ଖୁବ କମ ବୟସରେ ଦୁନିଆକୁ ଅଲବିଦା କହି ସାରିଛନ୍ତି Ollywood ର ଲୋକପ୍ରିୟ ଏହି 10 ଜଣ ଷ୍ଟାର, 3 ନମ୍ବର ଅଭିନେତ୍ରୀଙ୍କର ଥିଲା ସବୁଠୁ କମ ବୟସ

ଓଲିଉଡ ଜଗତରେ ଅଭିନୟ କରି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ହୃଦ୍ୟାରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସପହଲ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଜଗତର ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ଯୁବାବସ୍ଥାରେ ସେମାନଙ୍କର ଦେ-ହା-ନ୍ତ ହୋଇଛି ଓ ସେମାନେ ଆଜି ଆମ ଗହଣରେ ଆଉ ନାହାନ୍ତି ।

୧- “ଅଜିତ ଦାସ” : ଓଡିଆ ଫିଲ୍ମ ଜଗତରେ ଅନେକ ଫିଲ୍ମ ଓ ସିରିଏଲରେ ଅଭିନୟ କରି ଅଭିନେତା ଅଜିତ ଦାସ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ୨୦୨୦ରେ ସେ କୋରୋନାରେ ମୃତ୍ୟୁବରଣ କରିଥିଲେ । ସେତେବେଳେ ତାଙ୍କର ବୟସ ୭୧ ବର୍ଷ ଥିଲା ।

୨- “ରବି ମିଶ୍ର” : ଓଡିଆ ଜଗତରେ ଅନେକ ଧାରାବାହିକରେ ଅଭିନୟ କରି ଲୋକପ୍ରିୟ ଅଭିନେତା ଭାବେ ରବି ମିଶ୍ର ପରିଚିତ ଅଟନ୍ତି । ସେ ଚଳିତ ବର୍ଷ ହାର୍ଟ ସମସ୍ଯା ଯୋଗୁ ମୃ-ତ୍ୟୁ-ବ-ର-ଣ କରିଥିଲେ । ସେତେବେଳେ ତାଙ୍କର ବୟସ ୬୪ ବର୍ଷ ଥିଲା ।

୩- “ଦୀପା ସାହୁ” : ଓଡିଆ ଜଗତର ଚୂଲବୁଲି ନାୟିକା ଭାବେ ଅଭିନେତ୍ରୀ ଦୀପା ସାହୁ ଅନେକ ଆଲବମରେ ନିଜର ଜବରଦସ୍ତ ଅଭିନୟ ଦେଇଛନ୍ତି । ତାଙ୍କୁ ୩୪ ବର୍ଷ ହୋଇଥିବା ବେଳେ ସେ କ୍ୟାନ୍ସରରେ ପୀଡିତ ହୋଇ ୨୦୨୦ରେ ମୃତ୍ୟୁବରଣ କରିଥିଲେ ।

୪- “ବିଜୟ ମହାନ୍ତି” : ଓଡିଆ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଅନେକ ହିଟ ଫିଲ୍ମରେ କାମ କରିଥିବା ଅଭିନେତା ବିଜୟ ମହାନ୍ତିଙ୍କୁ କିଏ ନ ଜାଣିଛନ୍ତି । ତାଙ୍କୁ ୭୦ ବର୍ଷ ହୋଇଥିବା ବେଳେ ହାର୍ଟ ଆଟାକରେ ମୃ-ତ୍ୟୁ-ବ-ର-ଣ କରିଥିଲେ ।

୫- “ସଲିଲ ମିତ୍ର” : ଓଡିଆ ଜଗତରେ ହାସ୍ୟ ଅଭିନେତା ଭାବେ ସଲିଲ ମିତ୍ର ପରିଚିତ ତଣ୍ଟି । ତାଙ୍କର ମୃତ୍ୟୁ ୫୨ ବର୍ଷରେ ହୋଇଥିଲା ।

୬- “ହର ପଟ୍ଟନାୟକ” : ଓଡିଶାରେ ଖଳନାୟକ ଭାବେ ଓଲିଉଡ ଜଗତରେ ଫ୍ୟାମ୍ସ ଅଭିନେତା ହର ପଟ୍ଟନାୟକ କିଏ ନ ଜାଣିଛନ୍ତି । ସେ କ୍ୟାନ୍ସରରେ ପୀଡିତ ହୋଇ ୫୬ ବର୍ଷରେ ଏ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇଥିଲେ ।

୭- “ତପୁ ମିଶ୍ର” : ଓଲିଉଦ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ର ନିଜର ଗୀତ ପାଇଁ ଲୋକପ୍ରିୟ ହୋଇ ପାରିଛନ୍ତି । ଗତ କିଛି ଦିନ ହେବ ତାଙ୍କର କୋରୋନାରେ ମୃ-ତ୍ୟୁ-ବ-ର-ଣ ହୋଇଛି । ମୃତ୍ୟୁ ସମୟରେ ତାଙ୍କର ବୟସ ୩୬ ବର୍ଷ ଥିଲା ।

୮- “ଅନିତା ଦାସ” : ଓଡିଆ ଜଗତରେ ଅନେକ ହିଟ ଫିଲ୍ମରେ କାମ କରି ଲୋକପ୍ରିୟ ଅଭିନେତ୍ରୀ ଅନିତା ଦାସ ହାର୍ଟ ଆଟାକରେ ମୃ-ତ୍ୟୁ-ବ-ର-ଣ କରିଥିଲେ । ସେହି ସମୟରେ ତାଙ୍କର ବୟସ ୫୧ ବର୍ଷ ଥିଲା ।

୯- “ଦେବୁ ବୋଷ” : ଅଭିନେତା ଦେବୁ ବୋଷ ଓଡିଆ ଜଗତରେ ଅନେକ ଫିଲ୍ମରେ କାମ କରି ଖୁବ ଚର୍ଚ୍ଚାରେ ରହିଥିଲେ । ତାଙ୍କୁ ୭୫ ବର୍ଷ ହୋଇଥିବା ବେଳେ ତାଙ୍କର ହାର୍ଟ ଆଟାକରେ ନି-ଧ-ନ ହୋଇଥିଲା ।

୧୦- “ରାନୁ ପରିଜା” : ଅଭିନେତ୍ରୀ ରାନୁ ପରିଜା ଓଲିଉଡରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଅନେକ ଫିଲ୍ମରେ ନଜର ଆସିଛନ୍ତି । ସେ ୫୧ ବର୍ଷରେ ହାର୍ଟ ଆଟାକରେ ମୃ-ତ୍ୟୁ-ବ-ର-ଣ କରିଥିଲେ ।

ଏମାନଙ୍କ ମଧ୍ୟରୁ ଆପଣଙ୍କୁ କିଏ ସବୁଠୁ ଅଧିକ ପସନ୍ଦ ଲାଗନ୍ତି କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ