ସାପ୍ତାହରେ ମାତ୍ର 2 ଦିନ ଚୁଟିରେ ଏହି ପାଣି ଲଗାନ୍ତୁ, ଚୁଟି ଏତେ ମୋଟା, ଲମ୍ବା ଓ କଳା ହେଇଯିବ ଯେ ସମସ୍ତେ ଖାଲି ବୁଲି ବୁଲି ଚାହିଁବେ- Beauty Tips

ସାଧାରଣ ଭାବେ ଚୁଟି ଉପୁଡିବା ଏକ ସାଧାରଣ କଥା ହୋଇଗଲାଣି । କାହିଁକିନା ଆପଣ ଯାହାକୁ ପଚାରିବେ ସେ ଚୁଟି ଉପୁଡିବା ସମସ୍ୟା କୁ ନେଇ ଚିନ୍ତିତ ଥିବ । ଏହି ସମସ୍ୟା ଦୂର କରିବା କରିବା ପାଇଁ ଆମେ କେତେ ପ୍ରକାରର ଔଷଧ ଖାଇଥାଉ କିମ୍ବା ଲଗାଇଥାଉ କିନ୍ତୁ କିଛି ଫାଇଦା ମିଳେ ନାହିଁ ବରଂ ଆହୁରି ଅତ୍ୟଧିକ ଚୁଟି ଝଡ଼ିଥାଏ । ଚୁଟି ଝଡ଼ିବାର ମୁଖ୍ୟ କାରଣ ହେଲା ଚୁଟିକୁ ଠିକ ଭାବରେ ପୋଷଣ ନ ମିଳିବା ।

ଚୁଟି ସୁସ୍ଥ ନଥାଏ ସେଥି ପାଇଁ ଚୁଟି ଝଡ଼ିଥାଏ । ଚୁଟି ଝଡ଼ିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁତ ହେୟାର ମାସକ ଲଗାନ୍ତି କିନ୍ତୁ ସବୁଥିରେ ସୁଫଳ ମିଳେ ନାହିଁ । ଆଜି ଆମେ ଆପଣଙ୍କ ଏପରି ହେୟାର ମାସକ ବିଷୟରେ କହିବୁ ଯାହାକୁ କି ଲାଗାଇବା ଦ୍ୱାରା ଚୁଟି ଝଡ଼ିବା ସମସ୍ୟା ଦୂର ହୋଇଯିବ ଓ ଚୁଟି ଘନ କଳା ଓ ସୁସ୍ଥ ରହିବ  ।

ତେବେ ଆସନ୍ତୁ ଜାଣିବା ସେହି ଉପାୟଟି  ବିଷୟ ରେ । ଏଥିପାଇଁ ପ୍ରଥମେ ଆମେ ଗୋଟିଏ ପିଆଜ ନେବା । ଏହି ପିଆଜ ଦ୍ୱାରା ଆମ ଚୁଟି କଲା ଓ ସୁସ୍ଥ ରହିଥାଏ । ପିଆଜରୁ ପ୍ରଥମେ ଚୋପା ଛଡାଇ ଦିଅନ୍ତୁ ପରେ ଏହାକୁ ଛୋଟ ଛୋଟ କରି କାଟି ଗ୍ରଇଣ୍ଡରରେ ପେଷି ଗୋଟିଏ ଚଣା ସାହାଯ୍ୟରେ ଏଥିରୁ ରସ ବାହାର କରି ଗୋଟିଏ ପାତ୍ର ରେ ରଖନ୍ତୁ । ପିଆଜରେ ଅତ୍ୟଧିକ ମାତ୍ର ରେ ସଲଫର ଥାଏ ଯାହାକି  ଆମ ଚୁଟିକୁ ଚିକଣ ଓ ସାଇନିଂ ରଖିଥାଏ ଏବଂ ଚୁଟିକୁ ରୂପୀରୁ ରକ୍ଷା କରିଥାଏ ।

ଏହି ପିଆଜ ରସରେ ସମ ପରିମାଣରେ ଶୁଦ୍ଧ ନଡ଼ିଆ ତେଲ ନେଇ ଭଲ ଭାବରେ ମିଶାନ୍ତୁ । ନଡିଆ ତେଲ ବି ଆମ ଚୁଟିକୁ ଘନ କଲା ଓ ଲମ୍ଭ କରିଥାଏ ଓ ଚୁଟି ମୂଳକୁ ଦୃଢ଼ କରିଥାଏ । ଏହା ପରେ ଏହି ମିଶ୍ରଣକୁ ଭୁତି ମୂଳରେ ଭଲ ଭାବରେ ମାଲିସ କରନ୍ତୁ । ଏହାକୁ ୪ ରୁ ୫ ମିନିଟ ପର୍ଯ୍ୟନ୍ତ ଭଲ ଉତ୍ସବରେ ମାଲିସ କରନ୍ତୁ । ପିଆଜରେ ଭିଟାମିନ A ଓ C ଥାଏ ଯାହାକି ଆମ ଚୁଟି କୁ ଟାଣ ଓ ଲମ୍ବା ରଖିଥାଏ ।

ଆଜି କାଲି ବଜାରରେ ପିଆଜରେ ପ୍ରସ୍ତୁତ ହୋଇଥିବା ପ୍ରଡକ୍ଟ ମିଳେ କିନ୍ତୁ ଏହାର ମୂଲ୍ୟ ବହୁତ ହୋଇଥିବାରୁ ସମସ୍ତସଙ୍କ ପକ୍ଷରେ ଏହାକୁ କିଣିବା ସମ୍ଭବ ହୋଇନଥାଏ । ସେଠି ପାଇଁ ଆପଣ ଘରେ ପିଆଜ ର ଏହି ପରି ଉପାୟ  ପ୍ରସ୍ତୁତ କରି ଚୁଟିରେ ଲଗାନ୍ତୁ । ଯାହାଫଳରେ କି ଆପଣଙ୍କ ଚୁଟି ଘନ କଳା , ମୋଟା , ଲମ୍ବା ହୋଇଥାଏ ଏବଂ ଆପଣଙ୍କ ଚୁଟି ରୂପୀ ସମସ୍ୟାରୁ ରକ୍ଷା ପାଇଥାଏ । ସମସ୍ତଙ୍କ ଘରେ ତ ଅତି ସହଜରେ ପିଆଜ ଓ ନଡ଼ିଆ ତେଲ ମିଳିଯିବ ଏଥିପାଇଁ ଏହି ଉପାୟଟି କରି ଚୁଟିର ସବୁ ସମସ୍ୟାରୁ ନିଜକୁ ରକ୍ଷା କରନ୍ତୁ ଓ ଚୁଟି ଝଡ଼ିବା ଚିନ୍ତାରୁ ମୁକ୍ତି ପାଆନ୍ତୁ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଏଭଳି କିଛି ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ