ଗୋବିନ୍ଦାଙ୍କ ଝିଅ ହେଉଛନ୍ତି ଏହି ସୁନ୍ଦର ଅଭିନେତ୍ରୀ, ତାଙ୍କୁ ଦେଖିବା ପରେ ଆପଣ ତାଙ୍କ ଦିବାନା ହେଇଯିବେ

ଗୋବିନ୍ଦା ବଲିଉଡ ଜଗତର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି ତାଙ୍କର ଡ୍ୟାନ୍ସ ଏବଂ ଅଭିନୟ ଦ୍ଵାରା ଲୋକ ଦିବାନା ହୋଇଥାନ୍ତି । ଗୋବିନ୍ଦା ୨୧ ଡିସେମ୍ବର ୧୯୬୩ ମସିହାରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୬୫ ରୁ ଅଧିକ ଫିଲ୍ମରେ କାମ କରିବା ସହିତ ୧୨ ଥର ଫିଲ୍ମଫେୟର ଆୱାର୍ଡ ମଧ୍ୟ ପାଇଛନ୍ତି । ସେ ବହୁତ ହିଟ ଫିଲ୍ମ ଦେଇଛନ୍ତି ଏବଂ ସବୁ ହିରୋଇନ ମାନେ ତାଙ୍କ ସହିତ କାମ କରିବା ପାଇଁ ଚାହୁଁଥିଲେ । ଏହା ସହିତ ଗୋବିନ୍ଦାଙ୍କ କମେଡି ବି ଲୋକଙ୍କ ହୃଦୟକୁ ଜିତି ନେଉଥିଲା । ଗୋବିନ୍ଦାଙ୍କର ଗୋଟେ ସୁନ୍ଦର ଝିଅ ଅଛି ଯାହାର ନାମ ଟିନା ଆହୁଜା ଅଟେ ।

ବହୁତ ସୁନ୍ଦର ଅଟନ୍ତି ଗୋବିନ୍ଦା ଙ୍କ ଝିଅ

ଟିନା ୧୬ ଜୁଲାଇ ୧୯୮୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଟିନା ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ଠିକ ତାଙ୍କ ବାପାଙ୍କ ଭଳି । ପିଲା ଦିନରୁ ଟିନାଙ୍କ ସରଳତା ପାଇଁ ତାଙ୍କୁ ଲୋକ ମାନେ ବହୁତ ଭଲ ପାଉଥିଲେ । ତାଙ୍କ ସୁନ୍ଦରତା ପାଇଁ ସମସ୍ତେ ତାଙ୍କ ପାଇଁ ପାଗଳ ମଧ୍ୟ ଥିଲେ । ଟିନା ପ୍ରଥମେ ୨୦୧୫ ମସିହାରେ ବଲିଉଡରେ ପାଦ ଦେଇଥିଲେ ଏବଂ ତାଙ୍କର ପ୍ରଥମ ଫିଲ୍ମ ‘ସେକେଣ୍ଡ ହ୍ୟାଣ୍ଡ ହଜବ୍ୟାଣ୍ଡ’ ଥିଲା । ଏହି ଫିଲ୍ମ ପାଇଁ ସେ ବେଷ୍ଟ ଇମର୍ଜିଙ୍ଗ ଅଭିନେତ୍ରୀ ର ଆୱାର୍ଡ ମଧ୍ୟ ପାଇଥିଲେ । ୨୦୧୭ ମସିହାରେ ତାଙ୍କୁ ‘ଜିନ୍ଦେଗୀ କା ରହସ୍ୟ ୨’ ଫିଲ୍ମରେ ଦେଖିବାକୁ ମିଳିଥିଲେ ଏବଂ ଏହି ଫିଲ୍ମରେ ତାଙ୍କ ନାମ ପୂଜା ଥିଲା । ଟିନାଙ୍କୁ ବଲିଉଡରେ ତାଙ୍କର ସେହି ଲକ୍ଷ ମିଳିନାହିଁ ଯାହା ସେ ଚାହାଁନ୍ତି ।

ଗୋବିନ୍ଦା ବଲିଉଡରେ ବହୁତ ନାମ କମାଇଥିଲେ । ବର୍ତ୍ତମାନ ଟିନା ତାଙ୍କ ବାପାଙ୍କ ଭଳି ନାମ କମାଇ ପାରୁଛନ୍ତି ନା ନିରାଶ ହେଉଛନ୍ତି ତାହା ଦେଖିବା ପାଇଁ ଲୋକ ମାନେ ଅପେକ୍ଷା କରିଛନ୍ତି । ଟିନା ବହୁତ ସୁନ୍ଦର ଅଟନ୍ତି ତାଙ୍କୁ କେବଳ ଗୋଟିଏ ସୁପରହିଟ ଫିଲ୍ମ ଦରକାର ଅଛି । ସୁନ୍ଦରତା ପାଇଁ ଟିନା ବଡ ବଡ ହିରୋଇନ ମାନଙ୍କୁ ଟକ୍କର ଦେଇଥାନ୍ତି । ସେ ଚର୍ଚା ଠାରୁ ନିଜକୁ ଦୂରେଇ ରଖିବା ପାଇଁ ପସନ୍ଦ କରନ୍ତି । କମେଡି ଶୋ ‘କମେଡି ନାଇଟସ ଉଇଥ କପିଲ’ ରେ ଟିନା ନିଜର ପରିବାର ସହିତ ଆସିଥିଲେ ।

Image courtesy: Google

ସମ୍ପୂର୍ଣ ବଲିଉଡ ଟିନା ଙ୍କ ସୁନ୍ଦରତାର ଦିବାନା ଅଟେ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବେ ।