ପ୍ରକୃତି ଏତେ ସୁନ୍ଦର କରି ଗଢିଛି ଏହି ୪ ଆକ୍ଟ୍ରେସଙ୍କୁ, ସୁନ୍ଦର ଦେଖାଯିବା ପାଇଁ ଆବଶ୍ୟକ ନାହିଁ କୌଣସି ଭାରି ମେକଅପ, ଦେଖନ୍ତୁ କିଏ ସେମାନେ

କୌଣସି ବି ଝିଅ ପାଇଁ ତା’ର ସୁନ୍ଦରତା ବହୁତ ମହତ୍ତ୍ଵ ରଖିଥାଏ । ସମସ୍ତେ ଚାହିଁଥାନ୍ତି କି ସେମାନେ ସୁନ୍ଦର ଓ ଆକର୍ଷକ ଦେଖାଯିବା ପାଇଁ । ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ବି ବହୁତ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର ସର୍ଜରୀ କରାଇଛନ୍ତି ତ କେହି ଭାରି ମେକଅପ ଲଗାଇଥାନ୍ତି । ଯଦି ଆପଣ ଏମାନଙ୍କୁ ବିନା ମେକଅପରେ ଦେଖିବେ ଚିହ୍ନିବା କଷ୍ଟ ହୋଇ ପଡିବ ।

ସେଇଠି ଆଉ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିନା ମେକଅପରେ ବି ବହୁତ ସୁନ୍ଦର ଦେଖାଯାଇଥାନ୍ତି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ କୌଣସି ଭାରି ମେକଅପର ଆବଶ୍ୟକତା ପଡେ ନାହିଁ ।

ନୋରା ଫତେହୀ

Image courtesy: Google

ନିଜ ଡ୍ୟାନ୍ସ ପାଇଁ ଫେମସ ହୋଇଥିବା ନୋରା ଫତେହୀ କିଛି ଫେମସ ବଲିଉଡ ଫିଲ୍ମରେ ଆଇଟମ ନମ୍ବର କରି ସାରିଛନ୍ତି । ଦର୍ଶକଙ୍କ ଠାରୁ ଆରମ୍ଭ କରି ଫିଲ୍ମଷ୍ଟାରମାନେ ତାଙ୍କ ଡ୍ୟାନ୍ସ ର ପ୍ରଶଂସା କରିଥାନ୍ତି । ନୋରା ଦେଖିବାକୁ ବହୁତ ସୁନ୍ଦର ଓ ତାଙ୍କ ସ୍କିନ ଏତେ ଗ୍ଲୋଇଙ୍ଗ ଅଟେ କି ସୁନ୍ଦର ଦେଖାଯିବା ପାଇଁ ତାଙ୍କୁ କୌଣସି ମେକଅପର ଆବଶ୍ୟକତା ପଡେ ନାହିଁ ।

ୟାମୀ ଗୌତମ

Image courtesy: Google

ୟାମୀ ଗୌତମ ବଲିଉଡର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି ଓ ସେ ତାଙ୍କର କ୍ଯାରିୟର ର ଆରମ୍ଭ ଆୟୁଷ୍ମାନ ଖୁରାନାଙ୍କ ସହିତ ଫିଲ୍ମ “ବିକ୍କି ଡୋନର” ରୁ କରିଥିଲେ । ୟାମୀ ଦେଖିବାକୁ ବହୁତ ସୁନ୍ଦର ଓ ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି । ସେ ପ୍ରକୃତିକ ରୂପରେ ବହୁତ ସୁନ୍ଦର ଓ ତାଙ୍କୁ କୌଣସି ଭାରି ମେକଅପ ର ଆବଶ୍ୟକତା ପଡେ ନାହିଁ ।

ତମନ୍ନା ଭାଟିୟା

Image courtesy: Google

ଏହା କହିବା ଭୁଲ ହେବ ନାହିଁ କି ତମନ୍ନା ଭାଟିୟା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ସେ ବଲିଉଡରେ ବି କିଛି ଫିଲ୍ମ କରି ସାରିଛନ୍ତି । ସେ ଏତେ ଗୋରା ଓ ତାଙ୍କ ସ୍କିନ ଏତେ କ୍ଲିୟର ଅଟେ କି ତାଙ୍କୁ ସୁନ୍ଦର ଦେଖାଯିବା ପାଇଁ କୌଣସି ପ୍ରକାରର ମେକଅପର ଆବଶ୍ୟକତା ପଡେ ନାହିଁ ।

ଉର୍ବଶୀ ରୌଟେଲା

Image courtesy: Google

ଉର୍ବଶୀ ଫିଲ୍ମ “ସିଂହ ସାହବ ଦ ଗ୍ରେଟ” ରୁ ବଲିଉଡ ରେ ଦେବ୍ୟୁ କରିଥିଲେ । ସେତେବେଳେ ସେ କେବଳ ୧୭ ବର୍ଷର ଥିଲେ । ସେ ୨୦୧୫ ମିସ ୟୁନିଭର୍ସ କଣ୍ଟେଷ୍ଟରେ ଭାରତର ପ୍ରତିନିଧିତ୍ତ୍ଵ କରିଥିଲେ । ଉର୍ବଶୀଙ୍କ ନାମ ବି ବଲିଉଡର ସେହି ଅଭିନେତ୍ରୀମାନଙ୍କ ନାମ ମଧ୍ୟରେ ସାମିଲ ଅଛି ଯେଉଁମାନଙ୍କୁ ସୁନ୍ଦର ଦେଖାଯିବା ପାଇଁ ଭାରି ମେକଅପ ର ଆବଶ୍ୟକତା ପଡେ ନାହିଁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।