୧୭ ବର୍ଷ ବୟସରେ ହିଁ ରିୟା ଚକ୍ରବତୀ କରିଥିଲେ ଏମିତି କାରନାମା, ଦେଖିଲେ ଆପଣ ବି ଲାଜରେ ମୁହଁ ତଳକୁ କରିଦେବେ

ବର୍ତ୍ତମାନ ସିବିଆଇ ସୁଶାନ୍ତ ସିଂହ ରାଜପୁତଙ୍କ କେସକୁ ବହୁତ ଗମ୍ଭୀରତାର ସହ ଯାଞ୍ଚ କରୁଛି । ଏହି କେସ ସହ ଜଡିତ ରିୟାଙ୍କ ବିଷୟରେ ସବୁଦିନ କିଛି ନା କିଛି ରହସ୍ୟ ସାମ୍ନାକୁ ବି ଆସୁଛି । କହିବାକୁ ଗଲେ ରିୟାଙ୍କ ଜଣେ ପିଲାଦିନର ବନ୍ଧୁ କହିଛନ୍ତି କି ଏହା ପ୍ରଥମ ଥର ନୁହେଁ ଯେତେବେଳେ ରିୟା କୌଣସି କେସରେ ଫସିଛନ୍ତି । ତାଙ୍କର ବନ୍ଧୁଙ୍କ କହିବା ଅନୁସାରେ ମାତ୍ର ୧୭ ବର୍ଷ ବୟସରେ ରିୟା ଏମିତି ଏକ କାରନାମ କରିଥିଲେ କି ଯେଉଁ କାରଣରୁ ରିୟା ଓ ତାଙ୍କର ପରିବାରକୁ ସବୁକିଛି ଛାଡି ମୁମ୍ବାଇ ଆସିବାକୁ ପଡିଥିଲା ।

ଚାଳନ୍ତୁ ରିୟାଙ୍କ ଅସଲ ଚେହେରା ବିଷୟରେ ଜାଣିବା । କହିବାକୁ ଗଲେ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ରିୟା ଚକ୍ରବତୀଙ୍କୁ ସିବିଆଇ ଲଗାତାର ପୁଛତାଛ କରୁଛି ତେବେ ଅନ୍ୟ ପଟେ ରିୟା ବି ମିଡିଆ ସାମ୍ନାକୁ ଆସି ନିଜର ବୟାନ ଦେଉଛନ୍ତି ଓ ସମସ୍ତଙ୍କ ସାମ୍ନାରେ ସବୁ ପ୍ରଶ୍ନର ଜବାବ ଦେଉଛନ୍ତି ।

କିନ୍ତୁ ତାଙ୍କର ଜବାବ ସୁଶାନ୍ତଙ୍କ ଫ୍ୟାନମାନଙ୍କୁ ବିଲକୁଲ ବି ପସନ୍ଦ ଆସୁ ନାହିଁ । ଏମିତିରେ ରିୟା ନିଜ ଜାଲରେ ନିଜେ ହିଁ ଫସି ଯାଉଛନ୍ତି । ସୁଶାନ୍ତଙ୍କ ଭଉଣୀ ଓ ଅଙ୍କିତା ରିୟାଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାରର ବୟାନ ବି ଦେଉଛନ୍ତି ।

ଏହା ଛଡା ବର୍ତ୍ତମାନର ସବୁଠୁ ବଡ ଖବର ଏହା ଅଟେ କି ରିୟାଙ୍କ ପିଲାଦିନର ବନ୍ଧୁ ଓ ବେସ୍ଟଫ୍ରେନ୍ଡ ବି ରିୟାଙ୍କ ବିରୁଦ୍ଧରେ ବୟାନ ଦେଇଛନ୍ତି । ତାଙ୍କ ବନ୍ଧୁଙ୍କ କହିବା ଅଟେ କି ରିୟା ସ୍କୁଲ ସମୟରୁ ହିଁ ଏହିଭଳି ଅଟନ୍ତି । ସେ ପ୍ରାୟତଃ ନିଜ ମନରୁ କାହାଣୀ ତିଆରି କରି ଲୋକମାନଙ୍କୁ ମିଛ କହି ଆସୁଛନ୍ତି ଓ ବର୍ତ୍ତମାନ ସୁଶାନ୍ତଙ୍କ କେସରେ ବି ରିୟା ଏହିଭଳି କିଛି କରୁଛନ୍ତି । ରିୟା ସିବିଆଇକୁ ବାରମ୍ବାର ମିଛ ଓ ସତ କହିବାରେ ଲାଗିଛି ।

ସେ ସମସ୍ତଙ୍କ ସାମ୍ନାରେ ବିଚାରି ହେବାର ନାଟକ କରୁଛି । ତାଙ୍କ ବନ୍ଧୁ ଆଗକୁ କହିଲେ କି ସୁଶାନ୍ତ ସିଂହ ରାଜପୁତ ତାଙ୍କର ପ୍ରଥମ ବୟଫ୍ରେନ୍ଡ ନ ଥିଲେ । ସ୍କୁଲ ଟାଇମରୁ ହିଁ ରିୟା ବହୁତ ପୁଅ ସହ ରିଲେସନଶୀପରେ ରହିସାରିଛନ୍ତି । ସେ ସମସ୍ତଙ୍କ ଠାରୁ ମହଙ୍ଗା ମହଙ୍ଗା ଉପହାର ଓ ଟଙ୍କା ବି ନେଉଥିଲେ ଓ ଏହି ସର୍ତରେ ସେ ତାଙ୍କ ସହ ସମ୍ପର୍କ ରଖୁଥିଲେ । ଏହା ଛଡା ଏହା ବି କୁହାଯାଉଛି କି ରିୟା ନିଜର ୧୭ ବର୍ଷ ବୟସରେ ଏକ ଟିଭି ସିରିୟଲରେ କାମ କରିବା ଆରମ୍ଭ କରିଦେଇଥିଲେ ।

ସେଠି ବି ସେହି ଶୋର ୟୁନିଟ ରିୟାଙ୍କ ଉପରେ ଅସନ୍ତୋଷ ରହୁଥିଲେ । କାରଣ ରିୟା ସେଟ ଉପରେ ସବୁବେଳେ ସମସ୍ତଙ୍କ ସହିତ ଖରାପ ବ୍ୟବହାର କରୁଥିଲେ । ଏହା ସହିତ ସେଟ ଉପରେ ତାଙ୍କର ବହୁତ ଯୁବକ ସହ ସମ୍ପର୍କ ବି ଥିଲା ଓ ସେ ସମସ୍ତଙ୍କ ଠାରୁ ଟଙ୍କା ବି ନେଉ ଥିଲେ । ରିୟାର କିଛି ବନ୍ଧୁମାନେ କହିଲେ କି ରିୟା ସ୍କୁଲ ଟାଇମରୁ ହିଁ ଧନୀ ଓ ବଡ ଘରର ପୁଅମାନଙ୍କୁ ନିଜର ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଟଙ୍କା ନେଉଥିଲେ । ତାଙ୍କର ପ୍ରାୟତଃ ସବୁ ବୟଫ୍ରେନ୍ଡ ଆର୍ମୀ ଅଫିସରର ପୁଅମାନେ ଥିଲେ ।

କହିବାକୁ ଗଲେ ଏହିଭଳି କିଛି ରିୟା ସୁଶାନ୍ତଙ୍କ ସହ ବି କରୁଥିଲେ । ସିବିଆଇ ଯାଞ୍ଚ ଆରମ୍ଭ ହେବା ମାତ୍ରେ ହିଁ ବହୁତ କିଛି ରହସ୍ୟ ସାମ୍ନାକୁ ଆସୁଛି । ରିୟାଙ୍କ ଉପରେ ସୁଶାନ୍ତଙ୍କ ଟଙ୍କା ଚୋରୀ କରିବା ଓ ତାଙ୍କର ସମ୍ପତ୍ତି ହଡପ କରିବାର ଆରୋପ ଲାଗିସାରିଛି । ଏହା ସହିତ ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା ଓ କଳାଜାଦୁ କରିବା ଭଳି ଆରୋପ ବି ଲାଗିସାରିଛି । ଏମିତିରେ ବର୍ତ୍ତମାନ ସମସ୍ତେ ଆଶା କରୁଛନ୍ତି କି ସୁଶାନ୍ତଙ୍କୁ ଜଲ୍ଦି ନ୍ୟାୟ ମିଳୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।