19 ବର୍ଷ ଭିତରେ କେତେ ବଦଳି ଯାଇଛି କସୌଟୀ ଜିନ୍ଦେଗୀ କି ର ଛୋଟ ସେହ୍ନା, ଏବେ ଦେଖାଯାଉଛି ବହୁତ ବୋଲ୍ଡ ଓ ହଟ

ବଲିଉଡରେ ଫିଲ୍ମ ଓ ସିରିୟଲ ବହୁତ କଳକାରମାନେ ଅଭିନୟ କରନ୍ତି । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଫେମସ କରିବା ପାଇଁ ଚେଷ୍ଟା କରିଥାନ୍ତି । ସେହିଭଳି ଏକତା କପୁର ଶୋ ‘କସୌଟୀ ଜ଼ିଂଦଗୀ କି’ ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ଅଧିକ ପପୁଲାର ଶୋ କୁହାଯାଏ । ଆଜି କାଲି ଷ୍ଟାରପ୍ଲସରେ କସୌଟୀ ଜ଼ିଂଦଗୀ କି ଶୋ ର ସିଜିନ ୨ ବି ଟେଲିକାଷ୍ଟ ହଉଛି ।

କହିବାକୁ ଗଲେ ଯେଉଁ ସମୟରେ ଏହି ଶୋ ଆରମ୍ଭ ହୋଇଥିଲା ସେହି ସମୟରେ ଏହି ଶୋ କେତେକ କଳାକାରଙ୍କୁ ରାତା ରାତି ଫେମସ କରି ଦେଇଥିଲା । ଏହି ଶୋ କଳାକାର ମାନେ ଘରେ ଘରେ ପରିଚିତ ବି ହୋଇଯାଇଥିଲେ । ସେ କରଣବୀର ବୋହରା ହେଉ କି ଶ୍ଵେତା ତିବାରି ଏମାନେ ଏହି ସିରିୟଲ ମାଧ୍ୟମରେ ବହୁତ ପପୁଳାର ହୋଇଥିଲେ ।

ଏହା ଛଡା ଏହି ସିରିୟଲରେ ଅନୁରାଗ ଓ ପ୍ରେଣା ନାମକ କ୍ୟାରେକ୍ଟରର ଗୋଟିଏ ଛୋଟ ଝିଅ ଥିଲା । ଯାହାର ନାମ ଥିଲା ସେହ୍ନା । ସେହ୍ନାର ରୋଲରେ ଅଭିନୟ କରିଥିଲେ ଶ୍ରୀୟା ଶର୍ମା । ଶ୍ରୀୟା ଶର୍ମା ୭ ବର୍ଷ ବୟସରେ ଏହି ରୋଲଟିକୁ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ବହୁତ ବଡ ହୋଇ ଯାଇଛନ୍ତି ଓ ବର୍ତ୍ତମାନ ଖବର ଆସୁଛି କି ଅଭିନେତ୍ରୀ ଶ୍ରୀୟା ସାଉଥ ଫିଲ୍ମ ଇଣ୍ଡର୍ଷ୍ଟିର ସୁପର ଷ୍ଟାର ନାଗାର୍ଜୁନ ପୁଅ ଅଖିଲ ଅଗ୍ନେନୀକୁ ଡେଟ କରୁଛନ୍ତି ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣ ନିଜର ସମ୍ପର୍କକୁ ମିଡିଆରେ ସାମ୍ନାରେ କହି ନାହାନ୍ତି । କିନ୍ତୁ ଦୁଇଜଣଙ୍କୁ ଏକା ସହିତ ପ୍ରାୟତଃ ବୁଲା ବୁଲି କରୁଥିବାର ଦେଖା ଯାଆନ୍ତି । ଶ୍ରୀୟା ନିଜର ଫଟୋ ଇନଷ୍ଟଗ୍ରାମରେ ଶେୟାର ବୀ କରନ୍ତି । ଆପଣ ବୀ ଏହି ଫଟୋକୁ ଦେଖି ଧୋକା ଖାଇ ପାରନ୍ତି କି କଣ ଏହି ଛୋଟ ଝିଅଟି ସ୍ନେହା ଅଟେ । ସେ କେବଳ ହିନ୍ଦୀ ଇଣ୍ଡର୍ଷ୍ଟିରେ ନୁହେଁ ବରଂ ସାଉଥ ଇଣ୍ଡର୍ଷ୍ଟିରେ ବି ଫେମସ ହୋଇଯାଇଛନ୍ତି ।

ଆଜି ଶ୍ରୀୟା ଶର୍ମା ୨୩ ବର୍ଷର ହୋଇ ଯାଇଛନ୍ତି । ବର୍ତ୍ତମାନ ଆପଣ ତାଙ୍କର ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ କାରଣ ସେ ପୂର୍ବ ଅପେକ୍ଷା ବଉତ ସୁନ୍ଦର ଦେଖାଯାଉଛନ୍ତି । ସେ ବର୍ତ୍ତମାନ ସାଉଥ ଫିଲ୍ମ ଗୁଡିକରେ ମୁଖ୍ୟ ରୋଲରେ ବି ଅଭିନୟ କରୁଛନ୍ତି । ପାଲମପୁରର ହିମାଚଲ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ଶ୍ରୀୟା ଶର୍ମା ମୁମ୍ବାଇରୁ ଟଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ।

ଶ୍ରୀୟା ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ଶ୍ରୀୟାଙ୍କର ବାପା ଇଞ୍ଜିନିୟର ଓ ମା ଡାଇଟିସନ ଅଟନ୍ତି । ସେ ହିନ୍ଦୀ ସିରିୟଲ ଛଡା ଫିଲ୍ମ ‘ଥୋଡା ପ୍ୟାର ଥୋଡା ମ୍ୟାଜିକ’ ଓ ‘ଚିଲର ପାର୍ଟି’ରେ ବି କାମ କରିଛନ୍ତି । ଫିଲ୍ମରେ ତାଙ୍କର ଭଲ ଅଭିନୟକୁ ଦେଖି ତାଙ୍କୁ ନ୍ୟାସନାଲ ଆଉର୍ଡ ବି ମିଳିସାରିଛି । ସେ ଜଣେ ଭଲ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ଜଣେ ଆଡଭୋକେଟ ବି ଅଟନ୍ତି । ତାଙ୍କର ସୁନ୍ଦର ଫଟୋର ବି ସବୁ ଦିବନା ଅଟନ୍ତି । ଏଥିରେ ଆପଣ ତାଙ୍କର ଛୋଟବେଳର ଫଟୋ ଓ ବଡ ହେଲା ବେଳର ଫଟୋ ଭିତର ବହୁତ ଫରକ ଦେଖି ପାରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।