ପୁଣି Bollywood ରେ ଶୋକର ଲହରୀ, ଏବେ ଏବେ ଚାଲିଗଲେ Bollywood ର ଏହି ମହାନ ଅଭିନେତା

ବଲିଉଡର ଅଭିନେତା ଦିଲ୍ଲୀପ କୁମାର ହିନ୍ଦୀ ସିନେମାର ଆଗ ଧାଡିର ପ୍ରଖ୍ୟାତ ଅଭିନେତା ଭାବେ ପରିଚିତ ଅଟନ୍ତି । ସେ ବଲିଉଡରେ ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରି ଖୁବ ଲୋକପ୍ରିୟ ହେବା ସହ ଦର୍ଶକ ମାନଙ୍କ ହୃଦୟରେ ରାଜ କରିଥାନ୍ତି ।

ଅଭିନେତା ଦିଲ୍ଲୀପ କୁମାରଙ୍କ ବିଷୟରେ ଏକ ଦୁଖ ଘ-ଟ-ଣା ଆସି ପହଞ୍ଚିଛି । ଦୀର୍ଘ ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ରହିଥିଲା । କିନ୍ତୁ ହଟାତ ତାଙ୍କର ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧାର ହେବାରୁ ସେ ମୁମ୍ବାଇର ହିନ୍ଦୁଜା ହସପିଟାଲରେ ଆଡ୍ମିସନ ହୋଇଥିଲେ । ଡାକ୍ତର ମାନେ ତାଙ୍କର ପରୀକ୍ଷା ନିରୀକ୍ଷଣ କରୁଥିଲେ ମଧ୍ୟ ତାଙ୍କର ଆଜି  ସକଳ ୭ଟା ୩୦ ମିନିଟରେ ପ-ର-ଲୋ-କ ଘଟିଛି । ଦିଲ୍ଲୀପ କୁମାରଙ୍କୁ ମୃ-ତ୍ୟୁ ସମୟରେ ମାତ୍ର ୯୮ ବର୍ଷ ହୋଇଥିଲା । ବଲିଉଡରେ ତାଙ୍କୁ ଭେଟେରାନ ବା ଟ୍ରାଜେଡି କିଙ୍ଗ ବା ୟୁସୁବ ଖାନ ଭାବେ ଜଣାଯାଏ ।

ଦିଲ୍ଲୀପ କୁମାରଙ୍କ ବଲିଉଡରେ ଆସିବା ପରେ ବଲିଉଡ ଦୁନିଆର ପରିଭାଷା ବଦଳି ଯାଇଥିଲା ବୋଲି କୁହାଯାଏ । ଲିଜେଣ୍ଟାରୀ ଫିଲ୍ମ ଆକ୍ଟର ସତ୍ୟଜିତ ରାଏ ଦିଲ୍ଲୀପ କୁମାରଙ୍କୁ କହିଥିଲେ ଯେ “ଦ ଆଲଟିମେତ ମେଠଡ଼ ଆକ୍ଟର” । ହିନ୍ଦୀ ସିନେମାର ଗୋଲ୍ଡେନ ଆରରେ ସେ ଥିଲେ ପ୍ରଖ୍ୟାତ ଅଭିନେତା । ଦିଲ୍ଲୀପ କୁମାର ପ୍ରାୟ ୬ ଦଶନ୍ଧି ଧରି ବଲିଉଡ ନିଜର ଅଭିନୟ ଜାରି ରଖିବା ସହ ଏପରି ଚାପ ଛାଡି ଦେଇଛନ୍ତି ଯାହାକୁ କେହି କେବେ ପୂରଣ କରି ପାରିବେ ନାହି । ଦିଲ୍ଲୀପ କୁମାର ୧୯୨୨ରେ ଡିସେମ୍ବର ୧୧ରେ ପାକିସ୍ତାନର ପେଶୱାରରେ ଜନ୍ମଗ୍ରହଣ ଅକରିଥିଲେ ।

୧୯୩୦ରେ ତାଙ୍କ ପିତା ବମ୍ବେ ଆସିଥିବାରୁ ତାଙ୍କର ପିଲା ଦିନ ଏହି ଠାରେ ହିଁ ବୀତିଥିଲା । ଦିଲ୍ଲୀପ କୁମାରଙ୍କ ପ୍ରକୃତ ନାଁ ହେଉଛି ୟୁସୁବ ଖାନ । ତାଙ୍କର ୧୨ ଜଣ ଭାଇ ଭଉଣୀଙ୍କ ମଧ୍ୟରୁ ତାଙ୍କର ଭାଗ୍ୟ ସେତେବେଳେ ଖୋଲିଥିଲା ଯେବେ ସେ ତାଙ୍କ ବନ୍ଧୁଙ୍କ ସହ ବାମବର ଟକିସରେ ପହଞ୍ଚିଥିଲେ ।

ସେହି ସମୟରେ ବଲିଉଡର ଅଭିନେତ୍ରୀ ଦେବିକା ରାଣୀ ୟୁସୁବ ଖାନ ନାଁ ବଦଳାଇ ତାଙ୍କର ନାଁ ଦିଲ୍ଲୀପ କୁମାର ରଖିଥିଲେ ଯାହା ଫଳରେ ସେ ବଲିଉଡରେ ଅସଂଖ୍ଯ ଚରିତ୍ରରେ ଅଭିନୟ କରି ଜୀବନ୍ତ ଦାନ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ୧୯୪୯ରେ ସେ ଅଭିନେତା ରାଜ କପୁରଙ୍କ ସହ ପ୍ରଥମ ଓ ଶେଷ ଫିଲ୍ମ “ଅନ୍ଦାଜ”ରେ ଅଭିନୟ କରି ଡେବ୍ୟୁ କରିଥିଲେ ।

ଏହା ପରେ ସେ “ଦି ଦାର”, “ଦାଗ”, “ତରାନା”, “କର୍ମା” ଓ ୧୯୫୫ରେ “ଦେବ ଦାସ” ଫିଲ୍ମରେ ସେ ନିଖୁଣ ଅଭିନୟ କରି ଖୁବ ଲୋକପ୍ରିୟ ହୋଇଥିଲେ । ଦିଲ୍ଲୀପ କୁମାରଙ୍କୁ ବଳିଷ୍ଠ ଅଭିନୟ ପାଇଁ ୮ଥର ଫିଲ୍ମ ଫେୟାର ଆୱାର୍ଡରେ ସମାନୀତ କରା ଯାଇଛି । ୧୯୯୪ରେ ଫିଲ୍ମ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ “ଫାଲକେ” ସମାନରେ ମଧ୍ୟ ସମାନୀତ କରା ଯାଇଥିଲା ।

୨୦୧୫ରେ ଭାରତ ସରକାର ତାଙ୍କୁ “ପଦ୍ମ ଭୂଷଣ” ସମ୍ମାନରେ ସମାନୀତ କରିଥିଲେ ।  ବଲିଉଡ ସୁପର ଷ୍ଟାର ଅଭିନେତା ଦିଲ୍ଲୀପ କୁମାର ଆଜି ଆଉ ଆମ ଗହଣରେ ନାହାନ୍ତି ଏହା ବଲିଉଡ ଦୁନିଆ ପାଇଁ ବହୁତ ବଡ ଦୁଖଦାୟକ ଖବର ଅଟେ । ଦିଲ୍ଲୀପ କୁମାରଙ୍କ ସ୍ଥାନ କେହି କେବେ ବଲିଉଡରେ ନେଇ ପାରିବେ ନାହିଁ ।