତୁ ନାହିଁ । କେଉଁ ସ୍ଥାନରୁ ଡାକରା ଆସିବ ତ ବୁଝି ସୁଝି ସେହି ସ୍ଥାନକୁ ଯାଆନ୍ତୁ ।

ସିଂହ

ଆଜି କୌଣସି ବି କାର୍ଯ୍ୟ କରିବେ, ସେଥିରେ ପୂର୍ଣ ଲାଭ ମିଳିବାର ସମ୍ଭାବନା ଅଛି । ମନ ପ୍ରସନ୍ନ ରହିବ । ଧନ ନିବେଶରେ ଲାଭର ପ୍ରବଳ ଯୋଗ ଅଛି । ଆପଣଙ୍କୁ କିଛି ଭଲ ପରିଣାମ ମିଳିବ । କାର୍ଯ୍ୟ କ୍ଷେତ୍ରରେ ପ୍ରଗତି କରିବେ । ବରିଷ୍ଠ ଲୋକମାନଙ୍କ ସହିତ କୌଣସି ବି ପ୍ରକାରର ତର୍କ ବିତର୍କ ଠାରୁ ବଞ୍ଚନ୍ତୁ । ଅବସ୍ଥା ଭଲ ରହିବ । ସମର୍ଥନ ନିଶ୍ଚିତ ମିଳିବ । ଶୁଭ ସମାଚାର ବି ମିଳିବ । ଆତ୍ମବିଶ୍ଵାସ ଏବଂ ପରାକ୍ରମରେ ବୁଦ୍ଧି ହେବ ଦ୍ଵାରା ସଫଳତା ପ୍ରାପ୍ତ ହେବ ।

କନ୍ୟା

ବ୍ୟାପାରରେ ଆଜି ଉନ୍ନତିର ଦିନ ଅଟେ । ଆଜି କରାଯାଇଥିବା କାର୍ଯ୍ୟ ଛଡା ଆପଣଙ୍କୁ ସଫଳତା ମିଳିବ । ଧନ ସମ୍ବନ୍ଧିତ ଲାଭର ସମ୍ଭାବନା ରହିବ । କାମରେ ବାଧାର ସାମ୍ନା କରିବାକୁ ପଡିବ । ଆଜି ଆପଣଙ୍କୁ ସମସ୍ୟାର ବି ସାମ୍ନା କରିବାକୁ ପଡିବ । ଆପଣଙ୍କ ଆଗାକୁ ବଢିବାର ଯୋଗ ଅଛି । ଅଫିସରେ ଆପଣଙ୍କ ଦାୟିତ୍ଵ ବଢିପାରେ । କୌଣସି ସାହାର୍ଯ୍ୟ ମିଳିପାରେ । ଶାନ୍ତ ରୁହନ୍ତୁ ଓ ସମସ୍ୟାକୁ ସମଧାନ କରିବାକୁ ଚେଷ୍ଟା କରନ୍ତୁ ।

ତୁଳା

ଭାଗ୍ୟ ଆଜି ଆପଣଙ୍କ ସାଥ ଦେବ । କରମ କରନ୍ତୁ ଫଳର ଆଶା କରନ୍ତୁ ନାହିଁ । ସବୁ କିଛି ଭାଗ୍ୟ ଉପରେ ଛାଡି ଦିଅନ୍ତୁ । କାର୍ଯ୍ୟରେ ସଫଳତା ମିଳିବ ଆର୍ଥିକ ରୂପରେ ପ୍ରସନ୍ନ ରହିବେ । ଆପଣଙ୍କ ସମ୍ମାନ ତଥା ଖ୍ୟାତି ବଢିବ । ବ୍ୟାପାରରେ ବିସ୍ତାର ହୋଇପାରେ । ଆପଣଙ୍କ ପରିଶ୍ରମ ରଙ୍ଗ ଆଣିବ । ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ । ଜୀବନସାଥୀଙ୍କ ସହିତ ଆନନ୍ଦମୟ ସାମୀ ବ୍ୟତୀତ କରିବେ । ନୂଆ ସମ୍ପର୍କ ସ୍ଥାପିତ ହେବ । କିଛି ମହତ୍ଵପୂର୍ଣ ନିଷ୍ପତି  ନେବେ ।

ବିଚ୍ଛା

ଆଜି ଯାତ୍ରା କରି ପାରିବେ ନାହିଁ । କୌଣସି ଅନାବଶ୍ୟକ ବାଦ ବିବାଦରେ ପଡନ୍ତୁ ନାହିଁ । କେଉଁଠୁ ବି ଖୁସି ମିଳିବ । ଆପଣ କିଛି ଜୋଖିମ ଭରା କାର୍ଯ୍ୟ କରିବେ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜିର ଦିନ ଉତ୍ତମ ଅଟେ । ଧାର୍ମିକ କାର୍ଯ୍ୟ କରିବେ । କରଜରୁ ଆପଣଙ୍କୁ ମୁକ୍ତି ମିଳିବ । ନୂଆ ସମ୍ପର୍କ ସ୍ଥାପିତ ହେବ । ଆପଣଙ୍କୁ ସମୟ ସମୟ ସାହାର୍ଯ୍ୟ ମିଳିବ । ଏହା ଦ୍ଵାରା ଆପଣଙ୍କୁ କଷ୍ଟର ସାମ୍ନା କରିବାକୁ ମିଳିବ । ନୂତନ ବ୍ୟବସାୟରେ ପ୍ରବେଶ କରିବେ ।

ଧନୁ

ଅଚାନକ କୌଣସି ସମାଚାର ମିଳିପାରେ । ଆର୍ଥିକ ରୂପରେ ଆପଣ ମଜବୁତ ଓ ସୁରକ୍ଷିତ ରହିବେ । କୌଣସି ପୁରୁଣା କରଜରୁ ମୁକ୍ତି ମିଳିବ । ଭାଗ୍ୟ ୭୫ ପ୍ରତିଶତ ସାଥ ଦେବ । ଆଜି ଉନ୍ନତିଦାୟକ ଦିନ ଅଟେ । ଆଜି ଜୀବନସାଥୀଙ୍କ ଛଡା ଅନ୍ୟ କୌଣସି ବ୍ୟକ୍ତିଙ୍କ ଠାରୁ ବି ସାହାର୍ଯ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଅଟକିଥିବା କାର୍ଯ୍ୟ ପୂର୍ଣ ଆରମ୍ଭ ହୋଇଯିବ । ଜୀବନସାଥିଙ୍କ ସହିତ ଆନନ୍ଦମୟୀ ସମୟ ବ୍ୟତୀତ କରିବେ । ପରିବାରସହ ସମ୍ବନ୍ଧ ଭଲ ରହିବ । କିନ୍ତୁ ସନ୍ତାନ କିମ୍ବା ତାହାର ଶିକ୍ଷାକୁ ନେଇ ଚିନ୍ତାରେ ରହିବେ ।

ମକର

ପ୍ରେମ ସମ୍ବନ୍ଧ ଭଲ ରହିବ । ସ୍ୱାସ୍ଥ୍ୟ ବି ଭଲ ରହିବ । ନିଶ୍ଚିତ ରୂପରେ ସଫଳତା ମିଳିବ । ଏହି ସମୟ ପାଇଁ ନିବେଶ କରନ୍ତୁ ନାହିଁ । ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆପଣ ଅଳ୍ପ ଚିନ୍ତାରେ ବି ରହି ପାରନ୍ତି । ପରିଶ୍ରମ ଅନୁପାତ ଲାଭ ପ୍ରାପ୍ତ ହେବ । ଆପଣ କୌଣସି ଗରିବ ବ୍ୟକ୍ତିଙ୍କ ଚିନ୍ତା କରିବେ । ଆପଣ ନିଜର ସ୍ୱାସ୍ଥ୍ୟକୁ ନେଇ ବି ଚିନ୍ତିତ ରହିବେ । ବର୍ତ୍ତମାନ ଧୀରେ ଧୀରେ ସ୍ଥିତିକୁ ବୁଝିବାକୁ ପଡିବ ।

କୁମ୍ଭ

ଆପଣଙ୍କୁ ହାନି ପହଞ୍ଚି ପାରେ । ଆପଣ ଅନାବଶ୍ୟକ କୌଣସି ଚିନ୍ତାରେ ପଡି ପାରନ୍ତି । ଆପଣଙ୍କ ଶାରୀରିକ ଓ ମାନସିକ ଚିନ୍ତା ରହିବ । ସନ୍ତାନ ସମ୍ବନ୍ଧିତ କିଛି ସମସ୍ୟା ହୋଇପାରେ । ଅଧିକ ଆୟ କରିବା ଚକରରେ କାହାର କଥାରେ ଆସନ୍ତୁ ନାହିଁ । ବ୍ୟାପାରରେ ନିବେଶ କରିବା ପାଇଁ ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ପଡିବ । ଏହି ସମୟ ଆପଣଙ୍କ ପାଇଁ ଖାସ ନୁହେଁ । ଆର୍ଥିକ ମାମଲାରେ ସଫଳତା ନିଶ୍ଚିତ ମିଳିବ କିନ୍ତୁ ଅଳ୍ପ ।

ମୀନ

ଶୁଭ ସମାଚାର କିମ୍ବା ଅଟକିଥିବା ଧନ ପ୍ରାପ୍ତ ହେବ । ଘରେ ଖୁସି ଆସିବ ଓ ପରିବାରର ବି ସହଯୋଗ ମିଳିବ । କୌଣସି ବି ଆର୍ଥିକ ନିଷ୍ପତି ନେବା ଓ ଶେୟାର ମାର୍କେଟରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ଆପଣଙ୍କ ମଧ୍ୟରେ ଉର୍ଜାରେ ସଂଚାର ହେବ । ଏହା ସହିତ ଆପଣଙ୍କୁ ସଠିକ ଦିଗ ମିଳିବ ଆର୍ଥିକ ନିବେଶ କରିବା ପାଇଁ । ଭାଗ୍ୟ ୫୦ ପ୍ରତିଶତ ସାଥ ଦେବ । ସାମାଜିକ ଓ ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଏହି ସମୟ ଅନୁକୂଳ ଅଟେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।