ଯେତେବେଳେ ଶୁ-ଟି-ଙ୍ଗ ସେଟରେ ହିଁ ଝ-ଗ-ଡା କରିବାକୁ ଲାଗିଲେ ଏହି 2 Actress, ଜଣେ ମା-ରି-ଲା ଜୋରଦାର ଚା-ପୁ-ଡା ଓ କହିଲା- କ୍ୟାମେରା ମ୍ୟାନ ସାମ୍ନାରେ ହିଁ ମତେ …

ବଲିଉଡ ଦୁନିଆରେ ଅନେକ ସମୟରେ ବନ୍ଧୁତ୍ଵର କାହାଣୀ ଶୁଣିବାକୁ ମିଳିଥାଏ । ବଲିଉଡରେ କିଛି ଅଭିନେତ୍ରୀଙ୍କ ମଧ୍ୟରେ ବନ୍ଧୁତ୍ଵ ରହିଛି ତ ଆଉ କିଛି ଅଭିନେତ୍ରୀଙ୍କ ମଧ୍ୟରେ ଶତ୍ରୁତା ରହିଛି । ଏହି ସୁଚିରେ ଅଭିନେତ୍ରୀ ଇଶା ଦେୱଲ ଓ ଅମୃତା ରାବଙ୍କ ନାଁ ସାମିଲ ଅଛି ।

ଦୁହେଁ “ପ୍ୟାରେ ମୋହନ” ଫିଲ୍ମରେ ଏକା ସାଥେ କାମ କରିଛନ୍ତି । ଏହି ଫିଲ୍ମରେ ଦୁହେ ଦୁଇ ଭଉଣୀର ଚରିତ୍ରରେ ନଜର ଆସିଥିଲେ । ଏହି ଫିଲ୍ମରେ ଦୁଇ ଜଣଙ୍କର ସମ୍ପର୍କ ଭଉତ ମଜବୁତ ରହିବା ସହ ଭଲ ପାଇବା ମଧ୍ୟ ରହିଥିଲା । କିନ୍ତୁ ବାସ୍ତବ ଜୀବନରେ ଇଶା ଦେୱଲ ଅମ୍ରିତା ରାବଙ୍କୁ ଚା-ପୁ-ଡା ମା-ରି-ଛ-ନ୍ତି । ସୂଚନା ଅନୁସାରେ ଏହି ଫିଲ୍ମ ସୁ-ଟ ସମୟରେ ଅମୃତା ରାବ ଇଶା ଦେୱଲଙ୍କୁ ଗା-ଳି କରିଥିଲେ ।

ଏହା ପରେ ଇଶା ଦେୱଲ ରା-ଗି ଯାଇ ଅମୃତାଙ୍କୁ ଥା-ପ-ଡ ମା-ରି-ଥି-ଲେ । ଏକ ସାକ୍ଷାତକାରରେ ଇଶା ଦେୱଲ ଏହି ମାମଲାକୁ ନେଇ କହିଥିଲେ ଯେ : “ହଁ ମୁଁ ଅମୃତାଙ୍କୁ ଥାପଡ ମା-ରି-ଥି-ଲି” । ଗୋଟେ ଦିନ ପେ-କପ ହେବା ପରେ ଅମୃତା ତାଙ୍କୁ ଡାଇରେକ୍ଟର ଇନ୍ଦ୍ର କୁମାର ଓ କ୍ୟାମେରା ମ୍ୟାନ ଆଗରେ ଗା-ଳି କରିଥିଲେ । ଏହି କାରଣରୁ ଈଶା ନିଜର ସେଲ୍ଫ ରେସପେକ୍ଟ କୁ ଆଖି ଆଗରେ ରଖି ଅମୃତାଙ୍କୁ ଥା-ପ-ଡ ମା-ରି-ଥି-ଲେ ବୋଲି କହିଥିଲେ ।

ଈଶାଙ୍କୁ ଏହି କଥାର କୌଣସି ଫରକ ପଡି ନାହି କାରଣ ଅମୃତା ଏହାର ଲାୟକ ଥିଲେ ବୋଲି ଈଶା ନିଜ ମତାମତ ଦେଇଛନ୍ତି । ଏହା ପରେ ମିଡିଆ ରିପୋର୍ଟ ଅନୁଯାୟୀ ଅମୃତା ଇଶା ଦେୱଲଙ୍କୁ ପରେ ନିଜ ଭୁଲ ଭୁଜ୍ୟ କ୍ଷମା ମାଗିଥିଲେ । ଈଶା ମଧ୍ୟ ଅମୃତାଙ୍କୁ କ୍ଷମା କରିଥିଲେ ବୋଲି ନିଜ ମତରେ କହିଥିଲେ । ବର୍ତ୍ତମାନ ଦୁହିଙ୍କ ମଧ୍ୟରେ ସବୁ ଠିକ ଅଛି ।

ଏହି ମାମଲାକୁ ନେଇ ଅମୃତା ନିଜ ଭୁଲ ବୁଝି ମତାମତ ଦେଇଥିଲେ ଯେ ଏହି ମାମଲାରେ ଇଶାଙ୍କୁ ଦୋ-ଷୀ କହିବା ଠିକ ନୁହେ । ଏହି ମାମଲାରେ ଆଗକୁ ଅମୃତା ଆଉ କିଛି କହି ନ ଥିଲେ । ଏହି ଘଟଣା ଏବେ ବନ୍ଦ ହୋଇ ସାରିଛି ବୋଲି ଅମୃତା ନିଜ ମତରେ କହିଥିଲେ ।

ଈଶା ଦେୱାଲ ଦିଗଜ ଅଭିନେତା ଧର୍ମେନ୍ଦ୍ର ଓ ସଦାବହାର ଓ ସୁନ୍ଦରୀ ଅଭିନେତ୍ରୀ ହେମା ମାଳିନୀଙ୍କର ଝିଅ ଅଟନ୍ତି । ଈଶା ଦେୱାଲ ବଲିଉଡରେ କାମ କରିଥିଲେ ମଧ୍ୟ ତାଙ୍କୁ ସଫଳତା ମିଳି ନ ଥିଲା ।

ସେହିପରି ଅମୃତା ରାବଙ୍କ ବିଷୟରେ କହିବାକୁ ଗଲେ ତାଙ୍କର ମଧ୍ୟ ଫିଲ୍ମ କ୍ଯାରିୟର କିଛି ଖାସ ନ ଥିଲା । ସେ ବଲିଉଡରେ ଗୋଟିଏ ବା ଦୁଇଟି ଫିଲ୍ମରେ କାମ କରିଛନ୍ତି । ବହୁତ ଲମ୍ବା ସମୟରୁ ଏହି ଦୁଇ ଅଭିନେତ୍ରୀ ବଲିଉଡ ଜଗତରୁ ଦୂରରେ ଅଛନ୍ତି । ଦୁହେଁ ନିଜର ମ୍ୟାରେଜ ଲାଇଫରେ ବ୍ୟସ୍ତ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ