ହୀରୋ ଙ୍କୁ ଛାଡି ଭିଲିୟାନ ଙ୍କୁ ନିଜ ଜୀବନସାଥୀ ବାଛିଲେ Bollywood ର ଏହି 4 ଜଣ ହିରୋଇନ, ନମ୍ବର 1 ଙ୍କ ଯୋଡି ତ ସବୁଠୁ ସୁପର ହିଟ

ବଲିଉଡ ଜଗତରେ ଏମିତି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ହିରୋ ମାନଙ୍କ ସହ ମ୍ୟାରେଜ କରି ଖୁସିରେ ଅଛନ୍ତି । ଆଉ କିଛି ଏମିତି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ବଡ ବିଜନେସ ମ୍ୟାନ ବା କ୍ରିକେଟରଙ୍କ ସହ ମ୍ୟାରେଜ କରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଖଳନାୟକଙ୍କୁ ଦିଲ ଦେଇଛନ୍ତି । “ରେଣୁକା ସହାନେ” : “ହମ ଆପକେ ହେଁ କନ” ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ରେଣୁକା ସହାନେଙ୍କୁ କିଏ ନ ଜାଣେ । ସେ ୨୦୦୧ରେ ଆଶୁତୋଷ ରାଣାଙ୍କ ସହ ମ୍ୟାରେଜ କରିଛନ୍ତି । ଆଶୁତୋଷ ରାଣା ବଲିଉଡରେ ଖଳନାୟକ ଭୂମିକାରେ “ଦୁସମନ”, “ସଂଘର୍ଷ”, “ବାଦଲ” ଆଦି ଫିଲ୍ମରେ କାମ କରି ଫ୍ୟାମ୍ସ ହୋଇଛନ୍ତି ।

“ପୂଜା ବତ୍ରା” : ୧୯୯୩ରେ ମିସ ଇଣ୍ଡିଆ ତାଜ ହାସଲ କରିଥିବା ପୂଜା ବତ୍ରା ୨୦୧୯ରେ ନବାବ ଶାହଙ୍କ ସହ ମ୍ୟାରେଜ କରିଛନ୍ତି । ନବାବ ଶାହଙ୍କୁ “ଟାଇଗର ଜିନ୍ଦା ହେ”, “ଡନ-୨” ବ୍ଯତୀତ ସାଉଥ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚାରେ ରହି ଆସିଛନ୍ତି ।

“ପୋନି ବର୍ମା” : ପୋନି ବର୍ମା ବଲିଉଡର ଜଣେ ନାମିଦାମି କୋରିଓଗ୍ରାଫର ଅଟନ୍ତି । ସେ ୨୦୧୦ରେ ପ୍ରକାଶ ରାଜଙ୍କ ସହ ମ୍ୟାରେଜ କରିଥିଲେ । ପ୍ରକାଶ ବଲିଉଡରେ “ସିଙ୍ଘମ”, “ୱାନ୍ଟେଡ”, “ଦବଙ୍ଗ-୨” ଆଦି ଫିଲ୍ମରେ ଖଳନାୟକ ଭାବେ କାମ କରି ସାରିଛନ୍ତି ।

“ନିବେଦିତା ଭଟ୍ଟାଚାର୍ଜ୍ୟ” : ଟିଭି ଓ ଫିଲ୍ମ ଜଗତରେ କାମ କରିଥିବା ନିବେଦିତା ଭଟ୍ଟାଚାର୍ଜ୍ୟ ବଲିଉଡର ଅଭିନେତା କେ କେ ମେନନଙ୍କ ସହ ମ୍ୟାରେଜ କରିଛନ୍ତି । କେ କେ ମେନନ ବଲିଉଡରେ ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ସାରିଛନ୍ତି ।

“କ୍ରୀତ୍ତିକା ସେଙ୍ଗର” : ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ଭାବେ କ୍ରୀତ୍ତିକା ସେଙ୍ଗର ପରିଚିତ ଅଟନ୍ତି । ସେ “ରାଣୀ ଲକ୍ଷ୍ମୀବାଈ”, “କସମ ତେରେ ପ୍ୟାର କି” ସିରିଏଲରେ ନଜର ଆସିଥିଲେ । ସେ ୨୦୧୪ରେ ଡାଇରେକ୍ଟର ପଙ୍କଜ ଧୀରଙ୍କ ପୁଅ ନିକିତନ ଧୀରଙ୍କ ସହ ମ୍ୟାରେଜ କରିଛନ୍ତି । ନିକିତନ ଧୀର “ମିସନ ଇସ୍ତାମ୍ବୁଲ”, “ଚେନ୍ନାଇ ଏକ୍ସପ୍ରେସ”, “ଦବଙ୍ଗ-୨”, “ରେଡି” ଆଦି ଫିଲ୍ମରେ ଖଳନାୟକ ଭାବେ ଅଭିନୟ କରି ସାରିଛନ୍ତି ।

“ଶିଭାଙ୍ଗି କୋଲହାପୁରି” : ୭୦ ଓ ୮୦ ଦଶକର ଅଭିନେତ୍ରୀ ଶିଭାଙ୍ଗି କୋଲହାପୁରିଙ୍କ ଦିଲ ବଲିଉଡର ସବୁଠାରୁ ଖତରନାକ ଖଳନାୟକ ଶକ୍ତି କପୁରଙ୍କ ଉପରେ ଆସିଥିଲା । ୧୯୮୨ରେ ଦୁହେଁ ମ୍ୟାରେଜ କରିଥିଲେ । ଶକ୍ତି କପୁର ଖଳନାୟକ ଚରିତ୍ରରେ ଅଭିନୟ କରୁଥିବାରୁ ଶିଭାଙ୍ଗିଙ୍କର ପରିବାରକୁ ସେ ପସନ୍ଦ ନ ଥିଲେ । ତେଣୁ ସେମାନେ ଘରୁ ପଳାଇ ଯାଇ ମ୍ୟାରେଜ କରିଥିଲେ ।

କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ କିଏ ହିରୋ ଓ କିଏ ଖଳନାୟକ ତାହା ଫରକ ପଡେ ନାହି । ସେ ବ୍ୟକ୍ତି ରିୟଲ ଲାଇଫରେ କିଭଳି ତାହା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହୋଇଥାଏ । ଆପଣଙ୍କ ଲାଇଫରେ ଆପଣଙ୍କ ପାର୍ଟନର କିପରି ହେବା ଦରକାର ତାହା ବଡ କଥା ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।