ରାଜା ମହାରାଜାଙ୍କ ଭଳି ଜୀବନ ବିତାଉଛନ୍ତି ଫ୍ଲପ ହେଇ ଭାରତୀୟ ଦଳରୁ ବାହାରି ସାରିଥିବା ଏହି ସବୁ ଖେଳାଳି

ଦେଶ ସପକ୍ଷରେ ଖେଳୁଥିବା ସବୁ କ୍ରିକେଟର ମାନଙ୍କର ସ୍ଵପ ଥାଏ କି ସେ ଜବରଦସ୍ତ ପ୍ରଦର୍ଶନ କରି ଅଧିକରୁ ଅଧିକ ସମୟ ପର୍ଯ୍ୟନ୍ତ ନିଜ ଦେଶର ପ୍ରତିନିଧିତ୍ଵ ଅନ୍ତରାଷ୍ଟ୍ରୀୟ ସ୍ତରରେ କରିବେ । ଭାରତ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶହ ଶହ ଖେଳାଳି ଡେବ୍ୟୁ କରିଛନ୍ତି । ଏଥି ମଧ୍ୟରୁ କିଛି ଖେଳାଳି ନିଜର କ୍ୟାରିୟର କୁ ଲମ୍ବା କରିବାରେ ସଫଳ ହୋଇଛନ୍ତି । କିଛି ଭାରତୀୟ ଖେଳାଳି ଏମିତି ଥିଲେ କି ଯେଉଁ ମାନେ ବହୁତ ଶୀଘ୍ର ଫ୍ଲପ ହୋଇ ଯିବାରୁ ଦଳରୁ ବାହାରି ଯାଇଥିଲେ । ଆଜି ଆମେ ଆପଣଣଙ୍କୁ କିଛି ଏମିତି ଫ୍ଲପ କ୍ରିକେଟର ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ରାଜା ମହାରାଜା ମାନଙ୍କ ଭଳି ଜୀବନ ବଞ୍ଚୁଛନ୍ତି ।

୧ – ଷ୍ଟୁଆର୍ଟ ବିନ୍ନୀ

ଷ୍ଟୁଅର୍ଟ ବିନ୍ନୀ ଭାରତ ପକ୍ଷରୁ ୬ଟି ଟେଷ୍ଟ ମ୍ୟାଚରେ ୧୯୪ ରନ ଏବଂ ୧୪ଟି ୱାଣ୍ଡେ ମ୍ୟାଚରେ ୨୩୦ ରନ କରିଛନ୍ତି । ଷ୍ଟୁଅର୍ଟ ବିନ୍ନୀ ଙ୍କ ସ୍ତ୍ରୀ ଜଣେ ଆଙ୍କର ଅଟନ୍ତି । ବର୍ତ୍ତମାନ ବିନ୍ନୀ ଙ୍କ ଜୀବନ ଯାପନ କୌଣସି ରାଜା ଙ୍କ ଠାରୁ କମ ନୁହେଁ ।

୨ – ରୋହନ ଗାବସ୍କର

ସୁନୀଲ ଗାବସ୍କର ଙ୍କ ପୁଅ ରୋହନ ଗାବସ୍କର ଙ୍କର କ୍ରିକେଟ କ୍ୟାରିୟର କିଛି ଭଲ ରହିଲା ନାହିଁ । ରୋହନ ୧୧ଟି ୱାଣ୍ଡେ ମ୍ୟାଚରେ କେବଳ ୧୫୧ ରନ କରିବାରେ ସଫଳ ହୋଇଥିଲେ । ରୋହନ ଙ୍କ ବାପା ଜଣେ ଭଲ କ୍ରିକେଟର ହୋଇ ଥିବାରୁ ତାଙ୍କ ପାଖରେ ଟଙ୍କାର କମି ନାହିଁ । ଯେଉଁଥି ପାଇଁ ସେ ଭଲ ନିଜର ଜୀବନ ଯାପନ କରୁଛନ୍ତି ।

୩ – ମନୋଜ ତିଵାରୀ

୨୦୦୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିବା ମନୋଜ ତିଵାରୀ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ମନୋଜ ଶେଷ ୱାଣ୍ଡେ ମ୍ଯାଚ ୨୦୧୫ ମସିହାରେ ଜିମ୍ବାବେ ବିପକ୍ଷରେ ଖେଳି ଥିଲେ । ବର୍ତ୍ତମାନ ସେ ରାଜା ମହାରାଜା ମାନଙ୍କ ଭଳି ଜୀବନ ଯାପନ କରୁଛନ୍ତି ।

୪ – ଯୋଗୀନ୍ଦର ଶର୍ମା

ଯୋଗୀନ୍ଦର ଶର୍ମା ଙ୍କର କ୍ରିକେଟ କ୍ୟାରିୟର ଏତେ ଭଲ ନଥିଲା ଏବଂ ସେ ଅଧିକ ସଫଳ ମଧ୍ୟ ହୋଇ ପାରି ନଥିଲେ । କିନ୍ତୁ ସେ ବର୍ତ୍ତମାନ ଡିଏସପି ହରିୟାଣା ପୋଲିସ ରେ କାର୍ଯ୍ୟ କରୁଛନ୍ତି ।

୫ – ବିନୟ କୁମାର

ଭାରତୀୟ ଦଳ ପାଇଁ ୨୦୧୦ ମସିହାରେ ଡେବ୍ୟୁ କରିଥିବା ବିନୟ କୁମାର ଆଇପିଏଲ ରେ କୋଟି କୋଟି ଟଙ୍କା କମାଇଥିଲେ । ବିନୟ କୁମାର ଙ୍କର ସ୍ତ୍ରୀ ଗୋଟିଏ ସ୍ପୋର୍ଟ୍ସ କମ୍ପାନୀ ଚଳାନ୍ତି ଯେଉଁଥିରୁ ଭଲ ଟଙ୍କା ରୋଜଗାର କରିଥାନ୍ତି । ବିନୟ ଙ୍କର ଜୀବନ ମଧ୍ୟ କୌଣସି ରାଜାଙ୍କ ଠାରୁ କମ ନୁହେଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।