ବଲିଉଡର ଟପ ୫ ଧନୀ ଅଭିନେତାଙ୍କ ଲିଷ୍ଟ ହେଲା ଚେଞ୍ଜ, ସଲମାନ ଅଛନ୍ତି ଏହି ନମ୍ବରରେ

ଆଜି ଆମେ ଆପଣମାନଙ୍କୁ ଟପ ୫ ଅଭିନେତାଙ୍କ ବିଷୟରେ କହିବୁ ଯେଉଁମାନେ ହେଉଛନ୍ତି ବଲିଉଡ ଅଭିନେତାମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଧନୀ । ଏହି ଅଭିନେତାମାନଙ୍କର ବହୁତ ଫିଲ୍ମ ରହିଛି ଓ ଲୋକମାନେ ମଧ୍ୟ ଏହି ଅଭିନେତା ମାନଙ୍କୁ ବହୁତ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ ।

୧. ଶାହାରୁଖ ଖାନ-

google

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପାଖରେ ସବୁଠାରୁ ଅଧିକ ଧନ ସମ୍ପତ୍ତି ଅଛି । ଶାହରୁଖ ଖାନ ହେଉଛନ୍ତି ୫୩୦୦ କୋଟି ଟଙ୍କାର ମାଲିକ । ସେ ଏହି ଟଙ୍କାକୁ ନିଜ ଫିଲ୍ମ ସହିତ ନିଜ ପ୍ରଡକ୍ସନ ହାଉସ ରେଡ ଚିଲି ଓ ଆଇପିଏଲରୁ କମାଇଛନ୍ତି ।

୨ ହ୍ରୀତିକ ରୋଶନ-

google

ହ୍ରୀତିକ ଏକ ଫିଲ୍ମରେ କାମ କରିବା ପାଇଁ ୩୦ କୋଟି ଟଙ୍କା ଚାର୍ଜ କରନ୍ତି । ୱାର ଫିଲ୍ମ ସୁପର ହିଟ ହେବାପରେ ସେ ତାଙ୍କ ଚାର୍ଜକୁ ବଢାଇ ଦେଇଛନ୍ତି । ହ୍ରୀତିକ କୌଣସି ଟିଭି ବିଜ୍ଞାପନ ପାଇଁ ୪ କୋଟି ଟଙ୍କା ନିଅନ୍ତି । ସେ ମୋଟ ରେ ୨୨୦୦ କୋଟି ଟଙ୍କାର ମାଲିକ ଅଟନ୍ତି ।

୩. ସଲମାନ ଖାନ-

google

ବଲିଉଡର ଭାଇଜାନ ସଲମାନ ଖାନ ବର୍ଷକୁ ୨ ଟି ଫିଲ୍ମ ଆଣନ୍ତି । ସଲମାନ ଗୋଟେ ଫିଲ୍ମ ପାଇଁ ୬୦ କୋଟି ଟଙ୍କା ଚାର୍ଜ କରନ୍ତି । କୌଣସି ଟିଭି ବିଜ୍ଞାପନ ପାଇଁ ସଲମାନ ୫ କୋଟି ଟଙ୍କା ଚାର୍ଜ କରନ୍ତି । ତାଙ୍କ ପାଖରେ ୧୯୦୦ କୋଟି ଟଙ୍କାର ସମ୍ପତ୍ତି ଅଛି ।

୪. ଅମିର ଖାନ-

google

ଅମିର ଖାନଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି । ସେ ଫିଲ୍ମର ଫିସ ନେବା ସହିତ ଫିଲ୍ମରେ ଆୟ ହୋଇଥିବା ଟଙ୍କାରୁ କିଛି ପ୍ରତିଶତ ନିଅନ୍ତି । ସେଥିପାଇଁ ଅମିର ଖାନ ୧୩୦୦ କୋଟି ଟଙ୍କାର ମାଲିକ ଅଟନ୍ତି ।

୫. ଅକ୍ଷୟ କୁମାର-

google

ଅକ୍ଷୟ କୁମାର ବର୍ଷକୁ ୩ ଟି ଫିଲ୍ମ ଆଣନ୍ତି ।  କିଛି ଦିନ ହେବ ତାଙ୍କର ସବୁ ଫିଲ୍ମ ୧୫୦ କୋଟି ଟଙ୍କା ପାର କରୁଛି । ଅକ୍ଷୟ କୁମାର ଗୋଟେ ଫିଲ୍ମ ପାଇଁ ୨୫ କୋଟି ଟଙ୍କା ନିଅନ୍ତି ଓ ତାଙ୍କ ପାଖରେ ୧୨୦୦ କୋଟି ଟଙ୍କାର ସମ୍ପତ୍ତି ଅଛି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।