ଅକ୍ଷୟ କୁମାରଙ୍କ ଜୀବନରେ ଏହି ୩ ଜଣ ସବୁଠୁ ସ୍ପେଶଲ, କେବଳ ଏମାନଙ୍କ କଲ କରିଥାନ୍ତି ଅଟେଂଡ

ଅକ୍ଷୟ କୁମାର ବଲୀଉଡରେ ଖିଲାଡ଼ୀ କୁମାର ନାମରେ ଜଣା ଯାଆନ୍ତି ଓ ଏହି ଅଭିନେତା ଜଣକ ନିଜର ଶେଡ୍ଯୂଲ ପ୍ରତି ପୁରା ପକ୍କା ଅଟନ୍ତି । ଅକ୍ଷୟ କୁମାର ନିଜର ଖାଦ୍ୟ – ପିଇବା, ଶୋଇବା ଓ ନିଜର ୱର୍କଆଉଟ ସବୁକୁ ଏକ ନିର୍ଧାରିତ ସମୟରେ କରିଥାନ୍ତି । ଅକ୍ଷୟ କୁମାର ସକାଳ ୪ଟା ସମୟରେ ଉଠି ଯାଆନ୍ତି ଓ ରାତି ୯ଟା ପରେ ଶୋଇ ଥାନ୍ତି । କହିଦେଉଛୁ ଯେ ଅକ୍ଷୟ କୁମାର ଆଜି ଯେଉଁ ସଫଳତାର ଶୀର୍ଷରେ ଅଛନ୍ତି ତାହା କେବଳ ତାଙ୍କର ହିଁ ପରିଶ୍ରମ କାରଣରୁ ହୋଇ ପାରିଛି ।

କହିବାକୁ ଗଲେ କିଛି ଦିନ ତଳେ ଅକ୍ଷୟ କୁମାର ରଣବୀର ସିଂହଙ୍କ ସହିତ କରଣ ଜୌହରଙ୍କର ଶୋ ‘କଫୀ ୱିଥ କରଣ’ରେ ପହଞ୍ଚି ଥିଲେ ଓ ସେ ଏହି ଶୋରେ ବହୁତ ରହସ୍ୟ ବିଷୟରେ କହିଲେ । ଅକ୍ଷୟ କୁମାର କହିଲେ କି ତାଙ୍କ ଜୀବନରେ କେବଳ ତିନି ଜଣ ମହିଳା ଏମିତି ଅଛନ୍ତି ଯେଉଁମାନଙ୍କର କଲକୁ ସେ ସମସ୍ତ କାମ ଛାଡି ଅଟେଂଡ କରିଥାନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଅକ୍ଷୟଙ୍କ ଜୀବନରେ ସେହି ତିନି ଜଣ ମହିଳା କେଉଁମାନେ ଅଟନ୍ତି ।

Image courtesy: Google

୧. ଅକ୍ଷୟ କୁମାର କହିଲେ କି ତାଙ୍କ ଜୀବନରେ ତାଙ୍କର ମା ବହୁତ ମହତ୍ଵ ରଖନ୍ତି । ସେ ମୋତେ ଜନ୍ମ ଦେଇଛନ୍ତି ଓ ତାଙ୍କର ପାଳନ ପୋଷଣ ଦ୍ଵାରା ଆଜି ମୁଁ ଏହି ମୁକାମରେ ପହଞ୍ଚି ପାରିଛି । ସେଥିପାଇଁ ଯଦି ତାଙ୍କ ମାଙ୍କର ଫୋନ ଆସିଥାଏ ତେବେ ସେ ସବୁ କାମ ଛାଡି ତାଙ୍କ ମାଙ୍କର କଲକୁ ଅଟେଂଡ କରିଥାନ୍ତି ।

Image courtesy: Google

୨. ଖିଲାଡ଼ୀ କୁମାର ଆଗକୁ କହିଲେ କି ଦ୍ଵିତୀୟ ତାଙ୍କର ପତ୍ନୀ ଟ୍ୱିଂକଲ ଖନ୍ନା ଅଟନ୍ତି । ଯାହାଙ୍କର ଫୋନ ସେ ସବୁବେଳେ ଉଠାନ୍ତି । କାରଣ ତାଙ୍କର ପତ୍ନୀ ତାଙ୍କର ଜୀବନସାଥୀ ଅଟେ ।

Image courtesy: Google

୩. ଅକ୍ଷୟ କୁମାରଙ୍କର ଜୀବନର ତୃତୀୟ ସବୁଠୁ ମହତ୍ଵପୂର୍ଣ ମହିଳା ତାଙ୍କର ମ୍ୟାନେଜର ଅଟନ୍ତି । ଅକ୍ଷୟ ମା, ପତ୍ନୀ ଓ ଜେନୋବିୟାଙ୍କର କଲ କୁ ସେ କୌଣସି ବି ପରିସ୍ଥିତିରେ ଅଟେଂଡ କରିଥାନ୍ତି । କାରଣ ଏହି ତିନି ଜଣ ମହିଳା ଅକ୍ଷଙ୍କ ଜୀବନରେ ବହୁତ ବହତ୍ଵ ରଖିଥାନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।