ବିଶ୍ଵାସ କରନ୍ତୁ ଏହି ଫୋଟୋ ସବୁ ଦେଖିବା ପରେ ପୁରା ପୁରି ଆପଣଙ୍କ ମୁଣ୍ଡ ଘୁରେଇବ, ଆପଣ ଭାବିବେ କି….

ଏ ଦୁନିଆ ସତରେ ବହୁତ ବଡ ଆଉ ବହୁତ ଅଜୀବ । ସମସ୍ତେ ନିଜ ଜୀବନରେ ଏମିତି କିଛି ନା କିଛି ଦେଖନ୍ତି ଯାହାକୁ ଦେଖି ତାଙ୍କ ମୁଣ୍ଡ କିଛି କାମ କରେନି । ପ୍ରକୃତରେ ସେ ବିଶ୍ବାସ କରି ପାରନ୍ତି ନାହିଁ କି ସେ ଯାହା ଦେଖୁଛନ୍ତି କଣ ତାହା ସତ ଅଟେ । ଯଦି ସତ ତେବେ ଏହା କେମିତି ସମ୍ଭବ ହେଲା । ଆପଣ ତ ସମସ୍ତଙ୍କୁ କହିଥିବାର ଶୁଣି ଥିବେ ସମସ୍ତଙ୍କ ଭିତରେ ଗୋଟେ ଛୋଟ ପିଲା ଅଛି, ଯେବେ ସେହି ପିଲାଳିଆମୀ ବାହାରେ ଲୋକେ ଏମିତି ଏମିତି କାମ କରନ୍ତି ଯାହା ବୁଝିବା ବହୁ କଷ୍ଟ ହୋଇପଡେ । ଆଜି ଆମେ ଏହି ପୋଷ୍ଟ ରେ କିଛି ସେହିଭଳି ଫୋଟୋ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣଙ୍କ ମୁଣ୍ଡ ମଧ୍ୟ ଚକର କାଟିବାକୁ ଲାଗିବ ।

ଡସ୍ଟବିନ ରେ ଲୋକେ ଅଳିଆ ଆବର୍ଜନା ପକାନ୍ତି, ହେଲେ ୟେ କଣ? ଏଥିରେ ତ କାର ଦେଖା ଯାଉଛି ।

ହେ ଭଗବାନ ଏମିତି ତ କୌଣସି ଅଳସୁଆ ବି କରିବନି, କଣ ପ୍ଲେଟ ମିଳିଲାନି ଖାଇବା ପାଇଁ ଯେ ଏଥିରେ…..

ଗୋଟେ କାର ପାର୍କ କରିବା  ପାଇଁ ଏତେ ଲୋକ । ଏମିତି କଣ ଜରୁରୀ ପଡିଲା ।

ଏହି ଫୋଟୋ ଦେଖି କି ତ କାହାର ବି ମୁଣ୍ଡ ଚକର କାଟିବ । ଏହି ଗଛରେ ସେ ଟାୟର କେମିତି ପଶିଲା? ଆମେ ତ ବୁଝି ପାରିଲୁନି, ଆପଣ ବୁଝି ପାରିଲେ କି?

ବାଃ କଣ ସନ୍ତୁଳନ ! ଏହାକୁ କୁହନ୍ତି ପ୍ରକୃତିକ ସନ୍ତୁଳନ ।

ଏହି ଫୋଟୋ କୁ ଦେଖି ସତରେ ଆପଣଙ୍କ ମୁଣ୍ଡ କାମ ଦେବନି । ଗୋଟେ ଗଛ ଭିତରେ ଗୋଟେ ସାଇକେଲ କେମିତି ପଶିଲା?

ରହିଲ ଦେଖି… ୟେ ଗଛ ଉପରେ କାର ନୁହେଁ ତ? ଏହା କେମିତ ସମ୍ଭବ, ଏବଂ କିଏ ଏମିତି କରିଲା?

ଲୋକ କେଉଁ କେଉଁ ଜାଗାରେ କାର ପାର୍କ କରୁଛନ୍ତି କେଜାଣି? ଏମିତି କିଏ ଓ କେମିତି କଲା?

ୟେ ପୁଅ ଟି କଣ କରୁଛି? ଏଭଳି ପରିସ୍ଥିରେ ମଧ୍ୟ ସେ ଏମିତି…..

ହେ ପ୍ରଭୁ ୟେ କଣ? ଏହି ଫୋଟୋ ଦେଖି ଆପଣ ବି କିଛି ଏମିତି କହିବେ । ଏହି ଫୋଟୋ ଦେଖି ଆପଣ ମଧ୍ୟ ଭାବନାରେ ପଡିଯିବେ ଏମିତି କଣ ଆବଶ୍ୟକ ପଡିଲା ଯେ ଗୋଟେ ଗଛକୁ ଚଡି ପିନ୍ଧାଇ ବାକୁ ପଡିଲା?

କିଏ ସେ ମହାଶୟ ଯିଏ ତାର ଗାଡି ଏଠି ପାର୍କ କରିଛି? ଯଦିଓ କାର ଏଠି ପାର୍କ କରିଛି ସେ ଜାଣିଛି ତ କାର କେମିତି ଭରିବ ଏଠାରୁ?