ସାଥ ନିଭାନା ସାଥିଆଁର ଗୋପୀ ବହୁ ଏହି ହିରୋଙ୍କୁ କରିବାକୁ ଯାଉଛନ୍ତି ବିବାହ

ଷ୍ଟାର ପ୍ଲସ ରେ ଆସୁଥିବା ସିରିଏଲ ସାଥ ନିଭାନା ସାଥିୟା ର ପ୍ରସିଦ୍ଧ ଆକ୍ଟରେଶ ଗୋପୀ ବହୁ ର ଚରିତ୍ର କରୁଥିବା ଅଭିନେତ୍ରୀ ଦେବୋଲିନା ଭଟାଚାର୍ଯ୍ୟ ୭ ବର୍ଷ ଧରି ଏହି ଅଭିନୟ କରିଆସିଛନ୍ତି । ଏହି ରୋଲ କରି ସେ ବହୁତ ଲୋକଙ୍କ ହୃଦୟ କିନିଚନ୍ତି । ଏବେ ଦେବୋଲୀନା ଭଟଚାର୍ଯ୍ୟ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏବଂ ସେହି ଅଭିନେତା ଜଣଙ୍କ କିଆ ଆସନ୍ତୁ ଜାଣିବା ।

ଦେବୋଲିନା ଙ୍କ ଜନ୍ମ ୨୨ ଅଗଷ୍ଟ ୧୯୯୦ ରେ ହୋଇଥିଲା । ଏବଂ ତାଙ୍କର ବୟସ ୨୯ ବର୍ଷ ଅଟେ । ସେ ଟିଭି ଇଣ୍ଡଷ୍ଟ୍ରି ରେ ବହୁତ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଦେବୋଲିନା ଙ୍କୁ ବହୁତ ପୁରସ୍କାର ମଧ୍ୟ ମିଳିଛି ।    ଦେବୋଲିନା ଏବେ ପର୍ଯ୍ୟନ୍ତ କୁଆଁରୀ ଅଟନ୍ତି କିନ୍ତୁ ସେ ଏବେ ନିଜର ଜୀବନସାଥି ଖୋଜିସାରିଛନ୍ତି । ଏବଂ ଖୁବ ଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି ।

ସେହି ଭାଗ୍ୟଶାଳୀ ଅଭିନେତା ଅନ୍ୟ କେହି ନୁହନ୍ତି ସେହି ସିରିଏଲ ସାଥ ନୀଭାନା ସଥିୟା ରେ ଜିଗର ମୋଦି ର ରୋଲ କରୁଥିବା ଅଭିନେତା ବିଶାଲ ସିଂ ଅଟନ୍ତି । ଯାହାଙ୍କୁ ସେ ବହୁତ ସମୟ ଧରି ଡେଟ କରୁଛନ୍ତି ।

ଯିଗର ମୋଦି ର ରୋଲ କରୁଥିବା ଅଭିନେତା ବିଶାଲ ସିରିଏଲ ରେ ଗୋପୀ ବୋହୂ ର ଦିଅର ଅଟନ୍ତି । ସବୁବେଳେ ଦେଵୋଲିନା ଏବଂ ବିଶାଲ ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରନ୍ତି ।

ଯାହାକୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରନ୍ତି । ଦେବୋଳିନା ଏବେ ବହୁତ ଜଲ୍ଦୀ ସିରିଏଲ ରେ ଦିଅର ଚରିତ୍ରରେ ଅଭିନୟ କରୁଥିବା ବିଶାଲ ସିଂ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ଆପଣଙ୍କୁ ଦେବୋଲିନା ଏବଂ ବିଶାଲ ଙ୍କ ଯୋଡ଼ି କେମିତି ଲାଗୁଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।