ଚାଣକ୍ୟ ନୀତି ଅନୁସାରେ ନିଜ ଠାରୁ ବଡ଼ ଝିଅଙ୍କୁ ବିବାହ କରିଲେ ମିଳିଥାଏ ଏହି ସବୁ ଫାଇଦା ।

ଚାଣକ୍ୟ ନୀତି :

ଚାଣକ୍ୟ ଙ୍କ କଥା ଅନୁସାରେ ନିଜ ଠାରୁ ବଡ଼ ଝିଅ କୁ ବିବାହ କରିବା ଦ୍ୱାରା ମିଳିଥାଏ ଲାଭ । ମନୁଷ୍ୟ ଜୀବନରେ ଦିନେ ନା ଦିନେ ବିବାହ କରିବ କିନ୍ତୁ ଆଜିକାଲି କିଛି ଲୋକ ବିବାହ କରିବା ରୁ ନିଜ କୁ ଦୂରରେ ରଖୁଛନ୍ତି , କିନ୍ତୁ ତାଙ୍କ ମନା କରିବା ରେ ଯେ ସତ ବଦଳିଯିବ ତାହା ନୁହେଁ । ଭାରତ ରେ ଯଦି ଦେଖାଯିବ ତେବେ ପୁରୁଷ ମାନେ ନିଜ ଠାରୁ କମ୍ ବର୍ଷ ର ଝିଅ ଙ୍କୁ ବିବାହ କରିଥାନ୍ତି।

କିନ୍ତୁ କିଛି ପୁଅ ମାନେ ନିଜ ଠାରୁ ଅଧିକ ବୟସ ଥିବା ଝିଅ ଙ୍କୁ ବିବାହ କରିଛନ୍ତି। ଏପରି ଘଟଣା ଭାରତ ସମାଜରେ ବହୁତ କମ୍ ଦେଖିବା କୁ ମିଳେ।

ପ୍ରଥମ କଥା :

ପ୍ରଥମ ରେ ହେଉଛି ଦାୟିତ୍ବବାନ୍ , ଯଦି ପୁରୁଷ ତାଙ୍କ ବୟସ ଠାରୁ ଅଧିକ ବୟସ ଥିବା ଝିଅ କୁ ବିବାହ କରିବା ଦ୍ୱାରା ଜୀବନ ରେ କିଛି ଅସୁବିଧା ରହିବ ନାହିଁ। ଏପରି କ୍ଷେତ୍ରରେ ସେ ତାଙ୍କ ସ୍ୱାମୀ ର ସବୁ କଥା ବୁଝି ପାରିବ। ଆତ୍ମନିର୍ଭର, ଅଧିକ ବୟସ ଥିବା ମହିଳା ଆତ୍ମନିର୍ଭରଶୀଳ ହୋଇଥାନ୍ତି। ଆର୍ଥିକ ରୂପେ କାହା କୁ ନିର୍ଭର କରି ନଥାନ୍ତି ।

ବିଶ୍ୱସ୍ତ, ଅଧିକ ବୟସ ର ମହିଳା ନିଜର ସମସ୍ତ ସମ୍ପର୍କ କୁ ଭଲ ଭାବେ ରଖନ୍ତି। ଏହି ସମ୍ପର୍କ କୁ ମହିଳା ମାନେ ଅଧିକ ଧ୍ୟାନ ଦିଅନ୍ତି। ଅଧିକ ବୟସ ଥିବା ମହିଳା କୁ ବିବାହ କରିବା ଦ୍ୱାରା ଆର୍ଥିକ ସ୍ଥିତି ରେ ଭଲ ହୋଇଥାଏ। ଚାଣକ୍ୟ ଦ୍ୱାରା ଏହା କୁହାଯାଇଛି।