ବୟସ ବଢିବା ସହିତ ଆହୁରି ଅଧିକ ସୁନ୍ଦର ଆଉ ଯବାନ ଦେଖା ଯାଉଛନ୍ତି Bollywood ର ଏହି 5 ଜଣ ହିରୋଇନ, 5 ନମ୍ବର ହିରୋଇନ ତ 60 ପାର କରି ସାରିଲେଣି

ବଲୀଉଡ ଇଣ୍ଡଷ୍ଟ୍ରିରେ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କୁ ଦେଖି ଲାଗିଥାଏ କି ଏମାନଙ୍କ ଉପରେ ବୟସର କୌଣସି ପ୍ରଭାବ ପଡୁ ନାହିଁ । କହିବାକୁ ଗଲେ ଏହି ଷ୍ଟାରମାନେ ଆଜି ବି ସେତିକି ସୁନ୍ଦର ଲାଗନ୍ତି ଯେତିକି ସେମାନେ ୧୦ – ୧୫ ବର୍ଷ ପୂର୍ବେ ଲାଗୁଥିଲେ । ଆଜି ଆମେ ଆପଣଙ୍କୁ ଏହିଭଲି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନଙ୍କ ବୟସ ବିଷୟରେ ଆପଣ ଅନ୍ଦାଜ ବି ଲଗାଇ ପାରିବେ ନାହିଁ ।

ମଲାଇକା ଅରୋଡ଼ା

ବଲୀଉଡର ହଟ ଓ ସେକ୍ସି ଅଭିନେତ୍ରୀ ମଲାଇକା ଅରୋଡ଼ା ୪୬ ବର୍ଷର ହୋଇଯାଇଛନ୍ତି । କିନ୍ତୁ ଆଜି ବି ତାଙ୍କର ସୁନ୍ଦରତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । କାରଣ ମଲାଇକା ଅରୋଡ଼ା ନିଜ ବୟସ ହିସାବରେ ବହୁତ ଯବାନ ଦେଖା ଯାଆନ୍ତି । ଆପଣଙ୍କୁ କହିଦେଉଛୁ କି ମଲାଇକା ଅରୋଡ଼ା ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ବର୍ତ୍ତମାନ ମଲାଇକା ଅରୋଡ଼ା ଫିଲ୍ମ ଠାରୁ ଅଧିକ କେତେକ ଶୋରେ ଜଜ ରୂପରେ ନଜର ଆସନ୍ତି ।

ଶିଲ୍ପା ଶେଟ୍ଟୀ

ଆପଣଙ୍କୁ କହିଦେଉଛୁ କି ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ଦୁଇଟି ଶିଶୁର ମା ଅଟନ୍ତି ଓ ତାଙ୍କର ବୟସ ୪୫ ବର୍ଷ ଅଟେ । କିନ୍ତୁ ଶିଲ୍ପା ଶେଟ୍ଟୀଙ୍କ ସୁନ୍ଦରତା ଆଜି ବି ଅନ୍ୟ ଅଭିନେତ୍ରୀମାନଙ୍କୁ ଟକ୍କର ଦେଇଥାଏ ଓ ବଲୀଉଡରେ ଶିଲ୍ପା ଶେଟ୍ଟୀ ସୁନ୍ଦର ହେବା ସହିତ ବହୁତ ଫିଟ ବି ଅଟନ୍ତି ।

ସୁସ୍ମିତା ସେନ

ସୁସ୍ମିତା ସେନ ୪୪ ହୋଇଯାଇଛନ୍ତି ଓ ବଲୀଉଡର ସେ ଜଣେ ଜଣା ଶୁଣା ନାଁ ଅଟନ୍ତି । ଏହା ଛଡା ସୁସ୍ମିତା ସେନ ବଲୀଉଡର ପ୍ରଥମ ଅଭିନେତ୍ରୀ ଅଟନ୍ତି ଯିଏ ବିବାହ ନ କରି ଦୁଇଟି ପିଲାକୁ ଗୋଦ ନେଇଛନ୍ତି । ଏହା ଛଡା ୨୦୧୮ରେ ଏହି ଖବର ସାମ୍ନାକୁ ଆସିଥିଲା କି ସୁସ୍ମିତା ସେନ ନିଜର ବୟଫ୍ରେନ୍ଡ ରୋହମନ ଶହଙ୍କୁ ବିବାହ କରିବେ । କିନ୍ତୁ ବର୍ତ୍ତମାନ ଦୁଇ ଜଣ ଲିଭଇନ ରିଲେଶନଶିପରେ ଅଛନ୍ତି ଓ ଇଂସ୍ଟାଗ୍ରାମରେ ପ୍ରାୟତଃ ସେ ନିଜର ବୟଫ୍ରେନ୍ଡ ସହ ଫଟୋ ଶେୟାର କରିଥାନ୍ତି ।

ମାଧୁରୀ ଦୀକ୍ଷିତ

ମାଧୁରୀ ଦୀକ୍ଷିତ ୫୩ ବର୍ଷର ଅଟନ୍ତି । କିନ୍ତୁ ମାଧୁରୀ ଆଜି ବି ସେତିକି ସୁନ୍ଦର ଓ ଯବାନ ଲାଗନ୍ତି ଯେତିକି ସୁନ୍ଦର ସେ ପୂର୍ବେ ନଜର ଆସୁଥିଲେ । ଆପଣଙ୍କୁ କହିଦେଉଛୁ କି ମାଧୁରୀ ଦୀକ୍ଷିତ ବର୍ତ୍ତମାନ ଫିଲ୍ମ ଛଡା ରିୟାଲିଟି ଶୋରେ ନଜର ଆସନ୍ତି ।

ରେଖା

ଆପଣଙ୍କୁ କହିଦେଉଛୁ କି ରେଖା ୧୯୭୦ ମସିହାର ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଯାହାଙ୍କର ଗୋଟିଏ ଝଲକ ପାଇବା ପାଇଁ ତାଙ୍କର ଫ୍ୟାନମାନେ ଆଜି ବି ଅପେକ୍ଷା କରିଥାନ୍ତି । ଏହା ସହିତ ରେଖା ବର୍ତ୍ତମାନ ୬୧ ବର୍ଷର ଅଟନ୍ତି । କିନ୍ତୁ ରେଖା ବହୁତ ସୁନ୍ଦର ଲାଗନ୍ତି ଓ ବର୍ତ୍ତମାନର ଅଭିନେତ୍ରୀଙ୍କୁ ବି ମାତ ଦିଅନ୍ତି । ଏହି କାରଣ ଅଟେ କି ବଲୀଉଡର ଏଭରଗ୍ରୀନ ଅଭିନେତ୍ରୀ କୁହାଯାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।