ବିବାହ ପରେ ଆଜି ବହୁତ ବଦଳି ଯାଇଛନ୍ତି ଅଭିନେତ୍ରୀ ileana d’cruz, ଦେଖନ୍ତୁ କ’ଣ ରୁ ଆଜି କ’ଣ ହେଇଯାଇଛନ୍ତି ଇଲିଆନା

ସାଉଥ ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । ବଲିଉଡ ଅପେକ୍ଷା ସାଉଥ ଇଣ୍ଡଷ୍ଟ୍ରିର କଳାକାର ମାନେ ବେସ ଲୋକପ୍ରିୟତା ହାସଲ କରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଇଲିୟାନା ଡିକରୁଜଙ୍କ ଲାଇଫ ଷ୍ଟାଇଲ ବିଷୟରେ କିଛି କହିବାକୁ ଯାଉଛୁ । ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଇଲିୟାନା ଡିକରୁଜ ବର୍ତ୍ତମାନ ବଲିଉଡ ଦୁନିଆରେ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ଅଭିନେତ୍ରୀ ଇଲିୟାନା ନିଜର ସୁନ୍ଦରତା ପାଇଁ ନୁହେ ବରଂ ଅନ୍ୟକୁ ଆକର୍ଷିତ କରିବା ପାଇଁ ମଧ୍ୟ ଖୁବ ଫ୍ୟାମ୍ସ ହୋଇ ପାରିଛନ୍ତି ।

ଏଲିୟାନାଙ୍କର ଶେଷ ଫିଲ୍ମ “ରେଡ” ରେ ବଲିଉଡରେ ଅଭିନେତା ଅଜୟ ଦେବଗନଙ୍କ ସହ ୨୦୧୮ରେ ହୋଇଥିଲା । ତାଙ୍କର ପ୍ରଥମ ଫିଲ୍ମ ବରଫି ଥିଲା ଯାହା ପାଇଁ ସେ ବହୁତ ଲୋକପ୍ରିୟ ହୋଇଥିଲେ । ସେ ତାଙ୍କର ଫିଗରକୁ ନେଇ ବହୁତ ମେଣ୍ଟେନ କରିଥାନ୍ତି । ଖବର ମୁତାବକ ଅଭିନେତ୍ରୀ ଇଲିୟାନା କେବେ ବି ଜିମ ଯାଆନ୍ତି ନାହି । ସେ କିଛି ସାମାନ୍ଯ ବ୍ୟାୟାମ ବା ଯୋଗ ଦ୍ଵାରା ନିଜ ଫିଗରକୁ ମେଣ୍ଟେନ କରିଥାନ୍ତି । ବର୍ତ୍ତମାନ ସେ ବଲିଉଡ ଦୁନିଆରୁ ଦୂରେଇ ଥିଲେ ମଧ୍ୟ ନିଜର କିଛି ଫୋଟୋ ସୋସିଆଲ ମିଡିଆରେ ଶେୟାର କରନ୍ତି ।

ସୂତ୍ର ଅନୁଯାଇ ତାଙ୍କର ଏମିତି ଏକ ଫୋଟୋ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଲାଗୁନି ଯେ ସେ ଅଭିନେତ୍ରୀ ଇଲିୟାନା ଅଟନ୍ତି । ତାଙ୍କର ଭାଇରାଲ ହୋଇଥିବା ଏହି ଫୋଟୋରେ ସେ ବହୁତ ମୋଟା ଦେଖା ଯାଉଛନ୍ତି । ଏକ ଇଣ୍ଟରବିୟୁରେ ଇଲିୟାନା କହିଥିଲେ ଯେ ଏପରି ମୋଟା ହେବା ତାଙ୍କର ପିଲା ଦିନୁ ଏକ ରୋଗ ରହିଛି ଯାହା ପାଇଁ ସେ ମାନସିକ ଚିନ୍ତାରେ ରୁହନ୍ତି । ଏଥିପାଇଁ ସେ ନିଜ ପରିସ୍ଥିତି ସହ ଖାପ ଖୁଆଇ ରହିବାକୁ ଶିଖିଛନ୍ତି ବୋଲି ନିଜ ମତରେ କହିଥିଲେ । ବର୍ତ୍ତମାନ ସେ ବଲିଉଡ ଦୁନିଆରୁ ଦୂରେଇ ଅଛନ୍ତି ।

ଫିଲ୍ମ “ରେଡ” ପରେ ତାଙ୍କର ଅନ୍ୟ କୌଣସି ଫିଲ୍ମ ରିଲିଜ ହୋଇ ନାହି । ଖବର ଅନୁଯାୟୀ ସେ ତାଙ୍କର ବିଦେଶୀ ବଏଫ୍ରେଣ୍ଡଙ୍କ ସହ ମ୍ୟାରେଜ କରିଛନ୍ତି । କୁହା ଯାଉଛି ଯେ ମ୍ୟାରେଜ ପରେ ସେ ବହୁତ ମୋଟା ହୋଇ ଯାଇଛନ୍ତି । ସେଥିପାଇଁ ସେ ବଲିଉଡ ଠାରୁ ଦୂରରେ ଅଛନ୍ତି । ଆଶା କରା ଯାଉଛି ଯେ ଅଭିନେତ୍ରୀ ଇଲିୟାନା ବହୁତ ଜଲ୍ଦି ବଲିଉଡ ଇଣ୍ଡଷ୍ଟ୍ରିକୁ ଫେରିବେ । ସେ ପୁଣି ଥରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ରାଜ କରି ପାରିବେ ।

ବନ୍ଧୁଗଣ ଅଭିନେତ୍ରୀ ଇଲିୟାନାଙ୍କର ଏହି ନୂଆ ଲୁକକୁ ନେଇ ଆପଣ ମାନଙ୍କର କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।