ଆସିଲା ଖୁସିର ଖବର, ବିବାହ କରିବେ Nua Bohu ସିରିଏଲ ର ରାଧିକା ଓ ସାତ୍ଵିକ

ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର କଳାକାର ମାନଙ୍କୁ ବେଶ ଭଲ ବହେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଅଭିନୟ ପାଇଁ ନୁହେଁ ବରଂ ପର୍ସାନାଲିଟି, ଷ୍ଟାଇଲିସ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନତି । ଠିକ ସେହିପରି ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ କିଛି କାମରେ ନାହାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଟିଭି ଜଗତର ଅଭିନେତ୍ରୀ ରାଧିକା ଓ ଅଭିନେତା ସାତ୍ଵିକ ଯିଏ “ନୂଆ ବୋହୁ” ସିରିଏଲର ଅଭିନୟ କରୁଛନ୍ତି ଦୁହେଁ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି ସେହି ବିଶୟରେ କିଛି ବିଶେଷ ସୂଚନା ଦେବାକୁ ଯାଉଛୁ । ଆପଣ ମାନେ ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ନୂଆ ବୋହୁ” ନିଶ୍ଚୟ ଦେଖୁଥିବେ ।

ଏହି ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ରାଧିକା ଓ ଅଭିନେତା ସାତ୍ଵିକ ନିଜର ସାନଦାର ଅଭିନୟ ଜାରି ରଖିଛନ୍ତି । ଦୁହିଙ୍କ ପାଇଁ ଏହି ସିରିଏଲଟି ଖୁବ ଲୋକପ୍ରିୟ ହୋଇ ଘରେ ଘରେ ପରିଚିତ ହୋଇ ପାରିଛି । ବର୍ତ୍ତମାନ ଖବର ଅନୁଯାୟୀ ଦୁହେଁ ବହୁତ ଜଲ୍ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଏହି ସିରିଏଲରେ ରାଧିକା ଓ ସାତ୍ଵିକଙ୍କର ପ୍ରେମ କାହାଣୀ ଦର୍ଶକ ମାନଙ୍କୁ ବେଶ ପ୍ରଭାବିତ କରି ପାରିଛି । ସିରିଏଲ “ନୂଆ ବୋହୁ”ରେ ରାଧିକା ଓ ସାତ୍ଵିକଙ୍କର ଜୀବନୀ ବେଶ ସୁନ୍ଦର ଭାବେ ଆଧାରିତ ହୋଇଛି । ଏହି ସିରିଏଲରେ ରାଧିକା ଜଣେ ସ୍ତ୍ରୀ ହେବା ସହ ଭଲ ବୋହୁ, ଭାଉଜ ଭୂମିକାରେ ମଧ୍ୟ ନଜର ଆସିଛନ୍ତି । ଏହା ବ୍ଯତୀତ ଅଭିନେତା ସାତ୍ଵିକ ମଧ୍ୟ ଜଣେ ଭଲ ସ୍ଵାମି, ପୁଅ ଓ ଭାଇ ଚରିତ୍ରରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଛନ୍ତି ।

ଅନ୍ୟ ପାଖରେ ଦେଖିବାକୁ ଗଲେ ଏହି ଦୁଇ ଯୋଡି ରିୟଲ ଲାଇଫରେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତୁ ବୋଲି ଏମାନଙ୍କ ଫ୍ୟାନ୍ସ ମାନେ ଅପେକ୍ଷାରେ ଅଛନ୍ତି । ଗତ କିଛି ଦିନ ହେବ ରାଧିକା ଲାଇଭ ଆସିଥିବା ବେଳେ ତାଙ୍କର ଜଣେ ଫ୍ୟାନ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ କେବେ ସାତ୍ଵିକଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହା ଛଡା ଫ୍ୟାନ ଜଣକ ରାଧିକାଙ୍କୁ ପଚାରିଥିଲେ ଯେ ଆପଣ କଣ ସାତ୍ଵିକଙ୍କୁ ପ୍ରେମ କରୁଛନ୍ତି । ଏହା ପରେ ଉତ୍ତରରେ ରାଧିକା କିଛି ନ କହି କେବଳ ହସି ଦେଇଥିଲେ ।

ବର୍ତ୍ତମାନ ଲକ ଡାଉନ ଯୋଗୁ ଶୁଟିଙ୍ଗ ବନ୍ଦ ଥିବାରୁ ରାଧିକା ନିଜ ଘର ବାରିପଦରେ ଅଛନ୍ତି । ତେବେ ଏହି କଥାରୁ ସ୍ପଷ୍ଟ ହେଉଛି ଯେ ରାଧିକା ତାଙ୍କ ଫ୍ୟାନ୍ସର ପ୍ରଶ୍ନର ଉତ୍ତର ନ ଦେଇ କେବଳ ହସିଥିଲେ ଏହାର ଅର୍ଥ ହେଉଛି ରାଧିକା ଓ ସାତ୍ଵିକ ବହୁତ ଜଲ୍ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ବନ୍ଧୁଗଣ ରାଧିକା ଓ ସାତ୍ଵିକଙ୍କ ଯୋଡି ଆପଣ ମାନଙ୍କୁ କିପରି ଲାଗେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।