ସ୍ତ୍ରୀ ମାନଙ୍କର ଏହି ୪ ଟି ଭୁଲ ପାଇଁ ସ୍ଵାମୀ ଧୀରେ ଧୀରେ ହୋଇଯାଏ ବର୍ବାଦ, ଜାଣନ୍ତୁ

ଆଜି ଆମେ ଆପଣଙ୍କୁ ଏମିତି ୪ ଟି କାମ ବିଷୟରେ କହିବୁ ଯାହାକୁ ସ୍ତ୍ରୀମାନେ କରିଲେ ପତିମାନେ ବରବାଦ ହୋଇଯାନ୍ତି । ସେଥିପାଇଁ ସ୍ତ୍ରୀମାନଙ୍କୁ କେବେ ବି ଭୁଲ ରେ ମଧ୍ୟ ଏହି ସବୁ ଭୁଲ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ଏହି ୪ ଟି ଭୁଲ ବିଷୟରେ ।

google

୧. ସ୍ତ୍ରୀକୁ କେବେବି ଭୁଲରେ ମଧ୍ୟ ନିଜ ପତିକୁ କଡା କଥା କହିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ପତି ପତ୍ନୀଙ୍କ ସମ୍ପର୍କରେ ବିବାଦ ଆସିଥାଏ । ବାଣୀରେ ମା ସରସ୍ଵତୀ ବାସ କରନ୍ତି, ତେଣୁ ସ୍ତ୍ରୀମାନେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଏମିତି କିଛି କଥା ଆପଣ ପତିଙ୍କୁ କୁହନ୍ତୁ ନାହିଁ ଯାହା ଆପଣଙ୍କ ଦାମ୍ପତ୍ୟ ଜୀବନକୁ ବରବାଦ କରିବ । ଏହି କଥା ସ୍ଵାମୀମାନଙ୍କ ପାଇଁ ମଧ୍ୟ ଲାଗୁ ଅଟେ ।

୨. ସ୍ତ୍ରୀ ମାନଙ୍କୁ କୌଣସି ବି କଥା ସ୍ଵାମୀକୁ ଲୁଚେଇବା କଥା ନୁହେଁ । ଯଦି ଏହି କଥା ତାକୁ ଅନ୍ୟ କେଉଁଠାରୁ ଜଣାପଡେ ତେବେ ଦୁଇଜଣଙ୍କ ସମ୍ପର୍କରେ ବିବାଦ ଆସିଥାଏ । ତେଣୁ ଦୁହେଁ ଦୁହିଙ୍କ ସହିତ ସମସ୍ତ କଥାକୁ ସେଆର କରିବା ଉଚିତ । ଯାହାଫଳରେ ସମ୍ପର୍କରେ ମଧୁରତା ଆସିଥାଏ ।

୩. ସ୍ତ୍ରୀମାନଙ୍କୁ ସବୁବେଳେ ନିଜ ଘରକୁ ସଫା ସୁତୁରା ରଖିବା ଉଚିତ । ଘରକୁ ସଫା ସୁତୁରା ରଖିଲେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ, ତେଣୁ ସବୁବେଳେ ଘରକୁ ସଫା ସୁତୁରା ରଖିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିଥାଏ ।

୪. ସ୍ତ୍ରୀମାନଙ୍କୁ କେବେ ବି ଭୁଲ ରେ ମଧ୍ୟ ଅନ୍ନର ଅପମାନ କରିବା ଉଚିତ ନୁହେଁ । ଯଦି ସ୍ତ୍ରୀମାନେ ଭୋଜନ ଖରାପ ଥିବାରୁ ଅନ୍ନର ଅପମାନ କରିବେ ତେବେ ଏହା ଦ୍ଵାରା ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ । ତେଣୁ ଭୁଲ ରେ ମଧ୍ୟ ସ୍ତ୍ରୀମାନଙ୍କୁ ଅନ୍ନର ଅପମାନ କରିବା ଉଚିତ ନୁହେଁ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।