ନିଜ ପ୍ରଥମ ପ୍ରେମକୁ ଛାଡି ଆଜି ବି ପସ୍ତାଉଛନ୍ତି Bollywood ର 90 ଦଶକର ଏହି ଫେମସ୍ ଅଭିନେତ୍ରୀ ମାନେ, 5 ନଂ ହିରୋଇନଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

୯୦ ଦଶକରେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁନ୍ଦରୀ ଅଭିନେତ୍ରୀ ଦେଖିବାକୁ ମିଳିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଭିନେତ୍ରୀଙ୍କୁ କାମ କରିବା ସମୟରେ ହିଁ ନିଜର ପ୍ରଥମ ପ୍ରେମ ମିଳି ଯାଇଥିଲା । ଯାହାଙ୍କ ସହ ଏହି ଅଭିନେତ୍ରୀ ମାନେ ଦୀର୍ଘ ସମୟ ଧରି ପ୍ରେମ ସମ୍ପର୍କରେ ରହିଥିଲେ । କିନ୍ତୁ ପରେ ଏମାନେ ନିଜ ପ୍ରଥମ ପ୍ରେମକୁ ଛାଡି ଅନ୍ୟ କାହା ସହ ବିବାହ କରି ନେଇଥିଲେ । କିନ୍ତୁ ନିଜ ପ୍ରଥମ ପ୍ରେମକୁ ଛାଡି ସେମାନେ ଏବେ ଖୁବ ପସ୍ତାଉଛନ୍ତି । ତେବେ ଚାଲନ୍ତୁ ଜାଣିବା ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ ।

୧- ୯୦ ଦଶକର ଟପ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ ଏକ ଫିଲ୍ମରେ କାମ କରିବା ବେଳେ ଟିନୁ ବର୍ମାଙ୍କୁ ପ୍ରେମ କରି ବସିଥିଲେ । ସେମାନେ ପ୍ରେମ ସମ୍ପର୍କରେ ଥିଲେ ଓ ଟିନୁ ତାଙ୍କ ପାଇଁ ନିଜ ପତ୍ନୀଙ୍କୁ ମଧ୍ୟ ଛାଡି ଦେଇଥିଲେ । କିନ୍ତୁ ମମତା ତାଙ୍କୁ ଧୋ-କା ଦେଇ ଡ୍ର-ଗ୍ସ ମା-ଫି-ଆ ଭିକି ଗୋସ୍ଵାମୀଙ୍କ ସହ ସମ୍ପର୍କ ରଖିଥିଲେ । କିନ୍ତୁ ଭିକିଙ୍କ ସହ ରିଲେସନ ରଖିବା ତାଙ୍କୁ ଖୁବ ଭାରି ପଡିଥିଲା । ଯାହାଫଳରେ ଏହି ସମ୍ପର୍କ ବେଶୀ ଦିନ ଚାଲିପାରି ନଥିଲା ।

୨- ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି ଯିଏ ଦିନେ ଖିଲାଡ଼ି ଅକ୍ଷୟ କୁମାରଙ୍କୁ ହୃଦୟ ଦେଇ ବସିଥିଲେ । କିନ୍ତୁ ଅକ୍ଷୟ ତାଙ୍କ ସହ ଡବଲ ଗେମ୍ ଖେଳୁଛନ୍ତି ଜାଣି ସେ ତାଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ଓ ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ସହ ସୁଖୀ ଜୀବନଯାପନ କରୁଥିଲେ । କିନ୍ତୁ ଯେବେଠାରୁ ରାଜ କୁନ୍ଦ୍ରା ଅ-ଶ୍ଳୀ-ଳ ଫିଲ୍ମ ମା-ମ-ଲା-ରେ ବ-ଦ-ନା-ମ ହେଲେ ସେବେଠାରୁ ସେ ଖୁବ ପସ୍ତାଉଛନ୍ତି ।

୩- ଅଭିନେତ୍ରୀ ଆୟେଶା ଝୁଲକା ମଧ୍ୟ ଏକ ସମୟରେ ନାନା ପାଟେକରଙ୍କୁ ଖୁବ ପ୍ରେମ କରୁଥିଲେ । କିନ୍ତୁ ନାନା ପାଟେକର ବିବାହିତ ଥିବାରୁ ସେ ତାଙ୍କ ଠାରୁ ଦୂରେଇ ବିଜନେସମ୍ୟାନ ସମୀର ବାସୀଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହ ପରେ ମଧ୍ୟ ସେ ନାନା ପାଟେକରଙ୍କୁ ଭୁଲି ପାରି ନାହାନ୍ତି ।

୪- ଏକ ସମୟରେ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ଖିଲାଡ଼ି ଅକ୍ଷୟ କୁମାରଙ୍କ ପ୍ରେମରେ ପଡିଥିଲେ । କିନ୍ତୁ ସେ ମଧ୍ୟ ଯେତେବେଳେ ଜାଣିଲେ ଅକ୍ଷୟ କୁମାର ଡବଲ ଗେମ୍ ଖେଳୁଛନ୍ତି ସେ ମଧ୍ୟ ତାଙ୍କ ଠାରୁ ଦୂରେଇ ଯାଇଥିଲେ ଓ ଫିଲ୍ମ ପ୍ରଡ୍ୟୁସର ଅନିଲ ଥଡାନୀଙ୍କୁ ବିବାହ କରିଥିଲେ । କିନ୍ତୁ ସେ ମଧ୍ୟ ଆଜି ଅକ୍ଷୟ କୁମାରଙ୍କ ସଫଳତା କୁ ଦେଖି ଖୁବ ପସ୍ତାଉଛନ୍ତି ।

୫- ଅଭିନେତ୍ରୀ ଜୁହି ଚାୱଲା ମଧ୍ୟ ଏକ ସମୟରେ ଶାହରୁଖ ଖାନଙ୍କ ପ୍ରେମରେ ପଡି ଯାଇଥିଲେ । କିନ୍ତୁ ଜୁହି ଚାୱଲାଙ୍କ ଜୀବନରେ ବିଜନେସମ୍ୟାନ ଜୟ ମେହତା ଆସିବା ପରେ ସେ ଶାହରୁଖଙ୍କୁ ଛାଡି ତାଙ୍କୁ ବିବାହ କରିଥିଲେ । ଜୁହି ଆଜି ଖୁବ ବିଳାସପୂର୍ଣ୍ଣ ଜୀବନ କଟୁଥିଲେ ମଧ୍ୟ ଆଜି ବି ଶାହରୁଖଙ୍କୁ ସଂପୂର୍ଣ୍ଣ ଭାବେ ଭୁଲି ପାରି ନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।