ବିବାହ ପରେ ସ୍ଵାମୀଙ୍କ ସହ ମିଶି କେମିତି ମସ୍ତି କରୁଛନ୍ତି ଜାଙ୍କଲିନ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ସେମାନେ ନିଜର ସାନଦାର ଅଭିନୟ ପାଇଁ ନୁହେ ବରଂ ନିଜର ସୁନ୍ଦରତା, ଷ୍ଟାଇଲ, ଲୁକ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି ।

ଓଡିଆ ଜଗତର କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଏହି କଳାକାର ମାନେ ନିଜର ସୁନ୍ଦର ଅଭିନୟ ପାଇଁ ଖୁବ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଜ୍ୟାକଲିନ ବିବାହ ପରେ କିପରି ଭାବେ ନିଜର ଲାଇଫ ସ୍ପେନ୍ଡ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଟିଭି ଜଗତରେ ଅଭିନୟ କରି ନିଜର ସାନଦାର ପର୍ଫୋମାଂସ ପାଇଁ ଅଭିନେତ୍ରୀ ଜ୍ୟାକଲିନ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି ।

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସିରିଏଲ ଓ ଫିଲ୍ମ ଗୁଡିକରେ ଜବରଦସ୍ତ ଅଭିନୟ କରିଥିବା ଅଭିନେତ୍ରୀ ଜ୍ୟାକଲିନଙ୍କୁ ଆପଣ ମାନେ ସମସ୍ତେ ନିଶ୍ଚୟ ଜାଣିଥିବେ । ଜ୍ୟାକଲିନ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ସ୍ଵଭାବ ମଧ୍ୟ ସେତିକି ସରଳ ଓ ନମ୍ର ଅଟେ । ସେ ତାଙ୍କ ପରିବାର ଲୋକଙ୍କ ସହ ବେଶ ହସ ଖୁସିରେ ନିଜର ଲାଇଫ ସ୍ପେନ୍ଡ କରନ୍ତି । ଅଧିକାଂଶ ଅସମୟ ସେ ତାଙ୍କର ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି ।

ଶୁଟିଙ୍ଗ ସେଟରେ ମଧ୍ୟ ଅଭିନେତ୍ରୀ ଜ୍ୟାକଲିନ ସମସ୍ତଙ୍କ ସହ ଭଲ ବ୍ୟବହାର କରିବା ସହ ବହୁତ ମଜା ମସ୍ତି ମଧ୍ୟ କରନ୍ତି । ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ ହୋଇ ରହିଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ଜ୍ୟାକଲିନଙ୍କ ଜୀବନ ବିଷୟରେ କିଛି ନୂଆ ଖବର ଶୁଣିବାକୁ ମିଳିଛି ଯେଉଁଥିରେ ସେ ମ୍ୟାରେଜ କରିଛନ୍ତି ।

ଅଭିନେତ୍ରୀ ଜ୍ୟାକଲିନ ଅରବିନ୍ଦଙ୍କ ସହ ସବୁ ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଭିନେତ୍ରୀ ଜ୍ୟାକଲିନ ଓ ଅରବିନ୍ଦ ପରସ୍ପରକୁ ବହୁତ ଭଲ ପାଉଥିଲେ । ବହୁତ ଦିନର ସମ୍ପର୍କ ପରେ ଦୁହେଁ ପରସ୍ପରକୁ ସାତ ଜନ୍ମ ପାଇଁ ଜୀବନ ସାଥି ରୂପେ ବାଛିଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ଜ୍ୟାକଲିନ ନିଜ ଶାଶୁ ଘରେ ନିଜ ସ୍ବାମୀଙ୍କ ସହ ବେଶ ହସ ଖୁସିରେ ସମୟ ଅତିବାହିତ କରୁଛନ୍ତି ।

ନିଜ ପରିବାରର ସବୁ ଲୋକଙ୍କର ଜ୍ୟାକଲିନ ବେଶ ଭଲ ଭାବେ ଯତ୍ନ ନେଉଛନ୍ତି । ତାଙ୍କ ପରିବାର ଲୋକ ମାନେ ମଧ୍ୟ ତାଙ୍କଉ ବେଶ ପସନ୍ଦ ଓ ଭଲ ମଧ୍ୟ ପାଆନ୍ତି । ଅଭିନେତ୍ରୀ ଜ୍ୟାକଲିନ ନିଜ ସ୍ଵାମୀ ଅରବିନ୍ଦଙ୍କ ସହ ମଜା ମସ୍ତିରେ ନିଜର ସମୟ ବିତାଇବାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ଯାହାକୁ ଦେଖି ତାଙ୍କର ଅଗଣିତ ଦର୍ଶକ ମାନେ ତାଙ୍କର ବେଶ ପ୍ରଶଂସା କରୁଛନ୍ତି । ଅଭିନେତ୍ରୀ ଜ୍ୟାକଲିନ ନିଜ ସ୍ଵାମୀ ଅରବିନ୍ଦଙ୍କ ସହ ଗୀତ ଗାଇ ମସ୍ତି କରୁଥିବାର ଏକ ଫୋଟୋ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରୁଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।