ବଲୀଉଡର ଏହି ୭ ଜଣ ଷ୍ଟାର କରିଲେ ନିଜ ଫ୍ୟାନଙ୍କ ସହ ହିଁ ବିବାହ, ନମ୍ବର ୫ ତ ସ୍ତ୍ରୀ ଜଣେ ଏତେ ବଡ ଷ୍ଟାର ବୋଲି ବି ଜାଣିନଥିଲେ

ବିବାହ ସମସ୍ତଙ୍କ ଜୀବନରେ ଏକ ମୁଖ୍ୟ ସ୍ଥାନ ଗ୍ରହଣ କରିଥାଏ । ବାହାଘର ନିଷ୍ପତି ଏକ ଏମିତି ନିଷ୍ପତି ଅଟେ ଯାହାକୁ ବହୁତ ଭାବିଚିନ୍ତି ନେବା ଦରକାର । ସମସ୍ତେ ଚାହାନ୍ତି କି ତାଙ୍କୁ ଏମତି ଏକ ଜୀବନସାଥୀ ମିଳିଯାଉ ଯାହା ତାଙ୍କୁ ବହୁତ ଭଲ ପାଉଥିବ । ପ୍ରାୟତଃ ଏହା ଦେଖିବାକୁ ମିଳିଥାଏ କି ବଲୀଉଡ ଷ୍ଟାରମାନେ କୌଣସି ଧନୀ ବ୍ୟକ୍ତିଙ୍କ ସହ ହିଁ ବିବାହ କରିଥାନ୍ତି । କିନ୍ତୁ ବଲୀଉଡର କିଛି ଷ୍ଟାର ଏମିତି ବି ଅଛନ୍ତି ଯେଉଁମାନେ ନିଜ ଫ୍ୟାନମାନଙ୍କ ସହ ବିବାହ କରିଛନ୍ତି । ଆଜିର ଏହି ପୋସ୍ଟରେ ଆମ ଆପଣଙ୍କୁ ବଲୀଉଡର କିଛି ଏମିତି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ଫ୍ୟାନଙ୍କୁ ନିଜର ଜୀବନସାଥୀ ଭାବେ ବାଛିଛନ୍ତି ।

ମୁମତାଜ ଓ ମୟୂର ମାଧବାନୀ

Image courtesy: Google

ମୁମତାଜଙ୍କର ନାମ ନିଜ ଜମାନାରେ ସବୁଠୁ ସୁନ୍ଦର ଓ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଥିଲା । ମୁମତାଜ ନିଜ କ୍ୟାରିୟରରେ ବିଭିନ୍ନ ହିଟ ଫିଲ୍ମ ଦେଇଛନ୍ତି । କିନ୍ତୁ ଯେତେବେଳେ ବାହାଘରର କଥା ଆସିଲେ ତେବେ ସେ ଏକ ସାଧାରଣ ମଣିଷକୁ ନିଜର ଜୀବନସାଥୀ ରୂପରେ ବାଛିଲେ । ମୁମତାଜ ନିଜର ଫ୍ୟାନ ଓ କାରୋବାରି ମୟୂର ମାଧବାନୀଙ୍କ ସହ ୧୯୭୪ରେ ବିବାହ କରିଥିଲେ ।

ଦିଲୀପ କୁମାର ଓ ସାୟରା ବାନୋ

Image courtesy: Google

ଯେତେବେଳେ ବି ବଲୀଉଡରେ ସୁପରଷ୍ଟାରଙ୍କର କଥା ଆସିଥାଏ ତେବେ ସେଥିରେ ଦିଲୀପ କୁମାରଙ୍କର ନାମ ସବୁଠୁ ଉପରେ ଆସିଥାଏ । କହିଦେଉଛୁ ଯେ ଦିଲୀପ କୁମାର ଅଭିନେତ୍ରୀ ସାୟରା ବାନୋଙ୍କ ସହ ବିବାହ କରିଛନ୍ତି । ବାହାଘର ସମୟରେ ସାୟରା ଦିଲୀପଙ୍କ ଠାରୁ ୨୨ ବର୍ଷ ଛୋଟ ଥିଲେ ଓ ତାଙ୍କର ବହୁତ ବଡ ଫ୍ୟାନ ମଧ୍ୟ ଥିଲେ । କହିବାକୁ ଗଲେ ମାତ୍ର ୧୨ ବର୍ଷ ବୟସରେ ସେ ଦିଲୀପଙ୍କୁ ନିଜର ହୃଦୟ ଦେଇ ଦେଇଥିଲେ ।

ଜିତେଂଦ୍ର ଓ ଶୋଭା କପୂର

Image courtesy: Google

ବଲୀଉଡର ଅଭିନେତା ଜିତେଂଦ୍ର ବି ନିଜର ଫ୍ୟାନ ଶୋଭା କପୂରଙ୍କୁ ୧୯୭୨ ମସିହାରେ ବିବାହ କରିଥିଲେ । ଶୋଭା ସେହି ସମୟରେ ବ୍ରିଟିଶ ଏୟରୱେଜରେ ଏୟର ହୋସ୍ଟେସ ଥିଲେ ଓ ଜିତେନ୍ଦ୍ରଙ୍କର ବହୁତ ବଡ ଫ୍ୟାନ ମଧ୍ୟ ଥିଲେ ।

ରାଜେଶ ଖନ୍ନା ଓ ଡିଂପଲ କପାଡିୟା

Image courtesy: Google

ଡିଂପଲ କପାଡିୟା ନିଜ ଜମାନାରେ ସୁପରଷ୍ଟାର ରାଜେଶ ଖନ୍ନାଙ୍କର ବହୁତ ବଡ ଫ୍ୟାନ ଥିଲେ । ଯେତେବେଳ ରାଜେଶ ଖନ୍ନାଙ୍କୁ ଏହି କଥା ବିଷୟରେ ଜଣା ପଡିଲା ତେବେ ସେ ଡିଂପଲନାକ ସାମନାରେ ବାହାଘରର ପ୍ରସ୍ତାବ ରଖିଦେଲେ । ଏହା ପରେ ଡିଂପଲ ୧୫ ବର୍ଷ ବଡ ରାଜେଶ ଖନ୍ନାଙ୍କୁ ବିବାହ କରିନେଲେ ।

ମାଧୁରୀ ଦୀକ୍ଷିତ ଓ ଡାକ୍ତର ନେନେ

Image courtesy: Google

ବଲୀଉଡର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଆମେରିକାର ସର୍ଜନ ଡାକ୍ତର ଶ୍ରୀରାମଙ୍କ ସହ ୧୯୯୯ରେ ବିବାହ କରିଥିଲେ । କହିଦେଉଛୁ ଯେ ଶ୍ରୀରାମ ମାଧୁରୀଙ୍କର ବହୁତ ବଡ ଫ୍ୟାନ ଅଟନ୍ତି । କହିବାକୁ ଗଲେ ଡାକ୍ତର ନେନେ ତାଙ୍କର ହସ ଉପରେ ଫିଦା ହୋଇ ଯାଇଥିଲେ । ଯେତେବେଳେ ତାଙ୍କର ବିବାହ ହେଲା ସେତେବେଳ ଶ୍ରୀରାମଙ୍କୁ ଜଣା ନଥିଲା କି ମାଧୁରୀ ଭାରତର ଏତେ ବଡ ଷ୍ଟାର ଅଟନ୍ତି । ତାଙ୍କୁ ଲାଗୁଥିଲା କି ସେ ଗୋଟିଏ ଛୋଟ-ମୋଟ ଏକ୍ଟ୍ରେସ ଅଟନ୍ତି ।

ଆମିର ଖାନ ଓ କିରଣ ରାୱ

Image courtesy: Google

ବଲୀଉଡର ଅଭିନେତା ଆମିର ଖାନ କିରଣ ରାୱଙ୍କ ସହ ଦ୍ଵିତୀୟ ବିବାହ କରିଛନ୍ତି । କହିଦେଛୁଯେ ଯେ କିରଣ ରାୱ ଆମିରଙ୍କର ବହୁତ ବଡ ଫ୍ୟାନ ଥିଲେ । ସେ ମାତ୍ର ୧୪ ବର୍ଷ ବୟସରେ ଆମିରଙ୍କୁ ନିଜର ହୃଦୟ ଦେଇ ବସିଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।