ଗୋଟିଏ ସିରିୟଲ କାରଣରୁ ବୁଡି ଗଲା ଏହି ୫ ଜଣ ହିରୋଇନଙ୍କ କ୍ୟାରିୟର, ନମ୍ବର ୪ ତ ଥିଲା ସମସ୍ତଙ୍କର ଫେବରେଟ ବୋହୁ

ଟେଲିବିଜନ ଦୁନିଆରେ କାମ କରୁଥିବା କଳାକାରମାନଙ୍କର କ୍ୟାରିୟର ଯେତେ ଜଲ୍ଦି ଆକାଶକୁ ଛୁଇଁ ଥାଏ, ସେତିକି ଜଲ୍ଦି ତାଙ୍କର କ୍ୟାରିୟର ତଳକୁ ବି ଖସିଥାଏ । ଗୋଟିଏ ସିରିୟଲ ଦ୍ଵାରା ଘରେ ଘରେ ଲୋକପ୍ରିୟତା ବଢାଇଥିବା କଳାକାରମାନଙ୍କର କ୍ୟାରିୟର କେତେବେଳେ ଓ କେଉଁ ସିରିୟଲ ମାଧ୍ୟମରେ ବୁଡିଯିବ, ତାହା କହିବା କଷ୍ଟକର ଅଟେ । ଏହା ମଧ୍ୟରେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ, ଯେଉଁମାନଙ୍କର କ୍ୟାରିୟରକୁ କେବଳ ଗୋଟିଏ ଟେଲିବିଜନର ଧାରାବାହିକ ନେଇ ଡୁବିଲା ।

ସନାୟା ଈରାନୀ

Image courtesy: Google

କିଛି ସୁପରହିଟ ସିରିୟଲରେ କାମ କରିସାରିଥିବା ସନାୟା ଈରାନୀଙ୍କ ଗୋଟିଏ ଭୁଲ ନିଷ୍ପତ୍ତି ପାଇଁ ତାଙ୍କର କ୍ୟାରିୟର ନଷ୍ଟ ହୋଇଗଲା । ବହୁତ ସୁପରହିଟ ସିରିୟଲରେ କାମ କରିବା ପରେ ସନାୟା ଈରାନୀ ସିରିୟଲ ଛନଛନରେ କାମ କରିଲେ, ଯାହାକି ବହୁତ ଖରାପ ଭାବରେ ଫ୍ଲପ ହୋଇଗଲା । ଫ୍ଲପ ହେବା ପରେ ତାଙ୍କର କ୍ୟାରିୟର ପୂରାପୂରି ନଷ୍ଟ ହୋଇଯାଇଛି ।

ଶିବାନୀ ତୋମର

Image courtesy: Google

ସୁପରହିଟ ସିରିୟଲ ‘ଇସ ପ୍ୟାର କୋ କ୍ୟା ନାମ ଦୂଂ’ରୁ ନିଜର ପରିଚୟ କରିଥିବା ଶିବାନୀ ତୋମର ଯେତେବେଳେ ସିରିୟଲର ତୃତୀୟ ସିଜିନରେ କାମ କରିଲେ, ତେବେ ଦର୍ଶକମାନେ ତାଙ୍କର କାମକୁ ପସନ୍ଦ କରିଲେ ନାହିଁ । ଯାହା ପରେ ଶିବାନୀଙ୍କର କ୍ୟାରିୟର ପୁରାପୁରି ନଷ୍ଟ ହୋଇଯିବା ଭଳି ନଜର ଆସୁଛି । କହିବାକୁ ଗଲେ ଶିବାନୀ ନିଜର ସିରିୟଲ ଦ୍ଵାରା ଘରେ ଘରେ ଫେମସ ହୋଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର କୌଣସି ଡିମାଣ୍ଡ ନାହିଁ ।

ତେଜସ୍ୱୀ ପ୍ରକାଶ

Image courtesy: Google

ତେଜସ୍ୱୀ ପ୍ରକାଶ ବହୁତ ଭଲ ଅଭିନେତ୍ରୀ ଅଟନ୍ତି, ଯିଏକି ବହୁତ ସିରିୟଲରେ କାମ କରିଲେ, କିନ୍ତୁ ତାଙ୍କ ଜୀବନର ଖଳନାୟକ ଏକ ସିରିୟଲ ହୋଇଗଲା । ଯେତେବେଳେ ସିରିୟଲ ‘ପହରେଦାର ମୈଂ ପିୟା କୀ’ରେ ତାଙ୍କର କାମ କରିଲେ ତେବେ ଦର୍ଶକମାନେ ତାଙ୍କୁ ବହୁତ ଟ୍ରୋଲ କରିଲେ । ଏତିକି ନୁହେଁ, ଏହି ସିରିୟଲ ପରେ ତେଜସ୍ୱୀ ପ୍ରକାଶଙ୍କର କ୍ୟାରିୟର ପୂରାପୂରି ଫ୍ଲପ ହୋଇଗଲା ।

ହିନା ଖାନ

Image courtesy: Google

ଟେଲିବିଜନର ଟପ ଅଭିନେତ୍ରୀମାନଙ୍କ ମଧ୍ୟରେ ହୀନା ଖାନଙ୍କର ନାମ ସର୍ବ ପ୍ରଥମେ ନିଆଯାଏ । ସିରିୟଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଭାରତର ସମସ୍ତ ଘରେ ଅକ୍ଷରା ବୋହୁ ନାମରେ ପ୍ରସିଦ୍ଧ ହୋଇଥିବା ହୀନା ଖାନଙ୍କର ସବୁଠୁ ବଡ ଭୁଲ ଏହା ଥିଲା କି ସେ ଏହି ସୋ କୁ ଛାଡି ବିଗବସକୁ ଚାଲିଗଲେ । କିନ୍ତୁ ଏହା ଦ୍ଵାରା ତାଙ୍କ କ୍ୟାରିୟରକୁ ସେମିତି କିଛି ଫରକ ପଡି ନାହିଁ । ସେ ବର୍ତ୍ତମାନ ଏକ ବଡ ଶୋ ଖୋଜୁଛନ୍ତି ।

କୃତିକା କାମରା

Image courtesy: Google

ସିରିୟଲ ‘କିତନୀ ମୋହବ୍ବତେଂ ହୈ’ରୁ ହିଟ ହୋଇଥିବା କୃତିକା କାମରାଙ୍କର କ୍ୟାରିୟରକୁ ସୋନି ଟିଭିର ସିରିୟଲ ରିପୋର୍ଟର ନେଇ ଡୁବିଲା । କହିବାକୁ ଗଲେ ଏହି ସିରିୟଲରେ ତାଙ୍କୁ ରିପୋର୍ଟର ରୂପରେ ପସନ୍ଦ କରାଗଲା ନାହିଁ ଓ ଶୋ ପୂରାପୂରି ଫ୍ଲପ ହୋଇଗଲା । ଯାହା ପରେ ବର୍ତ୍ତମାନ ପର୍ଯ୍ୟନ୍ତ କୃତିକା କାମରା କୌଣସି ସିରିୟଲରେ ନଜର ଆସି ନାହାନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।