ଓଡ଼ିଆ ଅଭିନେତ୍ରୀ ଶ୍ରୀ(ତୃପ୍ତି) ଙ୍କ ପରିବାର ଆଗରୁ ଦେଖିନଥିବେ, ଜାଣନ୍ତୁ ତାଙ୍କ ବିଷୟରେ

ଜୀ ସାର୍ଥକ ରେ ପ୍ରୋଜୋଜିତ ହେଉଥିବା ମହାଦେବୀ ଧାରାବାହିକ ପ୍ରାୟ ସମସ୍ତେ ଦେଖନ୍ତି । ଏହି ଧାରାବାହିକ ଟି ଏବେ ନୂଆ ଟେଲିକାଷ୍ଟ ହେଉଛି ଜି ସାର୍ଥକ ରେ ଯାହା କି ଲୋକମାନଙ୍କ ହୃଦୟକୁ ମଧ୍ୟ ବେଶ ଚୁଇଞ୍ଚି । ଏଥିରେ ଅଭିନୟ କରିଥିବା ଶ୍ରୀ ଭୂମିକାରେ ମୁଖ୍ୟ ନାଇକା ଶ୍ରୀ ଙ୍କ ପ୍ରକୃତ ନାମ ଜାଣିଛନ୍ତି କି । ଶ୍ରୀ ଙ୍କ ପ୍ରକୃତ ନାମ ହେଉଛି ତୃପ୍ତି । ତେବେ ଆଜି ଆମେ ଶ୍ରୀ ମାନେ ତୃପ୍ତି ଙ୍କ ବିଷୟରେ ଜାଣିବା । ଜି ସାର୍ଥକ ରେ ପ୍ରଯୋଜିତ ହେଉଥିବା ଧାରାବାହିକ ମହାଦେବୀ ରେ ଶ୍ରୀ ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛନ୍ତି । ଶ୍ରୀ ପ୍ରଥମ ଥର ପାଇଁ ସିରିଏଲ ଜଗତକୁ ଏଣ୍ଟ୍ରି ମାରିଲେ ଏହି ଧାରାବାହିକ ଜରିଆରେ ।

ଶ୍ରୀ ଏବେ ମଧ୍ୟ ନିଜ ପାଠ ପଢାକୁ କଣ୍ଟିନିଉ ରଖିଛନ୍ତି ଏବଂ ଭୁବନେଶ୍ୱର ଆସି ସୁଟିଂ କରୁଛନ୍ତି । ଖବର ମିଳିଛି ଶ୍ରୀ ଏବେ ଭୁବନେଶ୍ଵରରେ ରହୁଛନ୍ତି ନିଜର ସୁଟିଂ ପାଇଁ । ଶ୍ରୀ ଙ୍କ ସୁଟିଂ ବର୍ତମାନ ଜାରି ରହିଛି । ଏବଂ ଶ୍ରୀ ନିଜ ପାଠ ପଢାରେ ମଧ୍ୟ ଧ୍ୟାନ ଦେଇଛନ୍ତି । ଛୋଟବେଳୁ ଶ୍ରୀ ଙ୍କ ଅଭିନୟ ଏଵଂ ଓଡ଼ିଶୀ ପ୍ରତି ଦୁର୍ବଳତା ରହି ଅଛି ।

ଏହା ସହିତ ଶ୍ରୀ ବହୁତ ଭଲ ଚିତ୍ର ଅଙ୍କନ ମଧ୍ୟ କରନ୍ତି । ଶ୍ରୀ ନିଜର ସୋସିଆଲ ମିଡ଼ିଆ ରେ କହିଛନ୍ତି କି ଆଗକୁ ସେ ନିଜର ଅଭିନୟରେ କିଛି କରି ଦେଖାଇବେ । ପ୍ରଥମ ଥର ପାଇଁ ଜି ସାର୍ଥକ ର ଧାରାବାହିକ ରେ ଏଣ୍ଟ୍ରି କରି ରାତା ରାତି ଷ୍ଟାର ପାଲଟିଛନ୍ତି ଶ୍ରୀ । ଖୁବ କମ ସମୟରେ ଲୋକମାନେ ବହୁତ ବେଶି ପସନ୍ଦ କଲେ ଏହି ଧାରାବାହିକ ଟିକୁ ।

 

ଏହି ଧାରାବାହିକ ଟି ନୂଆ ହେଲେ ମଧ୍ୟ ଲୋକମାନେ ନିଜର ଭଲ ପାଇବା ଦେଇସାରିଛନ୍ତି । ଲୋକ ମାନଙ୍କ ଭଲପାଇବା ପାଇଁ ଏହି ଧାରାବାହିକ ଟି ଆଗକୁ ଯିବ ବୋଲି ଲୋକମାନେ ଆଶା ରଖିଛନ୍ତି । ଶ୍ରୀ ଙ୍କୁ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଛନ୍ତି । ଶ୍ରୀ ନିଜର ଭୂମିକା କୁ ବହୁତ ଭଲ ଭାବରେ ପରିଚାଳିତ କରୁଛନ୍ତି । ଶ୍ରୀ ଙ୍କ ବ୍ୟତୀତ ଅନ୍ୟ ମାନେ ମଧ୍ୟ ଏଥିରେ ଅଛନ୍ତି ଏବଂ ଧାରାବାହିକ ଟି ଖୁବ ସୁନ୍ଦର ଲାଗୁଛି ।

ଏହା ଏକ ମହାଦେବୀ ଙ୍କ ଉପରେ ଆଧାରିତ । ଶ୍ରୀ ଏମିତି ଏକ ଭୂମିକା କରୁଛନ୍ତି ଯିଏ କି ଭଗବାନ ଙ୍କୁ ବିଶ୍ୱାସ କରୁନାହାନ୍ତି ଏବଂ ମା ଙ୍କ କଥାକୁ ମାନୁନାହନ୍ତି ଏବଂ ମାଆ ଙ୍କ ଏଭଳି କାର୍ଯ୍ୟ ଏବଂ କାହିଁକି ମା ଗରିବ ଲୋକ ମାନଙ୍କୁ ସାହାଯ୍ୟ କରୁନାହାନ୍ତି ଏଭଳି ଏହି ଧାରାବାହିକ ରେ ଆଗକୁ ଦେଖିବାକୁ ମିଳିବ ।

ଶ୍ରୀ ଏହି ଧାରାବାହିକରେ ବହୁତ ଚମତ୍କାର ଭୂମିକା ଅତିବାହିତ କରୁଛନ୍ତି । ଏବଂ ଭଗବାନଙ୍କୁ ଅନ୍ଧ ବିଶ୍ବାସ କରନ୍ତୁ ନାହିଁ ବୋଲି ବୁଝାଉଛନ୍ତି । ଶ୍ରୀ ଦେଖିବାକୁ ବହୁତ ସୁନ୍ଦର ଏବଂ ତାଙ୍କ ଅଭିନୟ ମଧ୍ୟ ବହୁତ ଭଲ । ନିଜ ଅଭିନୟ ଦ୍ଵାରା ସବୁ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ଶ୍ରୀ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।