Hema Malini ଙ୍କ ଆଗରେ Subhash Ghai କରିଦେଲେ କିଛି ଏମିତି ଡିମାଣ୍ଡ କି ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଦେଲେ Dharmendra

ଦିଗଜ ଅଭିନେତା ଧର୍ମେନ୍ଦ୍ର ଓ ସଦାବାହାର ଅଭିନେତ୍ରୀ ହେମା ମାଲିନୀଙ୍କ ଯୋଡି ହିନ୍ଦୀ ସିନେମାର ଲୋକପ୍ରିୟ ଓ ସଫଳ ଯୋଡି ମାନଙ୍କ ମଧ୍ୟରୁ ଅନ୍ୟତମ । ସେମାନେ ପ୍ରାୟ ୨୫ଟି ଫିଲ୍ମରେ ଏକାଠି କାମ କରିଛନ୍ତି । ବଡ ପରଦାରେ ଏହି ଯୋଡି ଯେତିକି ହିଟ୍ ଅସଲ ଜୀବନରେ ମଧ୍ୟ ତାଙ୍କ ଯୋଡିକୁ ଲୋକେ ଖୁବ ପସନ୍ଦ କରନ୍ତି । ଧର୍ମେନ୍ଦ୍ର ଓ ହେମା ମାଲିନୀ ଦୁହେଁ ନିଜ ସମୟର ବଡ ତାରକା ଅଟନ୍ତି । ବିବାହିତା ହୋଇ ମଧ୍ୟ ଧର୍ମେନ୍ଦ୍ର, ହେମା ମାଲିନୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ ।

ସେମାନେ ଦୁହେଁ ପରସ୍ପର ପ୍ରେମରେ ପାଗଳ ହୋଇ ଯାଇଥିଲେ ଓ ୧୯୮୦ ମସିହାରେ ବିବାହ କରି ନେଇଥିଲେ । ଜଣେ ପରିଷ୍କାର ପରିଚ୍ଛନ୍ନ ଓ ଶାନ୍ତ ଅଭିନେତା ଭାବେ ଧର୍ମେନ୍ଦ୍ର ଖୁବ ଜଣାଶୁଣା ଥିଲେ ମଧ୍ୟ ତାଙ୍କୁ ଯେତେବେଳେ କ୍ରୋ-ଧ ଆସେ ସେ ଖୁବ ତ-ମା-ଶା କରି ଦିଅନ୍ତି । ଥରେ ଫିଲ୍ମ ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ସହ ସେ ଏମିତି କିଛି କରି ଦେଇଥିଲେ । ସୁଭାଷ ଘାଇ ହିନ୍ଦୀ ସିନେମାର ଜଣେ ଦିଗଜ ନିର୍ଦ୍ଦେଶକ ଓ ଅନେକ ଭଲ ଭଲ ଫିଲ୍ମ ବନେଇ ସାରିଛନ୍ତି ।

ଦିନେ ହେମା ମାଲିନୀଙ୍କ ଯୋଗୁଁ ଧର୍ମେନ୍ଦ୍ର ତାଙ୍କୁ ଥା-ପ-ଡ ମା-ରି ଦେଇଥିଲେ । ଧର୍ମେନ୍ଦ୍ରଙ୍କ ସହ ବିବାହ ପରେ ୧୯୮୧ରେ ହେମା ମାଲିନୀ ଫିଲ୍ମ ‘କ୍ରୋ-ଧୀ’ରେ କାମ କରିଥିଲେ । ହେମା ମାଲିନୀଙ୍କ ସହ ଏହି ଫିଲ୍ମରେ ଦିଗଜ କଳାକାର ଶଶୀ କପୁର, ଜୀନତ ଅମନ ଓ ଧର୍ମେନ୍ଦ୍ର ମଧ୍ୟ ଥିଲେ । ଫିଲ୍ମର ଗୋଟିଏ ସିନ୍ ରେ ହେମାଙ୍କୁ ବି-କି-ନି ପିନ୍ଧି ଶୁ-ଟ କରିବାର ଥିଲା । ସୁଭାଷ ଘାଇ ଯେତେବେଳେ ହେମାଙ୍କୁ ଏମିତି ଶୁ-ଟ କରିବାକୁ କହିଥିଲେ ହେମା ସିଧାସଳଖ ମନା କରି ଦେଇଥିଲେ ।

କିନ୍ତୁ ସୁଭାଷ ଘାଇ ତାଙ୍କ କଥା ନମାନି ତାଙ୍କୁ ଏଥିପାଇଁ ରାଜି କରେଇବାକୁ ଲାଗି ପଡିଲେ । ଏହି ସିନ୍ ଟି ସୁଇମିଙ୍ଗ ପୁଲରେ ଶୁ-ଟ ହେବାକୁ ଥିବାରୁ ତାଙ୍କୁ ବି-କି-ନି ପିନ୍ଧିବାକୁ ହେବ ବୋଲି ସୁଭାଷ ଘାଇ ହେମାଙ୍କୁ କହୁଥିଲେ । ସେ ଯେତେ ମନେଇବାକୁ ଚେଷ୍ଟା କଲେ ମଧ୍ୟ ହେମା ତାଙ୍କ କଥା ଶୁଣି ନଥିଲେ ଓଲଟା ରା-ଗି ଯାଇଥିଲେ । କିନ୍ତୁ ହେମା ଏହି ସିନ୍ ପାଇଁ ବି-କି-ନି ବଦଳରେ ଅନ୍ୟ କୌଣସି ରି-ଭି-ଲି-ଙ୍ଗ ଡ୍ରେସ ପିନ୍ଧିବାକୁ ରାଜି ହୋଇଗଲେ ଓ ଏହା ସେମିତି ହିଁ ଶୁ-ଟି-ଙ୍ଗ ହେଲା ।

କିନ୍ତୁ ଧର୍ମେନ୍ଦ୍ରଙ୍କ ପାଖେ ଏହି କଥା ପହଞ୍ଚିବା ପରେ ସେ ତ-ମ-ଶା କରି ଦେଇଥିଲେ । ଧର୍ମେନ୍ଦ୍ର ଯେତେବେଳେ ଜାଣିବାକୁ ପାଇଲେ କି ସୁଭାଷ ଘାଇ ହେମାଙ୍କୁ ବାରମ୍ବାର ବି-କି-ନି ପିନ୍ଧିବାକୁ କହୁଥିଲେ ସେ ଖୁବ ରା-ଗି ଯାଇଥିଲେ । ଏହା ପରେ ସିଧା ଶୁ-ଟି-ଙ୍ଗ ସେଟରେ ପହଞ୍ଚି ସୁଭାଷ ଘାଇଙ୍କୁ ଗୋଟିଏ ପରେ ଗୋଟିଏ ଅନେକ ଥା-ପ-ଡ କଷି ଦେଇଥିଲେ ।

ମଝିରେ ଫିଲ୍ମ ନିର୍ମାତା ରଞ୍ଜିତ ବୀଜ ପଶି ମାମଲାକୁ ଶାନ୍ତ କରାଇଥିଲେ ଓ ତା’ପରେ ଯାଇ ଧର୍ମେନ୍ଦ୍ରଙ୍କ ରାଗ ଥଣ୍ଡା ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଆଗକୁ ଏହିଭଳି ମନୋରଞ୍ଜନ ଦୁନିଆର ଖବର ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।