କେବିସିରେ ଅମିତାଭ ବଚ୍ଚନ ପଚାରିଲେ ରାମାୟଣ ସହିତ ଜଡିତ ବହୁତ କଠିନ ପ୍ରଶ୍ନ, ୯୦ପ୍ରତିଶତ ଲୋକଙ୍କୁ ଜଣା ନ ଥିବ ସଠିକ ଉତ୍ତର

‘କୌନ ବନେଗା କରୋଡ଼ପତି’ ଶୋ ସୋନି ଟିଭିରେ ଆସୁଥିବା ବହୁତ ଲୋକପ୍ରିୟ ଶୋ ଅଟେ । କେବିସି ଶୋ ର ପ୍ରଥମ ସିଜିନ ୨୦୦୧ରେ ଆସି ଥିଲା । ସେହି ସମୟ ଠାରୁ ନେଇ ଆଜି ପର୍ଯ୍ୟନ୍ତ ଏହି ଶୋ କୁ ଅମିତାଭ ବଚ୍ଚନ ହୋସ୍ଟ କରୁ ଛନ୍ତି । କେବିସିରେ ଅମିତାଭ ବଚ୍ଚନ ପ୍ରଶ୍ନ ପଚାରି ଥାନ୍ତି । ଯାହାର ଉତ୍ତର କେବିସିରେ ଖେଳୁଥିବା ବ୍ୟକ୍ତିକୁ ଦେବାକୁ ପଡି ଥାଏ । ଯଦି ସେହି ବ୍ୟକ୍ତି ଜଣକ ପ୍ରଶ୍ନର ସଠିକ ଉତ୍ତର ଦେଇଥାଏ ତେବେ କେବିସି ତରଫରୁ ତାଙ୍କୁ ସେହି ପ୍ରଶ୍ନ ଉପରେ ନିର୍ଧାରିତ ଥିବା କିଛି ଧନ ରାଶି ଦିଆଯାଇଥାଏ ।

Image courtesy: Google

ଏହି ଖେଳରେ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ୪ ଟି ଲାଇଫ ଲାଇନ ବି ଦିଆ ଯାଇଥାଏ । ଯଦି କୌଣସି ବ୍ୟକ୍ତି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ନ ଦେଇପାରେ ତେବେ ସେ ଏହି ଲାଇଫ ଲାଇନକୁ ବ୍ୟବହାର କରି ସଠିକ ଜବାବ ଦେଇ ପାରିବ ।

ଆଜି ଆମେ ଆପଣଙ୍କୁ କେବିସି ରେ ପଚରାଯାଇଥିବା ଗୋଟିଏ ପ୍ରଶ୍ନ ବିଷୟରେ କହିବୁ । କେବିସି ର ସିଜିନ ୧୧ ର ୩୨ ତମ ଏପିସୋଡ ଟିଭିରେ ପ୍ରସାରିତ ହୋଇଥିଲା । ଏହି ଏପିସୋଡ ଆରମ୍ଭରୁ ଋଷିକେଶ ଉତ୍ତରାଖଂଡ ର ଶିବାନୀ ଢୀଂଗରା ହଟ ସୀଟରେ ବସି ଥିଲେ । ଶିବାନୀ ଢୀଂଗରା କେବିସି ଦ୍ୱାରା ୩.୨୦ ଲକ୍ଷ ଟଙ୍କା ଜିତି ଥିଲେ ।

Image courtesy: Google

କୌନ ବନେଗା କରୋଡ଼ପତିରେ ତାଙ୍କୁ ୩.୨୦ ଲକ୍ଷ ଟଙ୍କା ପାଇଁ ରାମାୟଣ ସମ୍ବନ୍ଧିତ ଏକ ବହୁତ ହିଁ କଷ୍ଟ ପ୍ରଶ୍ନ ପଚରାଗଲା । ଯାହାର ଉତ୍ତର ୯୦ % ଲୋକମାନଙ୍କୁ ଜଣା ନ ଥିଲା । କେବିସିରେ ପଚରା ଯାଇଥିବା ପ୍ରଶ୍ନ ଏହା ଥିଲା କି ଦୂରଦୃଷ୍ଟି ରଖୁଥିବା କେଉଁ ପକ୍ଷୀ ହନୁମାନ ନେତୃତ୍ୱ କରୁଥିବା ସନ୍ଧାନୀ ଦଳକୁ ଏହି ସୂଚନା ଦେଇଥିଲେ କି ରାବଣ ସୀତାଙ୍କୁ ବନ୍ଦୀ କରି ଲଙ୍କାରେ ରଖିଛି ।

Image courtesy: Google

ଏହି ପ୍ରଶ୍ନର ଅପଶନ ଥିଲା ଗରୁଡ, ସଂପାତୀ, ଜଟାୟୁ ଓ ଭବୃ ଥିଲା । ଶିବାନୀଙ୍କୁ ବି ଏହି ପ୍ରଶ୍ନର ଉତ୍ତର ଜଣା ନ ଥିଲା । ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଋଷିକେଶରୁ ଆସିଥିବା ଶିବାନୀ ଢୀଂଗରାଙ୍କୁ ଲାଇଫ ଲାଇନ ର ବ୍ୟବହାର କରିବାକୁ ପଡିଥିଲା ।

Image courtesy: Google

କଣ ଆପଣ ଏହାର ସଠିକ ଉତ୍ତର ଜାଣିଛନ୍ତୁ ? ଉତ୍ତର କମେଣ୍ଟ କରନ୍ତୁ

ତେବେ ଆପଣଙ୍କୁ ଆମେ କହି ଦେଉଅଛୁ, ଏହାର ସଠିକ ଉତ୍ତର ହେଉଛି ସଂପାତୀ, ୯୦ ପ୍ରତିଶତ ଲୋକଙ୍କୁ ଜଣା ନଥିବ ଏହି ଉତ୍ତର । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

3 thoughts on “କେବିସିରେ ଅମିତାଭ ବଚ୍ଚନ ପଚାରିଲେ ରାମାୟଣ ସହିତ ଜଡିତ ବହୁତ କଠିନ ପ୍ରଶ୍ନ, ୯୦ପ୍ରତିଶତ ଲୋକଙ୍କୁ ଜଣା ନ ଥିବ ସଠିକ ଉତ୍ତର”

Comments are closed.