ବଲୀଉଡ ର ଏହି ୪ଟି ଅଭିନେତ୍ରୀଙ୍କ ପାଖରେ ଅଛି ନିଜର ପ୍ରାଇଭେଟ ଜେଟ୍, ୪ର୍ଥ ଜଣଙ୍କ ନାଁ ଜାଣିଲେ ବିଶ୍ବାସ କରିପାରିବେନି

ସବୁ ମଣିଷ ବଡ ହେବାକୁ ଏବଂ ଟଙ୍କା ଆୟ କରିବା ପାଇଁ ଚାହେଁ । ସେ ଚାହେଁ କି ତାହା ପାଖରେ ଏତେ ଟଙ୍କା ଥାଉ ଯାହାଦ୍ଵାର ସେ ତାହାର ଏବଂ ତା ପରିବାର ସବୁ ଆବଶ୍ୟକତାକୁ ପୂର୍ଣ୍ଣ କରି ପାରିବ । ବଲୀଉଡରେ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ କଷ୍ଟ କରି ସଫଳତା ପାଇଛନ୍ତି ଏବଂ ବହୁତ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି ।

ସେମାନେ ଆଜି ସବୁଠାରୁ ଧନୀ ଅଭିନେତ୍ରୀ ଅଟନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହାଙ୍କ ପାଖରେ ନିଜର ଏକ ପ୍ରାଇଭେଟ ଜେଟ୍ ଅଛି । ତେବେ ଆସନ୍ତୁ ଜାଣିବା ସେହି ସବୁ ଧନୀ ଅଭିନେତ୍ରୀ ମାନେ କିଏ-

ଶିଲ୍ପା ଶେଟ୍ଟୀ କୁଂଦ୍ରା

ଶିଲ୍ପା ଶେଟ୍ଟୀ ୨୦୦୯ ମସିହାରେ ପ୍ରତିଷ୍ଠିତ ଉଦ୍ୟୋଗପତି ରାଜ କୁଂଦ୍ରାଙ୍କୁ ବିବାହ କରିଥିଲେ । ରାଜ କୁଂଦ୍ରା ଏକ ସଫଳ ଏବଂ ଧନି ବ୍ୟବସାୟୀ ଅଟନ୍ତି । ୨୦୦୪ ମସିହାରେ ରାଜ କୁଂଦ୍ରାଙ୍କୁ ବ୍ରିଟେନର ସବୁଠୁ ଧନି ୧୯୮ ଲୋକମାନଙ୍କ ମଧ୍ୟରେ ସ୍ଥାନ ମିଳିଥିଲା । ରାଜ କୁଂଦ୍ରା ଭାରତୀୟ ହୋଇ ମଧ୍ୟ ଲଣ୍ଡନରେ ଏକ ପ୍ରତିଷ୍ଠିତ ବ୍ୟବସାୟୀ ଅଟନ୍ତି । ରାଜ କୁଂଦ୍ରାଙ୍କୁ ବାହା ହେବା ପରେ ଶିଲ୍ପା ଶେଟ୍ଟୀ ସବୁଠୁ ଧନି ଅଭିନେତ୍ରୀ ହୋଇ ଯାଇ ଥିଲେ । ବର୍ତ୍ତମାନ ସେ ଏକ ପ୍ରାଇଭେଟ ଜେଟ୍ ର ମାଳିକାଣୀ ଅଟନ୍ତି ।

ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଆଜି ବଲୀଉଡର ଟପ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । କେବଳ ବଲୀଉଡରେ ନୁହେଁ ହଲିଉଡରେ ମଧ୍ୟ ପ୍ରିୟଙ୍କା ବହୁତ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ପ୍ରିୟଙ୍କାଙ୍କ କାରଣରୁ ଭାରତର ନାମ ବର୍ତ୍ତମାନ ଇଂଟରନେଶନଲ ଲେବୁଲ ରେ ବଢି ସାରିଛି । ପ୍ରିୟଙ୍କା ଆଜି ଯେଉଁ ଜାଗାରେ ଅଛନ୍ତି ସେହି ଜାଗାକୁ ପହଞ୍ଚିବା ପାଇଁ ସେ ବହୁତ କଷ୍ଟ କରି ଛନ୍ତି । ବର୍ତ୍ତମାନ ତାଙ୍କ ପାଖରେ ଏକ ପ୍ରାଇଭେଟ ଜେଟ୍ ଅଛି ।

ଐଶ୍ୱର୍ୟା ରାୟ ବଚ୍ଚନ

ଐଶ୍ୱର୍ୟା ରାୟ ଏକ ଏମିତି ଅଭିନେତ୍ରୀ ଅଟନ୍ତି ଯେ କେବଳ ସୁନ୍ଦର ନୁହନ୍ତି, ବରଂ ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ପ୍ରିୟଙ୍କା ଏବଂ ଦୀପିକା ହଲିଉଡରେ ବହୁତ ନା କରିଛନ୍ତି, କିନ୍ତୁ କହିବାକୁ ଗଲେ ଭାରତକୁ ଦୁନିଆ ସାରା ପରିଚୟ ଐଶ୍ୱର୍ୟା ରାୟ ହିଁ ଦେଇ ଥିଲେ । କହି ଦେଉଛୁ ଯେ ବଚ୍ଚନ ପରିବାର ମଧ୍ୟରେ ୩ ଟି ପ୍ରାଇଭେଟ ଜେଟ ଅଛି । ଅମିତାଭ ବଚ୍ଚନ, ଅଭିଷେକ ଏବଂ ଐଶ୍ୱର୍ୟା ରାୟଙ୍କ ନିଜର ପ୍ରାଇଭେଟ ଜେଟ୍ ଅଛି ।

ମଲ୍ଲିକା ଶେହରାୱତ

ମଲ୍ଲିକା ଶେହରାୱତର ନାମ ବଲୀଉଡରେ ସବୁଠୁ ହଟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଆସିଥାଏ । ମଲ୍ଲିକା ବଲୀଉଡର ପ୍ରଥମ ଏମିତି ହିରୋଇନ ଯିଏକି ବୋଲ୍ଡ ସିନ୍ସ ଦେଇଛନ୍ତି । ସେ ବହୁତ କମ ଫିଲ୍ମ କରିଛନ୍ତି କିନ୍ତୁ ତାଙ୍କର ନାମ ବଲୀଉଡର ସବୁଠୁ ଧନୀ ଅଭିନେତ୍ରୀ ମାନକ ମଧ୍ୟରେ ଆସିଥାଏ । ମଲ୍ଲିକାଙ୍କ ପାଖରେ ମଧ୍ୟ ନିଜର ଗୋଟେ ପ୍ରାଇଭେଟ ଜେଟ୍ ଅଛି ।

ଆଶା କରୁଛୁ ଆମର ଏହି ଲେଖା ଆପଣଙ୍କୁ ପସନ୍ଦ ଆସିଥିବ । ଏମିତି ଅନେକ ବଲୀଉଡ ଖବର ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଲେଖାଟିକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ, ଧନ୍ୟବାଦ ।