ସୀତା ଙ୍କ ରୋଲ ପାଇଁ 12 କୋଟି ଟଙ୍କା ଚାର୍ଜ କରୁଥିବା Kareena Kapoor ଫିଲ୍ମ ରୁ ହେଲେ ବାହାର, ଏବେ ସୀତାଙ୍କ ରୋଲରେ ନଜର ଆସିବେ ଏହି Actress

ଆଜିକାଲି କିଛି ମେକର ମାନେ ପୌରାଣିକ ଓ କାହାଣୀ ସହ ଜଡିତ ନଜରରେ ନିଜକୁ ଫେସ କରୁଛନ୍ତି । ଏହି ସମୟରେ “ବାହୁବଲି” ଫିଲ୍ମର ଲେଖକ ବିଜୟେନ୍ଦ୍ର ପ୍ରସାଦ ରାମାୟଣ କାହାଣୀରେ ସୀତାଙ୍କ ନଜରେ ଦେଖିବାକୁ ପ୍ରୟାସ କରୁଛନ୍ତି ।

ଏହି ଚରିତ୍ର ପାଇଁ ସେ କରିନା କପୁରଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ତାଙ୍କୁ ବିରୋଧ କରା ଯାଇଥିଲା ଓ ସୋସିଆଲ ମିଡିଆରେ କଙ୍ଗନାଙ୍କୁ ଏହି ଫିଲ୍ମରେ ନେବାକୁ ନିଷ୍ପତି ନିଆ ଯାଇଥିଲା । ସୂଚନା ଅନୁସାରେ ବିଜୟେନ୍ଦ୍ର କିଛି ସମୟ ପୂର୍ବେ “ସୀତା-ଦ ଇଙ୍କାରନେସନ” ନାମକ ଏକ ଫିଲ୍ମର ଘୋଷଣା କରିଥିଲେ । ଏହି ଫିଲ୍ମରେ ବଡ ଲେବଲରେ ସୁଟ କରାଯିବ ଓ ଦେଶର ୫ଟି ଭାଷାରେ ଏହି ଫିଲ୍ମର କାହାଣୀ କରାଯିବ ।

ଏହି ଫିଲ୍ମରେ ମେକର ପାଇଁ କରିନା କପୁରଙ୍କ ସହ ଆଲୋଚନା କରିଥିଲେ । କରିନା ଏହି ଚରିତ୍ର ପାଇଁ ୧୨ କୋଟି ଟଙ୍କା ଡିମାଣ୍ଡ କରିଥିଲେ । ସବୁଠାରୁ ବଡ ଆଶ୍ଚର୍ଯ୍ୟ କଥା ସାମ୍ନା ଆସିଛି ଯେ ଏହି ଫିଲ୍ମର ବଜେଟ ହେଉଛି ୩୦୦ କୋଟି ଟଙ୍କା ।

ବର୍ତ୍ତମାନର ଖବର ଅନୁଯାୟୀ ଏହି ଫିଲ୍ମରେ କରିନାଙ୍କୁ ନ ନେଇ କଙ୍ଗନା ରୋନତଙ୍କୁ ନେବା ପାଇଁ କୁହା ଯାଇଛି । ଏହି ଫିଲ୍ମରେ ଲେଖେକ ପ୍ରସାଦ କଙ୍ଗନାଙ୍କୁ ଆଣିବା ପାଇଁ ଚିନ୍ତା କରୁଛନ୍ତି । ଏହି ଫିଲ୍ମ ସହ ଯୋଡା ହୋଇଥିବା ସୂତ୍ର ଅନୁଯାଇ ଲେଖକ କେବେ ବି କରିନାଙ୍କୁ ଏହି ଫିଲ୍ମ କରିବା ପାଇଁ ବାଧ୍ୟ କରି ନାହାନ୍ତି । ଲେଖକ ପ୍ରସାଦଙ୍କ ମତରେ କଙ୍ଗନା ଏହି ଫିଲ୍ମ ପାଇଁ ପରଫେକ୍ଟ ରହିବେ । ଏହି ଫିଲ୍ମର କାଷ୍ଟିଙ୍ଗକୁ ନେଇ ଶେଷ ନିଷ୍ପତି ନିଆଯାଇ ନାହି । ପ୍ରସାଦ ବର୍ତ୍ତମାନ “ଟ୍ରିପାଲ ଆର”ରେ ବ୍ୟସ୍ତ ଅଛନ୍ତି ଯାହାକୁ ତାଙ୍କ ପୁଅ ଏସ ଏସ ରାଜାମୋଲି ପ୍ରସ୍ତୁତ କରିଛନ୍ତି ।

ଅଭିନେତ୍ରୀ କଙ୍ଗନାଙ୍କ ବିଷୟରେ କହିବାକୁ ଗଲେ ଦର୍ଶକ ମାନେ ତାଙ୍କର “ଥଲାଇବି” ଫିଲ୍ମ ରିଲିଜ ହେବାର ଅପେକ୍ଷାରେ ଅଛନ୍ତି । କୋରୋନା ଯୋଗୁ ଏହି ଫିଲ୍ମ ରିଲିଜ ହୋଇପାରୁ ନାହି । ଏହା ସହ କଙ୍ଗନା “ତେଜସ”, “ଧାକଡ”, “ମଣିକରଣିକା ରିଟର୍ନ୍ସ- ଦ ଲିଜେଡ ଅଫ ଦିଦ୍ୟା” ଫିଲ୍ମରେ ମହଦୀ ନଜର ଆସିବେ । ସେହି ପରି କଙ୍ଗନା ନିଜର ଅପକମିଂ ଫିଲ୍ମରେ ଇନ୍ଦିରାଗାନ୍ଧି ଭୂମିକାରେ ଅଭିନୟ କରିବାର ନଜର ଆସିବେ ।

ସେହିପରି କରିନା କପୁରଙ୍କ କାମ ବିଷୟରେ କହିବାକୁ ଗଲେ ସେ ୨୦୨୦ରେ ଫିଲ୍ମ “ଇଂରାଜୀ ମିଡିୟମ”ରେ ନଜର ଆସିଥିଲେ । ଏହି ଫିଲ୍ମରେ କରିନାଙ୍କ ସହ ଅଭିନେତା ଇରଫାନ ଖାନ ଓ ଅଭିନେତ୍ରୀ ରାଧିକା ମାଦାନ ନଜର ଆସିଥିଲେ । କରିନାଙ୍କର ଅପକମିଙ୍ଗ ଫିଲ୍ମ ଅମିର ଖାନଙ୍କ ସହ “ଲାଲ ସିଂହ ଚଡା”ରେ ନଜର ଆସିବେ ।

ଏହି ଫିଲ୍ମରେ ତାଙ୍କ ସହ ରଣବିର ସିଂ, ଅନିଲ କପୁର, ଆଲିଆ ଭଟ୍ଟ, ବିକି କୋଶଳ, ଭୂମି ପେଡନକର, ଜାହ୍ନବୀ କପୁର ମହତ୍ଵପୂର୍ଣ୍ଣ ରୋଲରେ ନଜର ଆସିବେ । ଯେତେବେଳୀ  ସୀତା ଚରିତ୍ରକୁ ନେଇ କରିନାଙ୍କ ନାଁ ନିଆ ଯାଇଥିଲା ସେତେବେଳେ ସୋସିଆଲ ମିଡିଆରେ ଅନେକ ଆଲୋଚନା ହୋଇଥିଲା । ଏହି ଚରିତ୍ର ପାଇଁ କଙ୍ଗନା ଓ ଯାମି ଗୌତମୀଙ୍କ ନାଁ ମଧ୍ୟ ନିଆ ଯାଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।