ମଜାଳିଆ ଜୋକ୍ସ: ସ୍ତ୍ରୀ କୁ ପରିବାବାଲା ସହିତ ବହୁତ ସମୟରୁ ମୁଲ ଚାଲ କରିବାର ଦେଖି ବ୍ୟସ୍ତ ହୋଇଗଲା, ସ୍ୱାମୀ କହିଲା ଶୀଘ୍ର କି ମୋର ଅଫିସ ବେଳ ହୋଇଗଲାଣି…

ଯେଉଁଭଳି ଭାବରେ ଭଲ ପବନ, ଭଲ ଖାଦ୍ୟପେୟ କୌଣସି ବି ମନୁଷ୍ୟକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥାଏ । ଠିକ ସେହିଭଳି ଆପଣଙ୍କ ହସ ବି ଆପଣଙ୍କୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ସକାଳ – ସନ୍ଧ୍ୟା ସମୟରେ ହସିବା ଅଭ୍ୟାସ ରଖୁଛନ୍ତି ତେବେ କୌଣସି ବି ରୋଗ ମାନସିକ ହେଉ କିମ୍ବା ଶାରୀରିକ ଆପଣଙ୍କ ପାଖକୁ ଆସିବ ନାହିଁ । ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ଗଡି ଯିବେ । ତେବେ ଚାଳନ୍ତୁ ଜୋକ୍ସ ପଢିବା ।

୧- ଜଣେ ବ୍ୟକ୍ତି ନିଜ ଫେସବୁକରେ ଲେଖିଲା ସ୍ତ୍ରୀ ଦରକାର

୫ଜଣ ଝିଅ ପିଲା ଲାଇକ କଲେ, ୧୫୦୦ ଜଣ ଲେଖିଲେ ଆମର ନେଇଯାଅ


ଜବାବରେ ସେହି ବ୍ୟକ୍ତି ଲେଖିଲା ଆରେ ମାଗୁନି ରେ ଭାଇ, ମୋର ନେଇଯାଅ ।

୨- ସ୍ୱାମୀ ସହ ଝଗଡା କଲାପରେ,

ସ୍ତ୍ରୀ ତାର ମା କୁ ଫୋନ କରି କହିଲା ମା ଆଜି ସେ ପୁଣି ମୋ ସହିତ ଝଗଡା କଲେ, ମୁଁ ତୁମ ପାଖକୁ ଯାଉଛି ।


ମା କହିଲା ନା ‘ ତାକୁ ତାର ଭୁଲ୍ ର ମୂଲ୍ୟ ଦେବାକୁ ପଡିବ, ତୁ ଆସେନି ମୁଁ ଯାଉଛି ସେଠିକି ।

୩- ସ୍ୱାମୀ ସ୍ତ୍ରୀ ଗୋଟେ ହୋଟେଲକୁ ଯାଇଥିଲେ, ସେଠି ଜଣେ ମହିଳା ହେଲୋ କହିଲା,

ସ୍ତ୍ରୀ ପଚାରିଲା ସେ କିଏ ଥିଲା,


ସ୍ୱାମୀ କହିଲା ତମେ ମୋ ମୁଣ୍ଡ ଖାଅନି,

ମୁଁ ମୂଳରୁ ହିଁ ଏହି କଥା ଭାବି ବ୍ୟସ୍ତ ହେଉଚି କି ସେ ବି ଏହି କଥା ପାଚାରିବ ।

୪- ସ୍ତ୍ରୀ କୁ ପରିବାବାଲା ସହିତ ବହୁତ ସମୟରୁ ମୁଲ ଚାଲ କରିବାର ଦେଖି ବ୍ୟସ୍ତ ହୋଇଗଲା,

ସ୍ୱାମୀ କହିଲା ଶୀଘ୍ର କର ମୋର ଅଫିସ ବେଳ ହୋଇଗଲାଣି,


ସ୍ତ୍ରୀ କହିଲା ତମେ ମଝିରେ ପସନୀ, ଜଲଦି ଜଲଦି ର ଚକର ରେ ପଡି ତମ ଭଳିଆ ସ୍ୱାମୀ ପାଇଛି ମୁଁ,

ଏବେ ପରିବା ମାମଲାରେ ଜଲଦି କରିବି ନାହିଁ ।

୫- କୌଣସି ଝିଅ ସହ ବଦଲା ନବାର ଅଛି ତ ୧୩ ଫେବୃଆରୀ ରାତିରେ

ତାର ଘର କବାଟ ପାଖରେ ଚକଲେଟ, ଫୁଲ ଓ ଗୋଟେ କାର୍ଡ ରେ ଆଇ ଲଭ ୟୁ ଲେଖି କି ରଖିଦିଅ ।

ତା ପରେ ଯାହା ହବ ସେ ଜାଣିବ ଆଉ ତା ବାପା ଜାଣିବ ।

୬. ଗୋଟିଏ ଚାଲାଖ ଭିଣେଇ ଶାଳି ସାହିତ ପ୍ରେମଭରା ବାର୍ତ୍ତାଳାପ କରୁଥିଲା

ଭିଣେଇ ରୋମାଣ୍ଟିକ ହେଇ ଶାଳୀକୁ ପଚାରିଲା …

ଭିଣେଇ – ଆଛା କହିଲୁ, ରାତି ଓ ଚଉଠି ରାତି ଭିତରେ ଫରକ କଣ ?

ଶାଳି – ଚଉଠି ରାତିରେ ଆମେ କେବଳ ସ୍ଵାମୀ ସହିତ ଶୋଇ ପାରିବା

ଯେତେବେଲେକି ବାକି ସବୁ ରାତିରେ ଏମିତି କୌଣସି ପ୍ରତିବନ୍ଧକ ନାହିଁ ।

ଭିଣେଇ ଏ ପର୍ଯ୍ୟନ୍ତ କୋମାରେ !

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।